Browsing Tag

weather updates

ତାତିରୁ ମିଳିବ ଆଶ୍ୱସ୍ତି; ରାଜ୍ୟରେ ୭ରୁ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଲୋକଙ୍କୁ କଲବଲ କରୁଛି । ଗରମ ଏତେ ହୋଇଛି ଯେ, ଆକାଶରୁ ନିଆଁ ହୁଳା ବର୍ଷିଲା ଭଳି ଅନୁଭବ ହୋଇଛି ।  ଗତକାଲି ଭୁବନେଶ୍ୱରରେ ଦିନର ସର୍ବାଧିକ ୪୩ଦଶମିକ ୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପାମାତ୍ରା ।…

ବଦଳିଲା ପାଣିପାଗ ମିଜାଜ୍, ତାତିରୁ ମିଳିଲା ଆଶ୍ୱସ୍ତି : ଆଗାମୀ ୩ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ପାଣିପାଗ ମିଜାଜ୍। ପୂର୍ବାହ୍ନରେ ତାତି, ଅପରାହ୍ନରେ କାଳବୈଶାଖୀ । ରାଜ୍ୟରେ ବର୍ତ୍ତମାନ ତାତି ଓ କାଳବୈଶାଖୀର ମିଶ୍ରିତ ପ୍ରଭାବ ଜାରି ରହିଛି। ପୂର୍ବାହ୍ନରେ ଟାଣଖରା ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ଅପରାହ୍ନରେ ଅଧିକାଂଶ ସ୍ଥାନରେ…

ରାଜ୍ୟରେ ପଡ଼ିଲାଣି ହାଲୁକା ଶୀତ, ବିଭିନ୍ନ ସ୍ଥାନର ଖସୁଛି ରାତିର ତାପମାତ୍ରା

(କେନ୍ୟୁଜ): ରାଜ୍ୟରେ ପଡ଼ିଲାଣି ହାଲୁକା ଶୀତ । ରାତିରେ ଖସୁଛି ପାରଦ । ରାତିର ତାପମାତ୍ରା ତଳମୁହାଁ ହେବା ସହ ଆଗକୁ ଶୀତ ଅଧିକ ପଡ଼ିବ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରହୁଛି । ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୩…

୫ ଦିନ ଯାଏଁ ହାଲୁକା ବର୍ଷାର ସମ୍ଭାବନା,୧୪ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ଆଗାମୀ ୫ ଦିନ ପର୍ଯ୍ୟନ୍ତ ହାଲୁକା ବର୍ଷାର ସମ୍ଭାବନା ରହିଛି। ଗତକାଲି ରିପୋର୍ଟ ଅନୁସାରେ କୋରାପୁଟ, ଗଜପତିରେ ଅଧିକ ବର୍ଷା ହୋଇଛି। ୧୪ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କେଉଁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ନୂଆପଡା,…

ବଙ୍ଗୋପସାଗରରେ ଏକାଠି ଦୁଇ ଦୁଇଟି ଘୂର୍ଣ୍ଣିବଳୟ: ଆଜିଠୁ ବଢିବ ବର୍ଷାର ପରିମାଣ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଏକାଠି ଦୁଇ ଦୁଇଟି ଘୂର୍ଣ୍ଣିବଳୟ କ୍ଷେତ୍ର। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟ ଏକ ଘୂର୍ଣ୍ଣିବଳୟ ଉତ୍ତରପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ କ୍ଷେତ୍ର ଉପରେ ଅବସ୍ଥିତ ରହିଛି। ଆସନ୍ତାକାଲି…

ଭିଜୁଛି ଓଡ଼ିଶା: ଆହୁରି ବର୍ଷିବ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଅବପାତ । କିନ୍ତୁ ବାତ୍ୟା ସମ୍ଭାବନା ନାହିଁ । ଏହି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି । ସକ୍ରିୟ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି…

ରାଜ୍ୟରେ କୋହଲା ପାଗ: କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି, ଜାଣନ୍ତୁ କାହିଁକି

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ହଠାତ ପାଗରେ ପରିବର୍ତ୍ତନ। ସକାଳୁ ସକାଳୁ ପାଗ କୋହଲା ରହିବା ସହ ସାମାନ୍ୟ ବର୍ଷା ହୋଇଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ଯାଏ ସମୁଦ୍ରପତ୍ତନରୁ ୯୦୦ମିଟର ମଧ୍ୟରେ ଲମ୍ବିଥିବା ନିମ୍ନ ଚାପ ରେଖା ପ୍ରଭାବରେ କୋହଲା ପାଗ ରହିଛି। ଏହାର…

ଆଜିଠୁ ବଦଳିବ ପାଣିପାଗ: ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ କମିବ କିନ୍ତୁ ଆକାଶ ମେଘାଛନ୍ନ ରହିବ

କେନ୍ୟୁଜ୍(ବ୍ୟୁରୋ):  ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ। ଦକ୍ଷିଣ ଆଣ୍ଡାମାନସାଗର ଓ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବ । ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ଓ ତତସଂଲଗ୍ନ ପୂର୍ବ କେନ୍ଦ୍ରୀୟ…

ଆଜିଠୁ ଶୀତରେ ଥରିବ ଉତ୍ତର ଭାରତ, ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ: ଥରିବ ଉତ୍ତର ଭାରତ । ଆଜିଠୁ ଶୀତ ଲହରୀ ଉତ୍ତର ଭାରତକୁ ଅସ୍ତବ୍ୟସ୍ତ କରିବ । ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତର ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରବଳ ଶୀତ ଅନୁଭୂତ ହେବ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…