ଏହି ଫେଷ୍ଟିଭ୍‌ ସିଜନ୍‌ରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ Gionee ଭାରତରେ ଲଞ୍ଚ୍‌ କଲା ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌

ଚୀନ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ Gionee ଭାରତରେ F8 Neo ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି। ଏହି ମୋବାଇଲକୁ ଭାରତୀୟ ବଜାରରେ ୫୪୯୯ ଟଙ୍କାରେ ପ୍ରବେଶ କରାଯାଇଛି। ଗ୍ରାହକ ଏହାକୁ ବ୍ଲୁ, ବ୍ଲାକ୍‌ ଓ ରେଡ କଲର ଭ୍ୟାରିଏଣ୍ଟରେ କିଣିପାରିବେ।

ସୂଚନାଯୋଗ୍ୟ ଯେ ଜିଓନି ଭି୨ଭି ଇ-କମର୍ସ ପ୍ଲାଟଫର୍ମ ଉଡ଼ାନ ସହ ପାର୍ଟନରସିପ୍‌ କରି ଏହି ସ୍ମାର୍ଟଫୋନ୍‌କୁ ଭାରତରେ ଲଞ୍ଚ୍‌ କରିଛି। ଗ୍ରାହକ ଅନ୍‌ଲାଇନ୍‌ ସପିଂ ୱେବ୍‌ସାଇଟ୍‌ ଉଡ଼ାନ ସମେତ ଜିଓନିର ରିଟେଲ ସପ୍‌ ଜରିଆରେ ମଧ୍ୟ ଏହି ଫୋନ୍‌ କିଣିପାରିବେ।

gionee2

Gionee F8 Neo ର ସ୍ପେସିଫିକେସନ୍‌:

ଡିସ୍‌ପ୍ଲେ-୫.୪୫ ଇଞ୍ଚ୍‌ର ଏଲ୍‌ସିଡି

ପ୍ରୋସେସର-ଅକ୍ଟା କୋର

ରାମ୍‌- ୨ ଜିବି

ଇଣ୍ଟରନାଲ ଷ୍ଟୋରେଜ୍‌-୩୨ ଜିବି

ଖାସ୍‌ ଫିଚର- ଫେସ୍‌ ଅନ୍‌ଲକ

ରିୟର କ୍ୟାମେରା- ୮ ଏମ୍‌ପି

ଫ୍ରଣ୍ଟ କ୍ୟାମେରା- ୫ ଏମ୍‌ପି

ବ୍ୟାଟେରୀ-୩୦୦୦mAh

କ୍ୟାମେରା ଫିଚର୍ସ- ସ୍ଲୋ ମୋସନ୍‌, ପାନୋରମା, ନାଇଟ୍‌ ମୋଡ୍‌, ଟାଇମ୍‌ ଲାପ୍ସ, କ୍ୟୁଆର କୋଡ୍‌ ଓ ଫେସ୍‌ ବ୍ୟୁଟି ସମେତ ଅନ୍ୟ ଫିଚର୍ସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.