Below header
Browsing Tag

Yami Gautam

ୟାମି ଗୌତମଙ୍କ ଫିଲ୍ମ ‘ଆର୍ଟିକଲ୍‌ ୩୭୦’ ୨ ଦିନରେ କଲା ଦମ୍‌ଦାର କଲେକ୍ସନ୍‌

ୟାମି ଗୌତମଙ୍କ ଫ୍ୟାନ୍ସ ତାଙ୍କ ଫିଲ୍ମ ‘ଆର୍ଟିକଲ୍‌ ୩୭୦’କୁ ଦେଖିବାକୁ ବହୁତ ଦିନ ଧରି ଅପେକ୍ଷା କରିଥିଲେ । ଏହି ଫିଲ୍ମ ଫେବୃଆରୀ ୨୩ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା ଏବଂ ରିଲିଜ୍ ହେବା ପରଠାରୁ ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର କ୍ରେଜ୍ ଦେଖିବାକୁ…

ୟାମି ଗୌତମଙ୍କ ଫିଲ୍ମ ‘Article 370’କୁ ନେଇ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ସୋସିଆଲ ମିଡିଆରେ ସେୟାର କରି ୟାମି…

ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମଙ୍କ ଫିଲ୍ମ ‘ଆର୍ଟିକଲ୍‌ ୩୭୦’ ଆଜି ଅର୍ଥାତ ଫେବୃଆରୀ ୨୩ରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଛି । ତେବେ ‘ଆର୍ଟିକଲ୍‌ ୩୭୦’ଏକ ପଲିଟିକାଲ୍‌ ଡ୍ରାମା ଫିଲ୍ମ । ଏହି ଫିଲ୍ମଟି କାଶ୍ମୀରରେ ସମ୍ବିଧାନର ଧାରା ୩୭୦ ହଟାଇବା ସମୟରେ ସରକାରଙ୍କୁ କେତେ ସଂଘର୍ଷ କରିବାକୁ…

ସ୍କୁଲ ପିଲାଙ୍କୁ ବନ୍ଦୀ କଲେ ୟାମି ଗୌତମ, ରିଲିଜ ହେଲା ଫିଲ୍ମ ‘ଏ ଥର୍ସଡେ’ ଟ୍ରେଲର

ୟାମିଙ୍କ ଗୌତମଙ୍କ ଆଗାମୀ ଫିଲ୍ମ 'ଏ ଥର୍ସ ଡେ' ର ଟ୍ରେଲର ରିଲିଜ୍ ହୋଇଛି।। ଏହି ଟ୍ରେଲର ଦେଖି ଦର୍ଶକ ୟାମିଙ୍କୁ ଖୁବ୍ ପ୍ରଂଶସା କରିଛନ୍ତି । କିନ୍ତୁ ଫିଲ୍ମର ଟ୍ରେଲରରେ ସସ୍ପେନ୍ସ ରହିଛି, ଯାହାକି ସଂପୂର୍ଣ୍ଣ ଫିଲ୍ମ ଦେଖିଲେ ଜଣା ପଡ଼ିବ। …

‘ଭୂତ ପୋଲିସ’ର ଦମ୍‌ଦାର ଟ୍ରେଲର ରିଲିଜ୍‌, ହସିବେ ଯେମିତି ଡରିବେ ବି ସେମିତି; ଦେଖନ୍ତୁ ଭିଡିଓ

ସୈଫ ଅଲ୍ଲୀ ଖାନ୍‌ ଓ ଅର୍ଜୁନ୍‌ କପୁରଙ୍କ ଅଭିନୀତ ଫିଲ୍ମ ‘ଭୂତ ପୋଲିସ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଫିଲ୍ମରେ ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ୟାମୀ ଗୌତମୀ ଓ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ମଧ୍ୟ ନଜର ଆସିବେ। ଫିଲ୍ମର ଟ୍ରେଲର ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ ଏହା ଏକ ପରଫେକ୍ଟ ହରର କମେଡି…

ଫିଲ୍ମ ‘ଲଷ୍ଟ’ ସୁଟିଂ ପାଇଁ ସେଟରେ ପହଞ୍ଚିଲେ ନବବଧୂ ୟାମୀ ଗୌତମ, ସୋସିଆଲ ମିଡିଆରେ ଫ୍ଯାନ୍ସକୁ ଦେଖାଇଲେ ସୁଟିଂର ଝଲକ

