Browsing Tag

vastu tips

ଏହି ୫ଟି କାମ କଲେ ମିଳିବ ମନଲାଖି ବର

ସାଧାରଣତଃ ଝିଅ ବଡ ହେବା ପରେ ମା’-ବାପା ଝିଅର ବିବାହ ବିଷୟରେ ଚିନ୍ତା କରିଥାନ୍ତି। ମା-ବାପାଙ୍କର ସ୍ୱପ୍ନ ଥାଏ ତାଙ୍କ ଝିଅକୁ ଭଲ ପାତ୍ରଟିଏ ମିଳୁ, ଯେପରି ସେ ପୁରା ଜୀବନ ଝିଅକୁ ଖୁସିରେ ରଖିପାରିବ। ଏହକାରଣରୁ ହିଁ ମା-ବାପା ଅନେକ ଦେଖା, ଶୁଣା କରି ଝିଅ ପାଇଁ ବର ଖୋଜିଥାନ୍ତି। ଅନେକ ସମୟରେ…

ଦିଗ ଅନୁଯାୟୀ ଘର କୋଣରେ ରଖନ୍ତୁ ଜିନିଷ, ଆସିବନି ବିପତ୍ତି

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁଖ-ଶାନ୍ତିରେ ରହିବାକୁ ଚାହେଁ। ଚିନ୍ତାରୁ ଦୂରେଇ ରହିବାକୁ ମଣିଷ କିଛି ବି କରିପାରେ। ଏଥିପାଇଁ ମଣିଷ ନିଜ ଘରକୁ ବାସ୍ତୁ ଅନୁଯାୟୀ ସଜାଇଥାଏ। ବାସ୍ତୁ ସଙ୍କଟ ଯୋଗୁଁ ଘରକୁ ଅନେକ ପ୍ରକାରର ନକାରାତ୍ମକ ଶକ୍ତି ପ୍ରବେଶ କରିବା ସହ ଘରେ କଳହ, ଅଶାନ୍ତି ଲାଗି…

ଘରୁ ନକାରାତ୍ମକ ଶକ୍ତି ଦୂର କରିବାକୁ ଚାହୁଛନ୍ତି, କରନ୍ତୁ ଏହି କାମ

ଆପଣଙ୍କ ଚାରିପାଖରେ ସକାରାତ୍ମକ କିମ୍ବା ନକାରାତ୍ମକ ଶକ୍ତି ରହିଛି, ତାହା ଆପଣ ହୁଏତ କିଏ କିଏ ଅନୁଭବ କରିଥିବେ। କିନ୍ତୁ ସକାରାତ୍ମକ ଶକ୍ତି ଆପଣଙ୍କ ପାଇଁ ଭଲ ହୋଇଥିବା ବେଳେ ନକାରାତ୍ମକ ଶକ୍ତି ଆପଣଙ୍କ ଉପରେ କିମ୍ବା ଘର ଉପରେ ଖରାପ ପ୍ରଭାବ ପକାଇଥାଏ। ନକାରାତ୍ମକ ଶକ୍ତି ଆପଣଙ୍କ ହେଉଥିବା…

ବେଲଣା କାଠି ସହ ଜଡିତ ବାସ୍ତୁ ଟିପ୍ସ, ଯାହା ଆପଣଙ୍କ ଆର୍ଥିକ ଅଭାବର ମୁଖ୍ଯ କାରଣ

ଜୀବନରେ ବାସ୍ତୁର ବିଶେଷ ମହତ୍ବ ରହିଥାଏ। ବିଶେଷରୂପେ ରୋଷେଇ ଘର ସହ ଜଡିତ ବାସ୍ତୁ ଦୋଷ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ରୋଷେଇ ଘରେ ପଡିଥିବା ତାୱା, ବେଲଣା କାଠି ଏବଂ ଅନ୍ଯ ଆବଶ୍ଯକୀୟ ଜିନିଷ ରହିଥାଏ, ଯାହା ଜୀବନରେ ଅନେକ ପ୍ରଭାବ ପକାଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ରୋଷେଇ ଘଣେ…

ଘରକୁ ଦୁର୍ଭାଗ୍ୟ ଆଣିଦିଏ ଏହିସବୁ ଛୋଟ କଥା, କେବେ ବି କରନ୍ତୁ ନାହିଁ ଅଣଦେଖା

ମଣିଷ ଜୀବନରେ କେତେବେଳେ କେଉଁ ଅସୁବିଧା ଆସିଯାଏ ତାହା କେହି ବି କହିପାରିବେ ନାହିଁ। କିନ୍ତୁ କେବେ କେବେ ଆପଣ ନିଜ ଅସୁବିଧାର କାରଣ ପାଲଟିଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କେତେକ ଭୁଲ ରହିଥାଏ, ଯାହା ଆପଣଙ୍କ ଜୀବନରେ ଦୁର୍ଭାଗ୍ୟର କାରଣ ପାଲଟିଥାଏ। ଆସନ୍ତୁ ଜାଣିନେବା କ’ଣ ସେହି…

ନୂଆବର୍ଷ ଆସିବା ପୂର୍ବରୁ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ଭବିଷ୍ୟତ ହେବ ମଙ୍ଗଳମୟ

ନୂଆ ବର୍ଷରେ କର୍ମ ସହିତ ଯଦି ଭାଗ୍ୟର ସାଥ ମିଳିଯାଏ ତେବେ ଆପଣଙ୍କର ସମସ୍ତ କାମ ସଫଳ ହୋଇଥାଏ। ଏଥିପାଇଁ ଆପଣ ଭାଗ୍ୟକୁ ବୃଦ୍ଧି କରିବା ପାଇଁ ଘରକୁ କିଛି ଖାସ ଜିନିଷ ଆଣିପାରିବେ, ଯାହା ସୌଭାଗ୍ୟର ପ୍ରତୀକ ହୋଇଥାଏ। ତେବେ ଜାଣନ୍ତୁ ଘରେ କେଉଁ ସବୁ ଜିନିଷ ରଖିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି…

