Browsing Tag

weather

ପାଣିପାଗ ବିଭାଗର ଅକାଳନ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଲଗାଣ ବର୍ଷା ସମ୍ଭାବନା

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା । ଆଜି ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ, ମାଲକାନଗିରି, ନବରଂଗପୁର, ନୂଆପଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ । ଆସନ୍ତାକାଲି କୋରାପୁଟ, ନବରଗଂପୁର, ନୂଆପଡ଼ା ଓ କଳାହଣ୍ଡି ଜିଲ୍ଲାରେ…

ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ୧୨ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ

ଭୁବନେଶ୍ବର (କେନ୍ୟୁଜ୍) : ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷ ।ଲାଗି ରହିଛି। ପ୍ରାୟ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା…

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ, ପ୍ରଭାବରେ ଆଜିଠୁ ଓଡ଼ିଶାରେ ପ୍ରବଳରୁ ଅତି…

ଭୁବନେଶ୍ବର(କେନ୍ୟୁଜ୍) : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜିଠୁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ଲଘୁଚାପ ପ୍ରଭାବରେ ଆସନ୍ତା ୭୨ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବ । ଘଣ୍ଟାପ୍ରତି…

ଆସନ୍ତା ୬ ଓ ୭ରେ ପ୍ରବଳ ବର୍ଷା, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୪ ଘଣ୍ଟା ଭିତରେ ସାରା ରାଜ୍ୟରେ ବଡ ବର୍ଷା ହେବା ନାହିଁ । ୬ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ୮ ତାରିଖ ବେଳକୁ ବର୍ଷା କମିଯିବ । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଉତ୍ତର ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ଅଳ୍ପରୁ ମଧ୍ୟମ…

ଆସୁଛି ବଡବର୍ଷା, ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ବର(କେନ୍ୟୁଜ୍): ଆସୁଛି ବଡବର୍ଷା। ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତାକାଲି ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୪ରୁ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି…

ଧୋକା ଦେଲା ମୌସୁମୀ, ୧୭ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୯ ପ୍ରତିଶତ କମ୍‌ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର ୧୬୭ ବ୍ଲକରେ ନିଅଣ୍ଟିଆ ବର୍ଷା। ୯୮ଟି ବ୍ଲକରେ ସ୍ୱଳ୍ପ ବୃଷ୍ଟି, ୬୩ଟି ବ୍ଲକରେ ଅତ୍ୟଧିକ ସ୍ୱଳ୍ପ ବୃଷ୍ଟି ଓ ୬ଟି ବ୍ଲକରେ ଅନାବୃଷ୍ଟି ସ୍ଥିତି। ଅନାବୃଷ୍ଟି ବ୍ଲକ ଗୁଡିକ ହେଲା ଢେଙ୍କାନାଳର ଓଡ଼ପଡ଼ା, କେନ୍ଦୁଝରର ଯୋଡ଼ା ଓ ବାଂଶପାଳ, ସୁନ୍ଦରଗଡ଼ ଜିଲ୍ଲାର ବଣାଇ,…

ଉତ୍ତର ବଙ୍ଗୋପସାଗରର ଘୂର୍ଣ୍ଣିବଳୟ, ୩ଦିନ ଧରି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ବର (କେନ୍ୟୁଜ୍) : ମାଡି ଆସୁଛି ବଡ ବର୍ଷା। ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୩ଦିନ ଧରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା। ଫଳରେ ତଳିଆ ଅଞ୍ଚଳରେ…

ଆଜି ସାରା ରାଜ୍ୟକୁ ଛୁଇଁଛି ମୌସୁମୀ, ବିଭିନ୍ନ ସ୍ଥାନରେ ବର୍ଷା

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା । ଗତକାଲି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା । ପାଗ ଅନୁକୂଳ ଥିବା ବେଳେ ଆଜି ଏହା ସାରା ରାଜ୍ୟକୁ ଛୁଇଁଛି । ୨୪ ଘଣ୍ଟା ଭିତରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିରରେ ପ୍ରବଳରୁ ପ୍ରବଳତର…

କଲବଲ କରୁଛି ତାତି, ଆଜି ୪୦ ଡିଗ୍ରୀ ଉପରେ ୧୩ ସହରର ତାପମାତ୍ରା

କଲବଲ କଲାଣି ତାତି । ସାରା ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଜି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ୪୫ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରା ୪୦ ଡିଗ୍ରୀ ପାର୍…

ରାଜ୍ୟରେ ବଢ଼ୁଛି ତାତି, ସେପଟେ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଛି ସାମୁଦ୍ରିକ ଝଡ଼

ରାଜ୍ୟରେ ପୁଣି ଲେଉଟିଲା ତାତି । କିଛି ଦିନ ପାଗ କୋହଲା ରହିବା ପରେ ଗତକାଲି ରାଜ୍ୟର ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ୪୩.୬ ଡିଗ୍ରୀ ସହ ସମ୍ବଲପୁର ପାଲଟିଥିଲା ସବୁଠୁ ଉତ୍ତପ୍ତ ସହର ।ତାତି ବଢିବା ସହ ଗୁଳୁଗୁଳି ହେଉଛି । ଫଳରେ ରାତିରେ ବି ଲୋକଙ୍କୁ ତ୍ରାହି…

ରାଜ୍ୟରେ ପୁଣି ବଢିଲା ତାତି, ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ବର(କେନ୍ଯୁଜ୍) : ରାଜ୍ୟରେ ପୁଣି ବଢିଲା ତାତି। ଗତକାଲି ରାଜ୍ୟର ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ୪୩.୬ ଡିଗ୍ରୀ ସହ ସମ୍ବଲପୁର ପାଲଟିଥିଲା ସବୁଠୁ ଉତ୍ତପ୍ତ ସହର। ହୀରାକୁଦ-୪୩.୧ , ଟିଟିଲାଗଡ଼-୪୨.୬ , ଝାରସୁଗୁଡ଼ା-୪୨.୨ , ବଲାଙ୍ଗୀର-୪୨ , ମାଲକାନଗିରି-୪୧…

ଏଥର ପୁଣି ଦେଶରେ ଦେଖା ଦେବକି ମରୁଡି ସ୍ଥିତି ? ପ୍ରାକ୍ ମୌସୁମୀ ବର୍ଷା ୬୫ ବର୍ଷରେ ଦ୍ୱିତୀୟ ସର୍ବନିମ୍ନ

ମୌସୁମୀ ପହଞ୍ଚିବାରେ ବିଳମ୍ବ ହେଉଛି । ଦେଶରେ ପ୍ରାକ ମୌସୁମୀ ବର୍ଷା ବହୁ ପରିମାଣରେ କମିଛି । ଏବେ ଦେଶରେ ଶୁଖିଲା ପାଗ । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଦେଶରେ ଗତ ୬୫ ବର୍ଷରେ ଦ୍ୱିତୀୟ ସର୍ବନିମ୍ନ ପ୍ରାକ ମୌସୁମୀ ବର୍ଷା ହୋଇଛି । ଶୁଖି ଯାଇଛି ଜଳ ଭଣ୍ଡାର । ସେପେଟ ମୌସୁମୀ…