ଆପଣଙ୍କ ମେସେଜ୍ ଅନ୍ୟ କେହି ଦେଖୁଛି ଓ ପଢ଼ୁଛି କି, ଜାଣନ୍ତୁ କେମିତି ଜାଣିବେ ହ୍ଵାଟ୍ସଆପ୍ ହ୍ୟାକ୍ ହୋଇଛି ନା ନାହିଁ
ହ୍ଵାଟ୍ସଆପ୍ ଆଜିର ସମୟରେ ସବୁଠାରୁ ଲୋକପ୍ରିୟ ମ୍ୟାସେଜିଙ୍ଗ ଆପ୍ସ ମଧ୍ୟରୁ ଗୋଟିଏ। ଜଣେ ଜଣଙ୍କ ସହିତ ଯୋଡି ରହିବା ପାଇଁ ଲୋକମାନେ ଏହି ଆପର ବ୍ୟବହାର ବହୁତ ମାତ୍ରାରେ କରୁଛନ୍ତି। ଯଦି ଆପଣ ମଧ୍ୟ ଜଣେ ହ୍ଵାଟ୍ସଆପ୍ ୟୁଜର ତାହେଲେ ଆମ ପାଖରେ ଆପଣଙ୍କ ପାଇଁ ଏକ ବହୁତ ବଢ଼ିଆ ତରିକା ଅଛି…