ଉରୀ ଫେମ୍ ଅଭିନେତ୍ରୀ ୟାମୀ ଗୌତମ ନିଜର ଅପକମିଂ ନୂଆ ଫିଲ୍ମ ‘ଲଷ୍ଟ’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ୟାମୀ ଗୌତମ ଏହି ଫିଲ୍ମରେ କ୍ରାଇମ ରିପୋର୍ଟର ରୋଲରେ ନଜର ଆସିବେ। ଏହା ଫଟୋ ସେୟାର କରି ୟାମୀ ଫ୍ଯାନ୍ସକୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ବୋଲି ଜଣାଇଛନ୍ତି। ଫ୍ଯାନ ମଧ୍ୟ ୟାମୀଙ୍କ ଫଟୋକୁ…

ଆଜି ୟାମୀ ଗୌତମଙ୍କ ଜନ୍ମଦିନରେ ଜାଣନ୍ତୁ, ତାଙ୍କୁ ପ୍ରଥମେ ଫିଲ୍ମରେ ଅଭିନୟ କରିବାର ସୁଯୋଗ କିପରି ମିଳିଥିଲା

ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମଙ୍କ ଆଜି ଜନ୍ମଦିନ। ଆଜି ୟାମୀ ୩୨ ବର୍ଷ ବୟସରେ ପାଦ ଦେଇଛନ୍ତି। ସେ ୨୦୧୨ ରେ ଫିଲ୍ମ ‘ଭିକ୍କୀ ଡୋନର’ରୁ ବଲିଉଡ୍ ରେ ଡେବ୍ୟୁ କରିଥିଲେ। ଫିଲ୍ମ ନିର୍ମାତା ସୁଜିତ ସରାକର ଏହି ଫିଲ୍ମର ନିର୍ଦେଶନା କରିଥିବା ବେଳେ ଏଥିରେ ୟାମୀଙ୍କ ସହ ଆୟୁଷ୍ମାନ୍ ଖୁରାନା ଅଭିନୟ…

ଆସାମ ସଂସ୍କୃତି ‘ଗମୋସା’କୁ ନେଇ ଏହି ଅଭିନେତ୍ରୀ ଉପରେ ଲାଗିଲା ଆରୋପ, ଟ୍ଵିଟ୍‌ କରି ରଖିଲେ ନିଜର ମତ

ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଏବେ ସୋସିଆଲ ମିଡିଆ ଯୁଜର୍ସଙ୍କ ଟାର୍ଗେଟରେ। ୟାମୀଙ୍କ ଉପରେ ଆସାମ ସଂସ୍କୃତି ଗମୋସାର ଅପମାନ କରିଥିବା ଆରୋପ ଅଭିଯୋଗ ଲାଗିଛି। ଗୁଆହାଟୀ ଏୟାରପୋର୍ଟରେ ୟାମୀ ଅଜାଣତରେ ଏପରି କିଛି କରିଦେଇଛନ୍ତି, ଯାହାକୁ ନେଇ ପରେ ଟ୍ଵିଟ୍‌ କରି କ୍ଷମା ମାଗିଛନ୍ତି।…

ଫିଲ୍ମଫେୟାରରେ ନାମ ନଆସିବା ନେଇ ଅସନ୍ତୋଷ ପ୍ରକାଶ କଲେ ୟାମୀଙ୍କ ଫ୍ୟାନ୍ସ, ଏହାପରେ ଏଭଳି ମନ୍ତବ୍ୟ ଦେଲେ ଅଭିନେତ୍ରୀ

ୟାମୀ ଗୌତମଙ୍କ ଫ୍ୟାନ୍ସ ଫିଲ୍ମଫେୟାର ପୁରସ୍କାରରେ ‘ବାଲା’ ପାଇଁ ତାଙ୍କୁ ନାମାଙ୍କିତ କରାଯାଇନଥିବାକୁ ନେଇ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଏକ ପତ୍ର ଜରିଆରେ ନିଜ ଫ୍ୟାନ୍ସଙ୍କୁ ଖାସ୍‌ ମେସେଜ୍‌ ଦେଇଛନ୍ତି। ସୂଚନା ମୁତାବକ ୟାମୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି…