ପୂର୍ବତନ ପୋପ୍ ଷୋଡ଼ଶ ବେନେଡିକ୍ଟଙ୍କ ପରଲୋକ,କିଛି ଦିନ ଧରି ଅସୁସ୍ଥ ଥିଲେ
କେନ୍ୟୁଜ୍(ବ୍ୟୁରୋ):ପୂର୍ବତନ ପୋପ୍ ଷୋଡ଼ଶ ବେନେଡିକ୍ଟଙ୍କ ପରଲୋକ। ୯୫ବର୍ଷ ବୟସରେ ଭାଟିକାନ ସିଟିରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଷୋଡଶ ବେନେଡିକ୍ଟ। ତାଙ୍କ ପରଲୋକ ନେଇ ଭାଟିକାନ ସିଟି ମୁଖପାତ୍ରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଷୋଡ଼ଶ ବେନେଡିକ୍ଟ…