ଜାଣନ୍ତୁ ଆପଣଙ୍କ ପାଇଁ ହେଡ୍‌ଫୋନ୍‌ ଓ ଇୟରଫୋନ୍‌ ମଧ୍ୟରେ କେଉଁଟା ଭଲ ରହିବ ?

ଅଡିଓ ହେଉ କିମ୍ବା ଭିଡିଓ କିଛି ବି ଶୁଣିବା ପାଇଁ ହେଡ୍‌ଫୋନ୍‌ କିମ୍ବା ଇୟରଫୋନ୍‌, ଇୟରବୋଟ ଭଳି ଅନେକ ଗ୍ୟଜେଟ୍‌ ଆସୁଛି । ସେଥିପାଇଁ ଲୋକମାନେ କନ୍‌ଫିୟୁଜ ହୋଇଯାଇଥାନ୍ତି ଯେ ଏଥିରୁ କଣ ଟା ଭଲ ହେବ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏହି ସବୁ ଗ୍ୟଜେଟ୍‌ ମଧ୍ୟରୁ ଆପଣଙ୍କ ପାଇଁ କେଉଁଟା ଭଲ ରହିବା ।

ବର୍ତ୍ତମାନ ସମୟରେ ଅଡିଓ ଶୁଣିବା ପାଇଁ ହେଡ୍‌ଫୋନ୍‌ କିମ୍ବା ଇୟରଫୋନ୍‌ ବ୍ୟବହାର କରୁଛନ୍ତି ଲୋକେ । ଇୟରଫୋନ୍‌ ଓ ହେଡ୍‌ଫୋନରୁ ବହୁତ ପ୍ରକାରର ଲାଭ ମିଳିଥାଏ । କାହିଁକିନା ଏହାଦ୍ୱାରା ଲୋକମାନଙ୍କୁ ପ୍ରାଇଭେସି ମଧ୍ୟ ମିଳିଯାଏ । ଯାହଦ୍ୱାରା ଆମେ ଆମ ଫୋନରେ କିଛି ବି ଶୁଣୁଥାଉ ତାକୁ ଆଉ ଅନ୍ୟ କେହି ଜଣେ ଶୁଣିପାରନ୍ତି ନାହିଁ । ତେବେ ଇୟରଫୋନର ବ୍ୟବହାର ଗୀତ ଶୁଣିବା, କଲରେ କଥା ହେବା ଭିଡିଓ ଦେଖିବା ଭଳି ଅନେକ କମରେ ଆସିଥାଏ । ଅଡିଓ ହେଉ କିମ୍ବା ଭିଡିଓ କିଛି ବି ଶୁଣିବା ପାଇଁ ହେଡ୍‌ଫୋନ୍‌ କିମ୍ବା ଇୟରଫୋନ୍‌, ଇୟରବଡ୍‌ ଭଳି ଅନେକ ଗ୍ୟାଜେଟ୍‌ ଆସୁଛି । ସେଥିପାଇଁ ଲୋକମାନେ କନ୍‌ଫିୟୁଜ ହୋଇଯାଇଥାନ୍ତି ଯେ ଏଥିରୁ କଣ ଟା ଭଲ ହେବ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏହି ସବୁ ଗ୍ୟାଜେଟ୍‌ ମଧ୍ୟରୁ ଆପଣଙ୍କ ପାଇଁ କେଉଁଟା ଭଲ ରହିବ ।

ଇୟରଫୋନ୍‌ :

ତେବେ ଯଦି ଇୟରଫୋନ୍‌ କଥା କହିବା ତାହେଲେ ଏହାକୁ କାନରେ ଅଳ୍ପ ଭିତରକୁ ପିନ୍ଧିବା ପାଇଁ ପଡିଥାଏ, ହେଲେ ମଧ୍ୟ ଏହା କାନକୁ ପୂରା କଭର କରିପାରେ ନାହିଁ । ଏହାର ସାଇଜ୍‌ ଛୋଟ ହୋଇଥାଏ । ଓଜନ ମଧ୍ୟ କମ ହୋଇଥାଏ । ବାହାରକୁ ଯିବା ସମୟରେ ନେବା ପାଇଁ ସହଜ ହୋଇଥାଏ । ଇୟରଫୋନର ସିଲକନରେ ରବର ରହିଥାଏ, ଯାହା କାନକୁ ଆରମ ପ୍ରଦାନ କରିଥାଏ ।

