ୟୁଟ୍ୟୁବରୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ, ଘରେ ବସି ପାଇବେ ଟଙ୍କା

ଯଦି ଆପଣ ଘରେ ବସି ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଦେବ ଆପଣଙ୍କୁ ଜବରଦସ୍ତ ଫାଇଦା। ମାତ୍ର କେଇ ମିନିଟ୍ ରେ ଆପଣ ଲକ୍ଷାଧିକ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିପାରିବେ। ସ୍ମାଟ ଭାବେ ଟଙ୍କା କମାଇବାକୁ ଏବେ ସମସ୍ତେ ଚାହୁଁଛନ୍ତି । ତେବେ ଏଥିପାଇଁ ଏବେ ଯେଉଁ ଉପାୟ ବାହାରିଛି ସେଥିପାଇଁ ଆପଣଙ୍କୁ ଘର ବାହରକୁ ଯିବାକୁ ପଡ଼ିବ ନାହିଁ।
ଏଥିପାଇଁ ଏକ ଜବରଦସ୍ତ ଅପସନ ଆସିଛି। ଆମେ କହୁଛୁ ଅନଲାଇନ ଭିଡ଼ିଓ କଥା। ଅନଲାଇନ ଭିଡ଼ିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ମାଧ୍ୟମରେ ଆପଣ ଘରେ ବସି ଟଙ୍କା କମାଇପାରିବେ। ଏଥିପାଇଁ ଆପଣଙ୍କୁ ବେଶି ସମୟ ପର୍ଯ୍ୟନ୍ତ ଭିଡ଼ିଓ କରିବାର ଆବଶ୍ୟକତା ନାହିଁ। ମାତ୍ର ୩ରରୁ ୪ ମିନିଟ ପର୍ଯ୍ୟନ୍ତ ଭିଡ଼ିଓ କରି ଆପଣ ଟଙ୍କା କମାଇପାରିବେ। ଜାଣନ୍ତୁ କିପରି…
ୟୁଟ୍ୟୁବରେ ଆପଣ ଛୋଟ ମାନେ ୩ ରୁ ୪ମିନିଟ ପର୍ଯ୍ୟନ୍ତ ଭଲ ଭିଡ଼ିଓ କରି ଅପଲୋଡ କରି ଅନେକ ଟଙ୍କା ରୋଜଗାର କରିପାରିବେ। ଏଥିପାଇଁ ଘଣ୍ଟା ଘଣ୍ଟା ଧରି ଫୋନକୁ ଧରିବା ଜରୁରୀ ମଧ୍ୟ ନୁହେଁ। ତେବେ ଏଥିପାଇଁ କିଛି କଥାକୁ ଧ୍ୟାନ ଦେବାକୁ ପଡ଼ିବ। ଯାହାକୁ ମାନି ଆପଣ ଭିିଡ଼ିଓ ଅପଲୋଡ କଲେ ଅନେକ ଟଙ୍କା ରୋଜଗାର କରିପାରିବେ:-

– ଭିଡ଼ିଓ କରିବା ସମୟରେ ମନେରଖିବେ ଯେମିତି ଆପଣଙ୍କ ଭିଡ଼ିଓର କ୍ୱାଲିଟି ଭଲ ଥିବ।
– କାରଣ କଣ୍ଟେଟ ପୂର୍ବରୁ ଭିଓର୍ସଙ୍କୁ ପ୍ରଥମେ କ୍ୱାଲିଟି ନଜର ଆସିଥାଏ। ଭଲ କ୍ୱାଲି ଟି ର ଭିଡ଼ିଓ ହିଁ ଭିଓର୍ସ ଦେଖିବା ପାଇଁ ପସନ୍ଦ କରିବେ।
– ବ୍ଲର ଭିଡ଼ିଓକୁ ଲୋକ ଦେଖିବାକୁ ବେଶି ପସନ୍ଦ କରିବେ ନାହିଁ।
ଏଥିପାଇଁ ଆପଣ ୟୁଟ୍ୟୁବରୁ ଟଙ୍କା ରୋଜଗାର କରିବା ଅସୁବିଧା ହୋଇଯିବ।
-ତେବେ ଏହାସହିତ ଭିଡ଼ିଓରୁ ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କୁ ପାଖାପାଖି ୩ ମିନିଟର ଭିଡ଼ିଓ କରିବାକୁ ହେବ।
-ଏହାସହିତ ଆପଣଙ୍କୁ ୟୁଟ୍ୟୁବର ଗାଇଡଲାଇନ ମଧ୍ୟ ମାନିବାକୁ ହେବ। ଏହାର କିଛି ରୁଲ ଓ ରେଗୁଲେସନ ଅଛି ଯାହାକୁ ପ୍ରତ୍ୟେକ ୟୁଜର ମାନିବାକୁ ବାଧ୍ୟ।
-ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କୁ ଗାଇଡଲାଇନକୁ ମାନିବାକୁ ହେବ।
ଏଭଳି ଭାବେ ଆପଣ ୩ ମିନିଟରେ ଛୋଟ ଭିଡ଼ିଓ ଅପଲୋଡ କରି ମାସକ ସାରା ଘରେ ବସି ଲକ୍ଷେ ଦୁଇ ଲକ୍ଷ ଟଙ୍କା ରୋଜଗାର କରିପାରିବେ। କିନ୍ତୁ ଭିଡ଼ିଓରେ ସବୁବେଳେ ଭଲ କଣ୍ଟେଟ ଦେବା ପାଇଁ ଚେଷ୍ଟା କରିବେ। ଯାହା ଲୋକମାନଙ୍କୁ ପସନ୍ଦ ଆସୁଥିବ।