କାର୍ତ୍ତିକ ଆରମ୍ଭରୁ ଆକାଶ ଛୁଆଁ ପରିବା, ଦର ଶୁଣିଲେ ଉଡ଼ିଯାଉଛି ହୋସ୍
କଟକ : କାର୍ତ୍ତିକ ମାସ ପ୍ରଥମ ଦିନରେ ପନିପରିବା ଦର ଏବେ ଆକାଶ ଛୁଆଁ । ତେବେ ଏହାରି ଭିତରେ ବଢୁଥିବା କଞ୍ଚା ପନିପରିବାର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ଦ୍ଵି-ଗୁଣିତ କରିଛି । କଟକ ଛତ୍ର ବଜାର ଅର୍ବାନ ହାଟରେ ପନିପରିବା ଦର କିଲୋ ପ୍ରତି ୫୦ଟଙ୍କାରୁ ଶହେ ଟଙ୍କା ରହିଛି । ଏହାର ପ୍ରଭାବ…