Browsing Tag

vigilance raid

ବାଲେଶ୍ୱର ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। ବାଲେଶ୍ୱର ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହୂଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୭ଟି ସ୍ଥାନରେ ରେଡ୍ କରାଯାଉଛି। ବାଲେଶ୍ୱର ଜେଲ୍ ରୋଡ ଘର…

ଭିଜିଲାନ୍ସ ଜାଲରେ ନୟାଗଡ଼ କ୍ଷୁଦ୍ର ଜଳ ସମ୍ପଦ ବିଭାଗର ଜିଲ୍ଲା ନିର୍ବାହୀ ଅଧିକାରୀ

ନୟାଗଡ଼(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ନୟାଗଡ଼ କ୍ଷୁଦ୍ର ଜଳ ସମ୍ପଦ ବିଭାଗର ଜିଲ୍ଲା ନିର୍ବାହୀ ଅଧିକାରୀ। କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ଘରେ ରେଡ୍ । ତାଙ୍କ ସରକାରୀ ବାସବଭନ ଓ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢାଉ ଚାଲିଛି। ଅଫିସ,ଘର, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ…

ଭିଜିଲାନ୍ସ ଜାଲରେ ମାନ୍ୟମକୋଣ୍ଡା ଆର୍‌. ଆଇ, ଜମି ମ୍ୟୁଟେସନ୍‌ ପାଇଁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ

ମାଲକାନଗିରି(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଆର୍‌. ଆଇ। ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ଆର୍‌. ଆଇ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ। ଏମ୍‌ଭି-୬୭ ଗାଁର ଦୀପଙ୍କର ମଣ୍ଡଳଙ୍କଠାରୁ ଜମିର ମ୍ୟୁଟେସନ୍‌ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ୧୪ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡିଲେ RD କାର୍ଯ୍ୟାଳୟର…

ମୟୂରଭଞ୍ଜ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ RD କାର୍ଯ୍ୟାଳୟର କ୍ୟାସିଅର ଭିଜିଲାନ୍‌ସ ହାତରେ ଧରା ପଡିଛନ୍ତି । ଠିକାଦାର କମେଶ୍ୱର ତ୍ରିପାଠୀଙ୍କ ଠାରୁ ବିଲ ପାସ କରିବାକୁ କ୍ୟାସିୟର ଅଜୟ ସେଜପଡ଼ା ଲାଞ୍ଚ ନେଉଥିଲେ । ଗତ…

ଭିଜିଲାନ୍ସ ଜାଲରେ ମାଲକାନଗିରିର ଆସିଷ୍ଟାଣ୍ଟ ସେଲଟ୍ୟାକ୍ସ ଅଫିସର, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ମାଲକାନଗିରି(କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ମାଲକାନଗିରିର ଆସିଷ୍ଟାଣ୍ଟ ସେଲଟ୍ୟାକ୍ସ ଅଫିସର । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆସିଷ୍ଟାଣ୍ଟ ସେଲ ଟ୍ୟାକ୍ସ ଅଫିସର ଅଜୟ କୁମାର ମଲ୍ଲଙ୍କୁ ଗିରଫ କରାଯାଇଛି । ଜଣେ ବ୍ୟବସାୟୀଙ୍କ ଠାରୁ ଜିଏସଟି ଆକାଉଣ୍ଟ ରିଷ୍ଟାର୍ଟ କରିବା ପାଇଁ ସେ ଲାଞ୍ଚ…

ଭିଜିଲାନ୍ସ ଜାଲରେ ନନ୍ଦପୁର ଆର୍‌ଆଇ, ଅଢେଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ନନ୍ଦପୁର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ନନ୍ଦପୁର ଆର୍‌ଆଇ । ଅଢେଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲଡ଼ା ରାଜସ୍ୱ ମଣ୍ଡଳର ଅତିରିକ୍ତ ରାଜସ୍ୱ ନିରୀକ୍ଷକ କୈଳାସ ଚନ୍ଦ୍ର ବିଶ୍ୱାଳ । ଡମ୍ବୁରୁଧର ହାନ୍ତାଳ ନାମକ ଜଣେ ଦିବ୍ୟାଙ୍ଗଙ୍କ ଠାରୁ ଜମିଜମା…

