ସ୍ମାର୍ଟଫୋନର ଷ୍ଟୋରେଜ୍ ଫୁଲ୍ ହୋଇଯାଇଥିଲେ ଏହି ଟିପସ ଫଲୋ କରି ବଢ଼ାନ୍ତୁ ସ୍ପେସ୍

ପ୍ରାୟତଃ ଲୋକମାନଙ୍କୁ ସ୍ମାର୍ଟଫୋନରେ ଷ୍ଟୋରେଜ ସମସ୍ୟା ହୋଇଥାଏ। ବେଳେବେଳେ ଫଟୋ ଉଠେଇବା ବେଳେ ମେମୋରୀ ଫୁଲ ଅଛି ବୋଲି ବି ନୋଟିଫିକେସନ ଆସେ। ମେମୋରୀ ନଥିବାରୁ କିଛି ଡାଉନଲୋଡ ବି ହୁଏନାହିଁ। ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଏସବୁ ଟିପସ ଫଲୋ କରନ୍ତୁ…

  • ଫୋନର Cache କ୍ଲିୟର କରନ୍ତୁ।
  • ଇମେଲ୍ ସହ ଆସୁଥିବା Attach fileକୁ ଡିଲିଟ୍ କରନ୍ତୁ।
  • ଫୋନରେ ଥିବା ଫଟୋ ଓ ଭିଡିଓକୁ କମ୍ପ୍ୟୁଟରକୁ ଟ୍ରାନ୍ସଫର କରିଦିଅନ୍ତୁ।
  • Gallery ରେ ଥିବା ଅନାବଶ୍ୟକ ଫଟୋକୁ ଡିଲିଟ୍ କରନ୍ତୁ।
  • iphone ୟୁଜର ନିଜ ଫୋନର ସ୍ପେସ ବଢ଼ାଇବା ଲାଗି ସେଟିଂକୁ ଯାଆନ୍ତୁ। ଏବେ ଷ୍ଟୋରେଜ ଓ ଆଇକ୍ଲାଉଡ ଉପରେ କ୍ଲିକ କରନ୍ତୁ। ଏହାପରେ ମେନ ଷ୍ଟୋରେଜକୁ ଯାଇ ଅଦରକାରୀ ଫାଇଲ ଡିଲିଟ୍ କରିଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.