Below header
Browsing Tag

weather

ରାଜ୍ୟକୁ ପୁଣି ଲେଉଟିଲା ଶୀତ: ପାଣିପାଗ ବିଭାଗର ଆକଳନ, ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ

ଭୁବନେଶ୍ବର : ରାଜ୍ୟକୁ ପୁଣି ଲେଉଟିଲା ଶୀତ। ଗତକାଲିର କୋହଲା ପାଗ ହଟିବା ପରେ ଆଜି ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ। ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ହ୍ରାସ ସମ୍ଭାବନା ରହିଛି। ଫଳରେ ଅଧିକ…

ମୟୁରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୩.୫ଡିଗ୍ରୀ ରେକର୍ଡ, ଆସନ୍ତାକାଲିଠୁ ବର୍ଷା ସମ୍ଭାବନା!

ମୟୁରଭଞ୍ଜ: ପ୍ରବଳ ଜାଡରେ ପୁଣି ଥରୁଛି ସାରା ଓଡ଼ିଶା। ୧୦ଡିଗ୍ରୀ ତଳେ ୫ଟି ସହର ରହିଛି। ମୟୁରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୩.୫ଡିଗ୍ରୀକୁ ଖସିଛି। ସାରା ରାଜ୍ୟରେ ଥଣ୍ଡା ବଢିଚାଲିଥିବାବେଳେ କାଲିଠୁ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଯାଏଁ ଅନୁଗୁଳ,ବୌଦ୍ଧ,ସୋନପୁର ଓ…

ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ଆସନ୍ତାକାଲିଠୁ ଆହୁରି ୨ ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ

ଭୁବନେଶ୍ବର(କେନ୍ୟୁଜ୍): ପ୍ରବଳ ଜାଡରେ ପୁଣି ଥରୁଛି ସାରା ଓଡ଼ିଶା। ସାରା ରାଜ୍ୟରେ ଥଣ୍ଡା ବଢିବାକୁ ଥିବା ବେଳେ କାଲିଠୁ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଯାଏଁ ଅନୁଗୁଳ,ବୌଦ୍ଧ,ସୋନପୁର ଓ ଦେବଗଡ ଜିଲ୍ଲାରେ ଥଣ୍ଡା ଲାଗି ରହିବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ…

ଶିମିଳିପାଳର ଅନେକ ସ୍ଥାନରେ ବରଫ ପାତ, କମିବାରେ ଲାଗିଛି ତାପମାତ୍ରା

ଶିମିଳିପାଳ (କେନ୍ୟୁଜ୍) : ମୟୂରଭଞ୍ଜରେ ତାପମାତ୍ରା କମିବାରେ ଲାଗିଛି । ଶିମିଳିପାଳର ଅନେକ ସ୍ଥାନରେ ବରଫ ପାତ ହୋଇଥିବା ଦେଖିବାକୁ ମିଳିଛି । ଶିମିଳିପାଳ ଜାତୀୟ ଉଦ୍ୟାନରେ ଗତ ବର୍ଷ ମାଇନସ ୫ ଡିଗ୍ରୀ ତାପାମାତ୍ରା ଥିବା ବେଳେ ଚଳିତବର୍ଷ ଜିରୋ ଡିଗ୍ରୀ ତାପାମାତ୍ରା ରହିଛି । ଦୁଇ ଦିନ…

ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା, ଉତ୍ତରପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପାଗ ରହିବ କୋହଲା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା । ଉତ୍ତରପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପାଗ କୋହଲା ରହିବ । ସୁନ୍ଦରଗଡ, ନୂଆପଡା, ନବରଗଂପୁର, ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ କମ ଶୀତ ଅନୁଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡରେ…

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଆଚ୍ଛାଦିତ ହୋଇରହିବ କୁହୁଡ଼ି, ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ଆରମ୍ଭ ହୋଇଗଲାଣି ଶୀତର ଅନୁଭୂତି । ତା ସାଙ୍ଗକୁ ଘନ କୁହୁଡି। ଅଧିକାଂଶ ସ୍ଥାନରେ ସକାଳ ୧୦ଟା ପର୍ଯ୍ୟନ୍ତ ଯାତାୟତରେ ବାଧା ସୃଷ୍ଟି ହେଉଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଏଭଳି କୁହୁଡି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ୮ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ

ଭୁବନେଶ୍ବର(କେନ୍ୟୁଜ୍): ଲଘୁଚାପର ରୂପ ନେଲା ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଆସନ୍ତା ୩୬ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବ। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି। ମାଲକାନଗିରି, କୋରାପୁଟ ଓ…

ଦୀପାବଳିକୁ ଫିକା କରିପାରେ ମୌସୁମୀ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…

ଭୁବନେଶ୍ବର(କେନ୍ୟୁଜ୍):  ଦୀପାବଳିକୁ ଫିକା କରିପାରେ ମୌସୁମୀ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ । ପାଣିପାଗ ବିଭାଗ ସୂଚନା ଅନୁସାରେ ୨୩ ତାରିଖରେ…

ଆହୁରି ୨୪ଘଣ୍ଟା ବର୍ଷିବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସମ୍ଭାବନା

ଭୁବନେଶ୍ବର (କେନ୍ଯୁଜ୍) : ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆହୁରି ୨୪ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଆଭ୍ୟନ୍ତରୀଣ…

ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅ଼ଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ୧୦ଟି…

ଭୁବନେଶ୍ବର(କେନ୍ୟୁଜ୍): ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅ଼ଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଆସନ୍ତା ଦୁଇ ଦିନ ଧରି ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର…

ଲଘୁଚାପରେ ପରିଣତ ହୋଇଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା

ଭୁବନେଶ୍ବର(କେନ୍ୟୁଜ୍): ଲଘୁଚାପରେ ପରିଣତ ହୋଇଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତା ୨ଦିନ ଧରି ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବାରୁ…

ବଜ୍ରପାତ ଜୋନରେ ଓଡ଼ିଶା, ଚାରି ମାସରେ ୯ଲକ୍ଷ ଥର ବଜ୍ରପାତ

ଭୁବନେଶ୍ବର(କେନ୍ୟୁଜ୍): ବଜ୍ରପାତ ଜୋନରେ ଓଡ଼ିଶା। ଚଳିତବର୍ଷ ରାଜ୍ୟରେ ରେକର୍ଡ କରିଛି ବଜ୍ରାଘାତ। ଚାରି ମାସରେ ୯ଲକ୍ଷ ଥର ହୋଇଛି। ଏହି ତଥ୍ୟ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏପ୍ରିଲ ୧ରୁ ଜୁଲାଇ ୩୧ ତାରିଖ ଭିତରେ ଓଡ଼ିଶାରେ ସର୍ବାଧିକ ଥର ବଜ୍ରପାତ ହୋଇଛି। ବାତ୍ୟା ଫନି ବେଳେ ମେ ୩ ଓ ୪…