ଭିଜିଲାନ୍ସ ଜାଲରେ କଳାହାଣ୍ଡି ରିଞ୍ଜା ସରପଞ୍ଚ, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

କଳାହାଣ୍ଡି(କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ୍‌ ରିଞ୍ଜା ସରପଞ୍ଚ ଭୋଜବନ୍ତୀ ସାହୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୪ଟି ସ୍ଥାନରେ ରେଡ୍‌ କରାଯାଉଛି । ଟାକୁରମାଳ ସ୍ଥିତ ବାସଭବନ କୁଶୁୁରୁଲା ସ୍ଥିତ ପୈତୃକ ଘର ସହ…

ଭଦ୍ରକ : ଭିଜିଲାନ୍ସ ଜାଲରେ ସରପଞ୍ଚ ଓ ସମବାୟ ସମିତି ସଭାପତି

ଭଦ୍ରକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ସରପଞ୍ଚ ଓ ସମବାୟ ସମିତି ସଭାପତି। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ମାମଲାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତର ସରପଞ୍ଚ ବସନ୍ତ ମଞ୍ଜରୀ ବିଶ୍ୱାଳ ଓ ସମବାୟ ସମିତି ସଭାପତି ନଗେନ୍ଦ୍ର ବିଶ୍ୱାଳଙ୍କ ଘରେ ଭିଜିଲାନ୍ସ ରେଡ୍‌। ୧୦ରୁ…

ପଦ୍ମପୁରର ବୋଡେନ ସେବା ସମବାୟ ସମିତିର ସଂପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁରର ବୋଡେନ ସେବା ସମବାୟ ସମିତିର ସଂପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ବୋଡେନ ପ୍ୟାକ୍‌ସ ସଂପାଦକ ଖଗେଶ୍ୱର ବେହେରାଙ୍କ ୪ଟି ବାସଭବନ ସମେତ ସମୁଦାୟ ୫ଟି ଜାଗାରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଥିଲା। ବୋଡେନ ଗ୍ରାମରେ ଥିବା ୨ଟି…

ନବରଙ୍ଗପୁର: ଭିଜିଲାନ୍ସ ପଞ୍ଝାରେ କୋଟିପତି ଶିକ୍ଷକ, ସାଢେ ୫ କୋଟି ଟଙ୍କାର ସମ୍ପତ୍ତି ଠାବ

ନବରଙ୍ଗପୁର(କେନ୍ୟୁଜ୍): ଭିଜିଲାନ୍ସ ପଞ୍ଝାରେ କୋଟିପତି ଶିକ୍ଷକ । ସାଢେ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବ୍ରତ ଚୌଧୁରୀଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର DFOଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର(କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ବ୍ରହ୍ମପୁର DFO ଆଶିଷ କୁମାର ବେହେରାଙ୍କ ଘରେ ରେଡ କରାଯାଉଛି। ଆଶିଷଙ୍କ ଘର ଓ ଅଫିସ ସମେତ ୯ଟି ସ୍ଥାନରେ ଚଢାଉ ଚାଲିଛି। ଭିଜିଲାନ୍ସ କଟକ ସେଲ୍‌ ପକ୍ଷରୁ ଚାଲିଛି ଚଢାଉ । ଚଢାଉ…

ଭିଜିଲାନ୍ସ ଜାଲରେ ଗଞ୍ଜାମ ଆଙ୍କରୋଡା ଗାଁ ସରପଞ୍ଚ

ଗଞ୍ଜାମ(କେନ୍ୟୁଜ୍): ଭିଜିଲାନ୍ସ ପଞ୍ଛାରେ ସରପଞ୍ଚ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଆଙ୍କରୋଡା ଗାଁର ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ। ପଞ୍ଚାୟତ ଅଫିସ ସହ ୬ଟି ସ୍ଥାନରେ ଚଢାଉ କରାଯାଇଛି। ଭୁବନେଶ୍ୱର, ଦିଗପହଣ୍ଡି, ନବରଙ୍ଗପୁର ଓ ତାଙ୍କ ପୈତୃକ ଗାଁକୁ…