ଭଲିବଲ ପ୍ରତିଭା ଲାସ୍ୟମୟୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା
କରଞ୍ଜିଆ (କେନ୍ୟୁଜ): ଜାତୀୟ ଭଳିବଲ ଖେଳାଳି ଲାସ୍ୟମୟୀ ମହାନ୍ତ ଚଳିତବର୍ଷ ଥାଇଲାଣ୍ଡରୁ ଖେଳି ଫେରିଛନ୍ତି । ୧୮ ବର୍ଷରୁ କମ ଉଦୀୟମାନ ଜାତୀୟ ଭଲିବଲ ଖେଳାଳି ଲାସ୍ୟମୟୀ ମହାନ୍ତ ଓଡ଼ିଶାରେ ଏକମାତ୍ର ମହିଳା ଯିଏକି ଅନ୍ତର୍ଜାତୀୟ ସ୍ତର ଖେଳରେ ସୁଯୋଗ ପାଇଛନ୍ତି । ତାଙ୍କୁ ନିଜ ଜନ୍ମମାଟିରେ…