ହେଡ୍‌ଫୋନ୍‌ :

ଯଦି ଆମେ ହେଡ୍‌ଫୋନ୍‌ କଥା କହିବା ତାହେଲେ ଏହାର ଦୁଇଟି ପ୍ସିକର ଆସିବ ଓ ଗୋଟିଏ ମାଇକ୍‌ ଆସିବ । ହେଡ୍‌ଫୋନ୍‌ ସାଇଜରେ ବଡ ହୋଇଥାଏ । ଏହାର ଦୁଇ ସାଇଟରେ ଥିବା ତୁଳା ଯୋଗୁ ଏହାକୁ ପିନ୍ଧିଲେ ବହୁତ ଆରମ ମିଳିଥାଏ । ଗୋଲ ଭଳି ଫାଇବର ବେଲ୍ଟକୁ ଏକ ହେଡବ୍ୟାଣ୍ଡ କୁହାଯାଏ ଯାହା ତାର ଉପରେ ଆସଥାଏ ।

ଇୟରଫୋନ୍‌ ଓ ହେଡଫୋନ୍‌ ଦୁଇଟା ଜିନିଷ ଲାଭ କାରୀ ହୋଇଥାଏ । ଯଦି ଆପଣ ଏହାକୁ କିଣିବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରଥମେ ନିଜେ ଭଲ ଭାବେ ଚିନ୍ତା କରନ୍ତୁ ଯେ କଣ ଆପଣଙ୍କ ପାଇଁ ଭଲ ହେବ । ହେଡଫୋନ୍‌ କିମ୍ବା ଇୟରଫୋନ୍‌ ଦୁଇଟା ଭଲ ସାଉଣ୍ଡ ପ୍ରଦାନ କରିଥାଏ । ହେଲେ ଏହାର ଡିଜାଇନ୍‌ କିଛିଟା ସାଉଣ୍ଡକୁ ପ୍ରଭାବିତ କରିପାରେ । ଉଦାହାରଣ ସ୍ୱରୂପ ହେଡଫୋନରେ ଅଧିକ ଶକ୍ତିଶାଳୀ ଡ୍ରାଇଭର ରହିଥାଏ । ଯାହା ଅଧିକ ବେସ୍‌ ଦେଇଥାଏ । ଭିନ୍ନ ଭିନ୍ନ ମଡେଲର ଭିନ୍ନ ଭିନ୍ନ ସାଇଣ୍ଡ ହୋଇଥାଏ ।

ଯଦି ଆପଣ ଇୟରଫୋନ୍‌ର ବ୍ୟବହାର ଅଧିକ କରୁଛନ୍ତି, ତାହେଲେ ଆପଣଙ୍କୁ ଛୋଟ ଓ ହାଲକା ଇୟରଫୋନ୍‌ କିଣିବା ଉଚିତ୍‌ । ଯଦି ଆପଣ ଅତ୍ୟଧିକ ଟ୍ରାଭେଲ କରନ୍ତି, ତାହେଲେ ଆପଣଙ୍କୁ ହେଡ୍‌ଫୋନ୍‌ ଓ ଇୟରଫୋନ୍‌ ଦୁଇଟା ଜିନିଷ ବ୍ୟବହାର କରିବା ଉଚିତ୍‌ । ହେଲେ ରାସ୍ତାରେ ଚାଲିବା ସମୟରେ ହେଡ୍‌ଫୋନ୍‌ ଅପେକ୍ଷା ଇୟରଫୋନ୍‌ ଅଧିକ ଭଲ ହୋଇଥାଏ ।

ଏହି ଦୁଇଟି ଜିନିଷର ଅଡିଓ କୋଲିଟି ଓ ଅନ୍ୟ କିଛି ଖାସ୍‌ କଥା ଭିନ୍ନ ଭିନ୍ନ କମ୍ପାନି ହୋଇଥାଏ । ଇୟରଫୋନ୍‌ ଓ ହେଡ୍‌ଫୋନ୍‌ ବହୁତ ସାରା କାମ କରିବା ସମୟରେ ବ୍ୟବହାର କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.