ଘରର କେଉଁ ଦିଗରେ ଲଗାଇବେ କେଉଁ ପ୍ରକାର ତାଲା, ଜାଣନ୍ତୁ ଏ ସମ୍ପର୍କିତ ବାସ୍ତୁ ଟିପ୍ସ

ଆପଣ ଜାଣିଛନ୍ତି କି, ଯେଉଁ ତାଲା, ଚାବି ଆମେ ଘରର ସୁରକ୍ଷା ପାଇଁ ବ୍ୟବହାର କରିଥାଉ, ସେହି ତାଲା, ଚାବି ଆମ ଭାଗ୍ୟର ବନ୍ଦ ତାଲାକୁ ବି ଖୋଲିପାରିଥାଏ। ଏହି କଥା ଆମ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯଦି ଏହି ତାଲା, ଚାବିକୁ ଠିକ୍‌ ଭାବେ ପ୍ରୟୋଗ କରା ନ ଯାଏ, ତା’ହେଲେ ଏହା ଆପଣଙ୍କୁ…

ମାତ୍ର ଗୋଟିଏ ଲବଙ୍ଗ ଖୋଲିପାରେ ଆପଣଙ୍କ ଭାଗ୍ୟର ଦ୍ୱାର, କେବଳ କରିବାକୁ ହେବ ଏହି କାମ

ଧନ ପ୍ରାପ୍ତି ଏବଂ ଅନ୍ୟ ସମସ୍ୟା ପାଇଁ ବହୁତ ଉପାୟ ରହିଛି କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ କେବଳ ଗୋଟିଏ ଲବଙ୍ଗ ସହିତ ଜଡିତ ଏହି ଖାସ ଉପାୟ ଆପଣଙ୍କୁ ଆପଣଙ୍କ ସବୁ ସମସ୍ୟାର ସମାଧାନ କରିପାରିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲବଙ୍ଗର ଏହି ଉପାୟ ଦ୍ୱାରା ଆପଣଙ୍କ ବନ୍ଦ ରହିଥିବା ଭାଗ୍ୟର…

ବାରମ୍ବାର ବାହାଘର ଭାଙ୍ଗୁଥିଲେ ଏହି ବାସ୍ତୁ ଟିପ୍ସ ପାଳନ କରନ୍ତୁ ଓ ମାସେ ଭିତରେ ଦେଖନ୍ତୁ ଫାଇଦା

ସବୁ ଝିଅଙ୍କ ସ୍ୱପ୍ନ ରହିଥାଏ ଯେ ତାଙ୍କୁ ନିଜ ମନ ପସନ୍ଦର ପାର୍ଟନର ମିଳୁ। ଯିଏ ତାଙ୍କ ମନ ବୁଝିପାରୁଥିବ, ମୁହଁ ଖୋଲି କହିବା ପୂର୍ବରୁ ସମସ୍ତ ଆବଶ୍ୟକତା ପୂରଣ କରିଦେଉଥିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାଙ୍କୁ ଖୁବ୍‌ ଭଲ ପାଉଥିବ। ମନଲାଖି ବରଟିଏ ପାଇବାକୁ ଝିଅମାନେ ନାନା ପୂଜା ବ୍ରତ ମଧ୍ୟ…

ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବ ଏହିସବୁ ବାସ୍ତୁ ଉପାୟ

ଆଜିକାଲି ଅର୍ଥ ସମ୍ବନ୍ଧୀୟ ଚିନ୍ତା ସମସ୍ତଙ୍କ ଠାରେ ପରିଲ୍ଲଖିତ ହେଉଛି। ଏହା ସବୁ ବାସ୍ତୁ ଦୋଷ ଯୋଗୁଁ ହୋଇଥାଏ। ବାସ୍ତୁ ଦୋଷ ହେବା ଯୋଗୁଁ ଘରେ ଧନ ଆସିବା କମ୍‌ ହୋଇଯାଏ। ଯାହା ଯୋଗୁଁ ଆମେ ବିଭିନ୍ନ ପ୍ରକାର ଚିନ୍ତା ସାମ୍ନା କରିବାକୁ ପଡେ। ଆମେ ଆପଣଙ୍କୁ ଏପରି କେତେକ ଉପାୟ ବତାଇବୁ ଯାହା…

ଘରେ ରଖନ୍ତୁ ପାଣି ଭର୍ତ୍ତି ମାଠିଆ, ଦୂର ହୋଇଯିବ ଆର୍ଥିକ ସଙ୍କଟ

ଆଜିକାଲି ଲୋକେ ନିଜ ଘରେ ଆଧୁନିକ ଫିଲ୍ଟର, ଫ୍ରିଜ୍‌ ଏବଂ ବୋତଲରେ ପିଇବା ପାଣି ରଖୁଛନ୍ତି। କିନ୍ତୁ ବାସ୍ତୁ ଅନୁସାରେ ଆପଣଙ୍କ ଘରେ ନିହାତି ରୂପେ ଏକ ମାଟି ସୁରେଇ କିମ୍ବା ମାଠିଆ ରହିବା ଜରୁରୀ। ଏହାଦ୍ୱାରା ଆପଣଙ୍କ ଘର ହସଖୁସିରେ ଭରି ଉଠିବ ଏବଂ ସବୁ ସଙ୍କଟ ଦୂର ହୋଇଯିବ। ଆଉ ମଧ୍ୟ…