ମାତ୍ର ୧୮ ବର୍ଷ ବୟସରେ ଇଂରେଜ ବିରୋଧରେ ସଂଗ୍ରାମ ଆରମ୍ଭ କରି ଦେଇଥିଲେ ଓଡ଼ିଶାର ଏହି ବରପୁତ୍ର
ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ସହ ଆଉ ଜଣେ ବରପୁତ୍ରଙ୍କର ଜୟନ୍ତୀ ବି ପଡେ । ଦେଶ ମାତୃକାର ସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ ସେହି ବୀର ପୁତ୍ର । ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଜାନୁଆରୀ ମାସ ୨୩ ତାରିଖ ସମ୍ବଲପୁର ଠାରୁ ମାତ୍ର ୪୦ କିମି ଦୂର ଖିଣ୍ଡା ନାମକ…