Browsing Tag

yogi

ଯୋଗୀ କ୍ୟାବିନେଟର ବଡ ନିଷ୍ପତ୍ତି, ନୋଏଡା ମେଟ୍ରୋକୁ ବୋଡାକି ପର୍ଯ୍ୟନ୍ତ ବିସ୍ତାର ପାଇଁ ମିଳିଲା ଅନୁମୋଦନ

ନୋଏଡା ମେଟ୍ରୋର ‘ଆକ୍ୱା ଲାଇନ’ କରିଡରର ସୁବିଧା ବର୍ତ୍ତମାନ ଡିପୋ ଷ୍ଟେସନରୁ ବୋଡାକି ପର୍ଯ୍ୟନ୍ତ ବିସ୍ତାର ହେବ । ଯୋଗୀ କ୍ୟାବିନେଟ୍ ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିଆରପି) କୁ ଅନୁମୋଦନ କରିଛନ୍ତି । ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ନୋଏଡା ନିକଟରେ…

ଘରେ ଶୋଇଥିବା ବେଳେ ଭୁଶୁଡି ପଡିଲା ନିର୍ମାଣାଧୀନ କୋଠା, ୪ ମୃତ

ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଏବେ ବି ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଅନେକ ଧନଜୀବନ ହାନି ହୋଇଥିବା ବେଳେ ଏବେ ଆଉ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଉତ୍ତରପ୍ରଦେଶ ବୁଲନ୍ଦସହରର ଜନପଦର ନରସେନା ଥାନା ଅନ୍ତର୍ଗତ ଏକ ପୁରୁଣା କୋଠାର ଛାତ ଭୁଶୁଡି ପଡିଛି । ଏହି ଘଟଣାରେ ୫ ପିଲା…

ମୋଦିଙ୍କ ପରେ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ, ହ୍ଵାଟସଆପରେ ଆସିଲା ମେସେଜ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ୧୨୨ରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିବା ଖବର ମିଳିଛି । ମେସେଜରେ ଲେଖାଯାଇଛି କି ‘ମୁଁ ଶୀଘ୍ର ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା କରିବି। ଏହି ଖବର ମିଳିବା…

କାନରେ ଯାଇ ଯୋଗୀଙ୍କୁ କିଛି କହୁଥିଲେ ବିଜେପି ନେତା, କିନ୍ତୁ ସମସ୍ତଙ୍କ ଆଗରେ ଗାଳି କରି ବିଦା କରିଦେଲେ…

ଷ୍ଟେଜ୍‌ ଉପରେ ସମସ୍ତଙ୍କ ସାମ୍ନାରେ ବିଜେପି ନେତାଙ୍କୁ ଗାଳି ଦେଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଘଟଣା ବେଳର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଘଟଣା ନଭେମ୍ବର ୨୯ ତାରିଖର ବୋଲି କୁହାଯାଉଛି। ଭିଡିଓରେ ଗାଳି ଖାଉଥିବା ନେତାଙ୍କ ନାଁ…

କରୋନା ସନ୍ଦିଗ୍ଧଙ୍କୁ ଆଣିବାକୁ ଯାଇଥିବା ଡାକ୍ତରୀ ଦଳଙ୍କୁ ଆକ୍ରମଣ, ଅଭିଯୁକ୍ତଙ୍କୁ ଏଭଳି ଭୟଙ୍କର ଦଣ୍ଡ ଦେବାକୁ…

କରୋନା ଭାଇରସ ସଂକ୍ରମଣ ସହ ଏବେ ଦେଶରେ ଡାକ୍ତର ଓ ପୋଲିସଙ୍କ ଉପରେ ଆକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି। ଉତ୍ତର ପ୍ରଦେଶର ମୁରାଦାବାଦରେ ଜଣେ କରୋନା ସନ୍ଦିଗ୍ଧଙ୍କୁ ଆଣିବାକୁ ଯାଇଥିବା ଡାକ୍ତରୀ ଟିମ ଉପରେ ଆକ୍ରମଣ ହୋଇଛି। ଏହି ମାମଲାରେ ପୋଲିସ ୧୭ ଜଣଙ୍କୁ ଗିରଫ କରିଛି। ସେଥିରେ ୭ ଜଣ ମହିଳା…

ଯୋଗୀ ଓ ପୋଲିସ୍ ଅଫିସର୍

ଗୋରଖପୁର : ଉତ୍ତର ପ୍ରଦେଶର ମହାପ୍ରତାପୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଗରେ ଆଣ୍ଠେଇଲେ ପୋଲିସ୍ ଅଧିକାରୀ । କହିବାର ଅର୍ଥ ହେଉଛି ଏକ କାର୍ୟ୍ୟକ୍ରମ ବେଳେ ଯୋଗୀଙ୍କୁ ହାତଯୋଡ଼ି ପ୍ରଣାମ କରିବା ସହ ତାଙ୍କୁ ଫୁଲମଳ ପିନ୍ଧାଇ ଏବେ ବିବାଦକୁ ଆସିଛନ୍ତି ଏହି ପୋଲିସ୍ ଅଧିକାରୀ । ଏହି ଫଟୋ…

ଯୋଗୀ ରାଜ୍ୟରେ ପୁଣି ନାବାଳିକାଙ୍କୁ ଅସଦାଚରଣ : ଅଭିଯୁକ୍ତଙ୍କୁ ଧରାପକାଇଲା ଭାଇରାଲ୍‌ ଭିଡିଓ

ଲକ୍ଷ୍ନୌ: ଯୋଗୀ ରାଜ୍ୟରେ ପୁଣି ମହିଳା ଅସୁରକ୍ଷିତ। ବାରମ୍ବାର ନିର୍ୟାତନା ଓ ଅସଦାଚରଣର ଶିକାର ହେଉଛନ୍ତି ମହିଳା। ଲକ୍ଷ୍ନୌରେ ପୁଣି ଥରେ ଏଭଳି ଏକ ଘଟଣା ସାମନାକୁ ଆସିଛି। ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ…