ଏହି ୩ଟି ଉପାୟ ଆପଣାଇ ବିନା ଏକ୍ସରସାଇଜ୍ରେ ରାତାରାତି କମାନ୍ତୁ ଓଜନ
ମୋଟାପଣ ଏବେ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ସମସ୍ତେ ଫିଟ୍ ରହିବାକୁ ଚାହୁଁଥିବା ବେଳେ ମୋଟାପଣ କମାଇବାରେ ଅସମର୍ଥ ହେଉଛନ୍ତି। ଏଣୁ କିଏ ଖାଇବା ପିଇବା କମାଉଛି ତ ଆଉ କିଏ ସକାଳୁ ଉଠି ବ୍ୟାୟମ କରୁଛି। ତଥାପି ଓଜନକୁ ନିୟନ୍ତ୍ରଣ କରିବାରେ ସଫଳ ହେଉନାହାନ୍ତି। ଆଜି ଆମେ ଆପଣଙ୍କୁ ମୋଟାପଣରୁ…