Browsing Tag

water level

Subarnarekha River: ସୁବର୍ଣ୍ଣରେଖା ନଦୀରେ ବଢୁଛି ଜଳସ୍ତର, ରାତି ୧୨ଟା ସୁଦ୍ଧା ପୀକ୍ ଫ୍ଲଡ୍ ଆସିବାର ସମ୍ଭାବନା

ଭୁବନେଶ୍ୱର : ସୁବର୍ଣ୍ଣରେଖା ନଦୀରେ ବଢୁଛି ଜଳସ୍ତର । ଗାଲୁଡିହିରୁ ସାଢ଼େ ୬ ହଜାର କ୍ୟୁସେକ୍ ପାଣି ଆସିଛି । ଆଜି ରାତି ୧୨ଟା ସୁଦ୍ଧା ସୁବର୍ଣ୍ଣରେଖାରେ ପୀକ୍ ଫ୍ଲଡ୍ ଆସିବାର ସମ୍ଭାବନା ରହିଛି ବୋଲି ଦିଲୀପ କୁମାର ରାଉତ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଫଳରେ ନଦୀ ତଳିଆ ଅଞ୍ଚଳରେ ପାଣି…

Jalaka River: ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ପୁଣି ବନ୍ଯା, ଲୋକଙ୍କ ଘରେ ପଶିଛି ପାଣି

ଜଳେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ପୁଣି ବନ୍ଯା ଆସିଛି । ନଦୀର ଉପରମୁଣ୍ତ ମୟୂରଭଞ୍ଜରେ ପ୍ରବଳ ବର୍ଷା ଏବଂ ଜଳକା ନଦୀ ଅବବାହିକା ବସ୍ତା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ପୁଣି ବଢୁଛି ନଦୀର ଜଳସ୍ତର । ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ନଦୀର ଜଳସ୍ତର । ବସ୍ତା ବ୍ଲକ…

Mahandi flood : ମହାନଦୀରେ ଆଉ ବନ୍ୟା ସ୍ଥିତି ନାହିଁ, ହୀରାକୁଦର ଜଳସ୍ତର କମୁଛି

କଟକ : ମହାନଦୀରେ ଆଉ ବନ୍ୟା ସ୍ଥିତି ନାହିଁ। ଏଥିସହ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ। ଆସନ୍ତା ୪ ତାରିଖ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୬୧୮ରୁ ୬୧୫ ଫୁଟ ରଖିବୁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଏବେ ୨୨ଟି ଗେଟ ଖୋଲାଯାଇଛି । ୩ ଲକ୍ଷ ୮୩ ହଜାର କ୍ୟୁସେକ୍ ଜଳ…

Hirakud flood : ସନ୍ଧ୍ୟା ସୁଦ୍ଧା ଖୋଲିବ ହୀରାକୁଦର ୨୨ ଗେଟ୍, ମୁଣ୍ଡଳିରୁ ୭ ଲକ୍ଷ ୫୦ ହଜାର କ୍ୟୁସେକ ପାଣି…

ଭୁବନେଶ୍ୱର : ହୀରାକୁଦର ଏବେ ୧୪ଟି ଗେଟ ଖୋଲା ଅଛି । ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍ ଖୋଲାଯିବ ବୋଲି କହିଛନ୍ତି ଜଳସମ୍ପଦ ସର୍ବେଚ୍ଚ ଯନ୍ତ୍ରୀ । ମହାନଦୀରେ ସୃଷ୍ଟି ହୋଇଛି ମଧ୍ୟମ ଧାରଣର ବନ୍ୟା । ଆଜି ଦିନ ୧୨ ଟା ସୁଦ୍ଧା ମୁଣ୍ଡୁଳୀରେ ୮ ଲକ୍ଷ୍ୟ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି ।…

