Browsing Tag

headphone

ଆମାଜନରୁ ଅର୍ଡର କରି ଠକାମୀର ଶିକାର ହେଲେ ଛାତ୍ର, ହେଡଫୋନ ବଦଳରେ ଆସିଲା ଟୁଥପେଷ୍ଟ

ଆମାଜନରୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଜିନିଷ ଲୋକମାନେ ଅର୍ଡର କରନ୍ତି । ଜିନିଷର ଦାମ ମଧ୍ୟ ବହୁତ ଅଧିକ ରହିଥାଏ । ଅନେକ ସମୟରେ ଲୋକମାନେ ଯାହା ଅର୍ଡର କରନ୍ତି ସେହି ଜିନିଷ ପରିବର୍ତ୍ତେ ଅନ୍ୟ ଜିନିଷ ଆସିଥାଏ । ତେବେ ଜଣେ ବ୍ୟକ୍ତିଙ୍କ ସହ ସମାନ ଭାବେ ଏକ ଘଟଣା ଘଟିଛି । ଜଣେ ଛାତ୍ର ନିଜ…

ଏବେ Earbuds ଏବଂ Headphone ରୁ ଜଣାପଡିବ ହାର୍ଟ ରେଟ୍‌, ଗୁଗଲ ଟେଷ୍ଟ କଲା ଏହି ଟେକ୍ନୋଲୋଜି

ୱାୟରଲେସ ଇୟରବଡ ଏବଂ ହେଡଫୋନର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମିଟିଂ, ମେଟ୍ରୋ, ବସ୍ ସମେତ ଲୋକମାନେ ଏହି ଗ୍ୟାଜେଟଗୁଡ଼ିକୁ ସବୁ ସ୍ଥାନରେ ବ୍ୟବହାର କରୁଛନ୍ତି । ହିୟରେବଲ ଗ୍ୟାଜେଟଗୁଡିକର ବ୍ୟବହାରକୁ ଦୃଷ୍ଟିରେ ରଖି ଗୁଗଲ ଏକ ଟେକ୍ନୋଲୋଜି ଡେଭଲପ୍ କରିଛି ଯାହା…

ଜାଣନ୍ତୁ ଆପଣଙ୍କ ପାଇଁ ହେଡ୍‌ଫୋନ୍‌ ଓ ଇୟରଫୋନ୍‌ ମଧ୍ୟରେ କେଉଁଟା ଭଲ ରହିବ ?

ବର୍ତ୍ତମାନ ସମୟରେ ଅଡିଓ ଶୁଣିବା ପାଇଁ ହେଡ୍‌ଫୋନ୍‌ କିମ୍ବା ଇୟରଫୋନ୍‌ ବ୍ୟବହାର କରୁଛନ୍ତି ଲୋକେ । ଇୟରଫୋନ୍‌ ଓ ହେଡ୍‌ଫୋନରୁ ବହୁତ ପ୍ରକାରର ଲାଭ ମିଳିଥାଏ । କାହିଁକିନା ଏହାଦ୍ୱାରା ଲୋକମାନଙ୍କୁ ପ୍ରାଇଭେସି ମଧ୍ୟ ମିଳିଯାଏ । ଯାହଦ୍ୱାରା ଆମେ ଆମ ଫୋନରେ କିଛି ବି ଶୁଣୁଥାଉ ତାକୁ ଆଉ ଅନ୍ୟ…

ଅଧିକ ହେଡ୍‌ଫୋନ ବ୍ୟବହାର କରୁଥିଲେ ସାବଧାନ, ହରାଇ ପାରନ୍ତି ଶ୍ରବଣ ଶକ୍ତି

ବର୍ତ୍ତମାନ ବିଭିନ୍ନ ପ୍ରକାରର ନୂଆ ନୂଆ ରୋଗ ସାମ୍ନାକୁ ଆସୁଛି। ଯାହାକି ଲୋକଙ୍କ ଜୀବନଶୈଳୀ ପାଇଁ ହିଁ ସୃଷ୍ଟି ହେଉଛି। ଯେମିତିକି ବର୍ତ୍ତମାନ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୧୦୦ କୋଟି ଯୁବକ ଶ୍ରବଣ ଶକ୍ତି ହରାଇବାକୁ ଯାଉଛନ୍ତି। କାରଣ ଆଧୁନିକ ଯୁଗରେ ଯେତେ ଅଧିକ ଆଧୁନିକ ଉପକରଣର ବ୍ୟବହାର…

ପେନ୍‌କିଲର ବଟିକା ବଦଳରେ ଭୁଲରେ ଇୟରଫୋନ୍‌ ଗିଳିଦେଲେ ମହିଳା, ପରେ ପେଟରେ ବାଜିଲା ଗୀତ

ବର୍ତ୍ତମାନ ଦୁନିଆରେ ଏମିତି ଅନେକ ଅଜବ ଘଟଣା ଘଟୁଛି, ଯାହା ଆମ ଭାବନା ବାହାରେ। ସୋସିଆଲ ମିଡିଆ ଯୋଗୁ ଏସବୁ ଘଟଣା ସାମ୍ନାକୁ ଆସୁଛି। କେତେବେଳେ କିଏ ମୋବାଇଲ ଗିଳି ଦେଉଛି ତ କେତେବେଳେ କାହା ପେଟରୁ ଇୟରଫୋନ୍‌ ବାହାରୁଛି। ତେବେ ବର୍ତ୍ତମାନ ପୁଣିଥରେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା…

କାନ ପାଇଁ ମିଠା ଜହର ହେଉଛି ହେଡଫୋନ୍‌, ପ୍ରତିଦିନ ଏହି ସମସ୍ଯା ନେଇ ୧୦ ଲୋକ ଯାଉଛନ୍ତି ହସ୍‌ପିଟାଲ

ହେଡ୍‌ଫୋନ୍‌ର ବ୍ଯବହାର ଆପଣ ନିଶ୍ଚିତ ଭାବେ କରୁଥିବେ। ଛୋଟ ପିଲା ହୁଅନ୍ତୁ ଅବା ବଡ, ପ୍ରାୟତଃ ସମସ୍ତେ ହେଡ୍‌ଫୋନ୍‌ ବ୍ଯବହାର କରୁଛନ୍ତି। ୱାକମେନଙ୍କ ଯୁଗରୁ ହେଡ୍‌ଫୋନ୍‌ର ବ୍ଯବହାର ହେଉଛି। କିନ୍ତୁ ସବୁବେଳେ ଏହାକୁ କମ୍ ବ୍ଯବହାର କରିବା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି। ଅଧିକ ସମୟ…