Browsing Tag

weather report

ବଙ୍ଗୋପସାରରେ ସକ୍ରିୟ ଲଘୁଚାପ: ଆଜିଠୁ ବଢ଼ିବ ବର୍ଷା ପରିମାଣ, ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇଛି । ଆଜିଠୁ ବଢ଼ିବ ବର୍ଷା ପରିମାଣ । ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ଜାରି ହୋଇଛି ୟେଲୋ…

ଦକ୍ଷିଣ ଚୀନ ସାଗରରେ ୨୪ ଘଣ୍ଟାରେ ବାତ୍ୟା ! ଭିଏତନାମ, ଥାଇଲାଣ୍ଡ, ମିଆଁମାର ଅତିକ୍ରମ କରି ବଙ୍ଗୋପସାଗରରେ କରିବ…

କେନ୍ଯୁଜ୍: ଦକ୍ଷିଣ ଚୀନ ସାଗରରେ ୨୪ ଘଣ୍ଟାରେ ଏକ ବାତ୍ୟା ସୃଷ୍ଟି ହେବ । ଏହା ଭିଏତନାମ, ଥାଇଲାଣ୍ଡ, ମିଆଁମାର ଅତିକ୍ରମ କରିବ ଓ ବଙ୍ଗୋପସାଗରରେ ପ୍ରବେଶ କରିବ । ଏଭଳି ପୂର୍ବାନୁମାନ କରିଛି ଅର୍ନ୍ତଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ‘ଗୁଲାବ’ର ଅବଶିଷ୍ଟାଂଶ ଯେମିତି ଆରବ ସାଗରରେ…

ପୂଜାରେ ବାତ୍ୟା ! ନବମୀ କିମ୍ବା ଦଶମୀ ବେଳକୁ ଦକ୍ଷିଣ ଓଡ଼ିଶାରେ ହୋଇପାରେ ମାଡ

ଭୁବନେଶ୍ବର(କେନ୍ଯୁଜ୍): ପୂଜାରେ ବାତ୍ୟା ଡର। ନବମୀ କିମ୍ବା ଦଶମୀ ବେଳକୁ ଦକ୍ଷିଣ ଓଡ଼ିଶାରେ ବାତ୍ୟା ମାଡ ହୋଇପାରେ। ବାତ୍ୟାରୁ ବର୍ତ୍ତିଗଲେ ବି ପ୍ରବଳ ବର୍ଷାରେ ବୁଡିବ ଓଡ଼ିଶା। ଏମିତି ଆଶଙ୍କା କଲେଣି ପାଣିପାଗ ବିଶେଷଜ୍ଞ। ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା…

ସେପ୍ଟେମ୍ବରରେ ପ୍ରବଳ ବର୍ଷା ସତ୍ତ୍ୱେ ଓଡ଼ିଶାରେ ଭରଣା ହୋଇନି ନିଅଣ୍ଟିଆ ସ୍ଥିତି, ୨୫ରୁ ପୁଣି କାଚିବ

ଭୁବନେଶ୍ବର(କେନ୍ଯୁଜ୍):ମିଆଁମାର ଉପକୂଳ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ପୂର୍ବ ଓ ସଲଗ୍ନ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଲଘୁଚାପରେ ପରିଣତ ହୋଇପାରେ । ୨୬ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି। ପ୍ରଭାବରେ…

ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର, ପ୍ରଭାବରେ ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା !

ଭୁବନେଶ୍ବର(କେନ୍ଯୁଜ୍): ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଝାରସୁଗୁଡ଼ା, କେନ୍ଦୁଝର,…

ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗି ରହିଛି ବର୍ଷା, ଆଜି ୯ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର(କେନ୍ଯୁଜ୍): ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗି ରହିଛି ବର୍ଷା । ଆଜି ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଆଜି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୋନପୁର, ସମ୍ବଲପୁର ଓ ଦେବଗଡ଼…

ଆଜି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆଜି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି…

ଆସୁଛି ଆଉ ଏକ ଲଘୁଚାପ: ପ୍ରଭାବରେ ରାଜ୍ଯର ଅନେକ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର(କେନ୍ଯୁଜ୍): ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୮ ତାରିଖରେ ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ । ପରେ ଏହି ଘୂର୍ଣ୍ଣିବଳୟ କ୍ରମଶଃ…

ଓ୍ବେଲମାର୍କଡ଼ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ, ୭ ଜିଲ୍ଲାକୁ ରେଡ଼୍ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେ ନ୍ୟୁଜ): ଓ୍ବେଲମାର୍କଡ଼ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନିଭୁତ ହୋଇ ଅବପାତରେ ପରିଣତ ହେବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ । ଏବେ ଏହା ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଘନିଭୁତ ହୋଇ…

ଆସନ୍ତା ୧୧ରେ ଆସୁଛି ଏବର୍ଷର ସବୁଠୁ ବଡ ଲଘୁଚାପ ! ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଚିବ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ୧୧ରେ ଏବର୍ଷର ସବୁଠୁ ବଡ ଲଘୁଚାପ। ଆସନ୍ତା ୧୧ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଉତ୍ତର ବଙ୍ଗୋପସାଗର ତତସଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ସୃଷ୍ଟି ହେବାର ୨୪ଘଣ୍ଟା…

ଛତିଶଗଡ଼ ମୁହାଁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ରାଜ୍ୟରେ କମିବ ବର୍ଷାର ପରିମାଣ

ଛତିଶଗଡ଼ ମୁହାଁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଏହାଦ୍ୱାରା ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ଆଜି ରାଜ୍ୟରେ କେତେକ ସ୍ଥାନରେ ଅଳ୍ପ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଅନେକ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ହେବ। ଅନ୍ୟପଟେ ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ…

ସେପ୍ଟେମ୍ବରରେ ଅଧା ଓଡ଼ିଶାରେ ସ୍ୱାଭାବିକଠାରୁ ହେବ ଅଧିକ ବର୍ଷା! ନିଅଣ୍ଟ ପରିମାଣ ଭରଣା ହେବ

କେନ୍ଯୁଜ୍: ସେପ୍ଟେମ୍ବର ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ୧୧୦ ପ୍ରତିଶତରୁ ଅଧିକ ଦୀର୍ଘ କାଳୀନ ହାରାହାରି ବର୍ଷା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୧୯୬୧ରୁ ୨୦୧୦ ମଧ୍ୟରେ ସେପ୍ଟେମ୍ବରରେ ଦୀର୍ଘ କାଳୀନ ହାରାହାରି ବର୍ଷା ପରିମାଣ ୧୭୦ ମିଲିମିଟିର ରହୁଛି। ତେଣୁ ଚଳିତ…