Baitarani River: ନଦୀ ଗୁଡ଼ିକର ଜଳସ୍ତର ଉପରେ ସରକାରଙ୍କ ନଜର, ଅଧିକ ଚିନ୍ତାର କାରଣ ପାଲଟିଛି ବୈତରଣୀ ନଦୀ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ପରେ ନଦୀଗୁଡ଼ିକର ଜଳସ୍ତର ଉପରେ ନଜର ରଖିଛନ୍ତି ସରକାର । ଆଜି ୯ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ସମଗ୍ର ଓଡ଼ିଶାର ବନ୍ୟା ପରିସ୍ଥିତି ମୋଟାମୋଟି ନିୟନ୍ତ୍ରଣରେ ଥିବାବେଳେ ବୈତରଣୀ ନଦୀ ଅବବାହିକାର କିଛି ଅଞ୍ଚଳରେ ସତର୍କତା ଜାରି କରାଯାଇଛି ।…

Jalaka river: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି, ବିପଦ ସଙ୍କେତ ଛୁଇଁଲା ଜଳକା

ଜଳେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେପଟେ ବିପଦ ସଙ୍କେତ ଛୁଇଁଲା ଜଳକା । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ…

ବଢୁଛି ବିଭିନ୍ନ ନଦୀର ଜଳସ୍ତର, ସରକାରଙ୍କ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି

ଭୁବନେଶ୍ୱର : ରାଜ୍ୟରେ ଅନେକ ସ୍ଥାନରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଏହାସହ ବଢି ଚାଲିଛି ବିଭିନ୍ନ ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀର ଜଳସ୍ତର ପ୍ରବାହିତ ହେଉଛି । ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସରକାରଙ୍କ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି…

ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର, ଏବେବି ପାଣି ଘେରରେ ଅନେକ ଗାଁ

ବାଲେଶ୍ଵର : କମୁଛି ପାଣି, ବଢୁଛି ଦୁର୍ଦ୍ଦଶା ।  ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ।  ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୧୦.୦୯ ମିଟରରେ ପ୍ରବାହିତ ହେଉଛି ।  ନଦୀର ଜଳସ୍ତର କମୁଥିଲେ ମଧ୍ୟ ଏବେବି…

ଦୁର୍ବଳ ହୋଇଛି ଲଘୁଚାପ: ବଢିବାରେ ଲାଗିଛି ବିଭିନ୍ନ ନଦୀର ଜଳସ୍ତର, ଆଜିବି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍): ବର୍ଷା କମିବା ପରେ ଏବେ ବଢିବାରେ ଲାଗିଛି ବିଭିନ୍ନ ନଦୀ ଜଳସ୍ତର। ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ପ୍ରବାହିତ ହେଉଛି। ଜଳକାର ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବାବେଳେ ଏବେ ସେଠାରେ ୬.୪୧ ମିଟର ଉପରେ ଜଳ ପ୍ରବାହିତ ହେଉଛି। ସେହିପରି ବୈଚରଣୀ…

ଚନ୍ଦ୍ରରେ ୪୦ ହଜାର ବର୍ଗ କିଲୋମିଟରରୁ ବି ଅଧିକ ସ୍ଥାନରେ ବରଫ ରୂପରେ ମହଜୁଦ ଅଛି ପାଣି, ଲିକ ହେଲା ନୂଆ ରିପୋର୍ଟ

ପୂର୍ବ ତୁଳନାରେ ଚନ୍ଦ୍ର ପୃଷ୍ଠରେ ପାଣିର ମାତ୍ରା ବଢିଥିବା ନେଇ ବୈଜ୍ଞାନିକ ମାନେ ଦାବି କରିଛନ୍ତି । ପୃଷ୍ଠରେ ସିଧାସଳଖ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନ ମାନଙ୍କରେ ହିଁ ଜଳର ମାତ୍ରା ଦିନକୁ ଦିନ ବଢି ବଢି ଚାଲିଛି । ଏହି ଜଳର ବ୍ୟବହାର ଭବିଷ୍ୟତରେ ହେବାକୁ ଥିବା ମାନବ ମିଶନରେ ଉପଯୋଗ କରାଯାଇ…