ମାତ୍ର ୧୯ ଟଙ୍କା ରିଚାର୍ଜ କରି ହୁଅନ୍ତୁ ଅନଲିମିଟେଡ୍ କଥା ଏବଂ ପାଆନ୍ତୁ ବଢିଆ ଡାଟା

ରିଚାର୍ଜ କରିବା ପାଇଁ ଅଧିକାଂଶ ଲୋକ ଶସ୍ତା ଏବଂ ଅଧିକ ବେନିଫିଟ୍ ଥିବା ପ୍ଲାନର ଖୋଜରେ ଥାଆନ୍ତି। ଯଦି ଆପଣ ମଧ୍ୟ ଏମିତି ପ୍ଲାନ ଖୋଜୁଛନ୍ତି ତାହେଲେ ବର୍ତ୍ତମାନର ସମୟରେ ଟେଲିକମ୍ କମ୍ପାନୀଙ୍କ ମଧ୍ୟରେ ଚାଲୁଥିବା ଶସ୍ତା ପ୍ଲାନ ମଧ୍ୟରେ ଏହାର ସୁବିଧା ଆପଣ ପାଇପାରିବେ। କାହିଁକିନା କମ୍ପାନୀ ଗ୍ରାହକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଗୋଟିଏ ରୁ ଅଧିକ ଶସ୍ତା ପ୍ଲାନ ଆଣୁଛନ୍ତି।

ଆମେ ତ କହିବୁ ରିଚାର୍ଜ ପ୍ଲାନ ଲିଷ୍ଟରେ କୋଟିଏ ଟଙ୍କାର ପ୍ଲାନ ମଧ୍ୟ ସାମିଲ ଅଛି, ଯାହାକୁ ରିଚାର୍ଜ କରିଇ ଆପଣ ଫ୍ରି କଲିଙ୍ଗର ସୁବିଧା ପାଇପାରିବେ। ଆଜ୍ଞା ହଁ, ଏୟାରଟେଲ ରିଚାର୍ଜ ଲିଷ୍ଟରେ ୧୯ ଟଙ୍କାର ଶସ୍ତା ପ୍ଲାନ ମଧ୍ୟ ଅଫର କରୁଛି। ଏହି ପ୍ଲାନକୁ ଗ୍ରାହକ ନିଜ ସୁବିଧା ଅନୁଯାୟୀ ରିଚାର୍ଜ କରାଇପାରିବେ।

ତାହେଲେ ଆଜି ଆମେ ଆପଣଙ୍କୁ ଏୟାରଟେଲର ସବୁଠୁ ଶସ୍ତା ପ୍ଲାନ ବିଷୟରେ କହିବୁ ଯେଉଁଥିରେ ଫ୍ରି କଲିଙ୍ଗ ଭଳି ଫାଇଦା ମିଳିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୧୯ ଟଙ୍କିଆ ଏହି ପ୍ଲାନରେ କଣ ରହିଛି ଅଧିକ ବେନିଫିଟ୍ସ।

ଏୟାରଟେଲର ୧୯ ଟଙ୍କିଆ ରିଚାର୍ଜ ପ୍ଲାନ୍‌

ଏୟାରଟେଲ ନିଜର ଏହି ପ୍ଲାନକୁ ‘Truly Unlimited’ କ୍ୟାଟେଗରୀ ନାମ ରଖିଛି। ଅର୍ଥାତ ଏଥିରେ ଅନଲିମିଟେଡ୍ କଲିଙ୍ଗ ମିଳିଥାଏ। ଏହି ପ୍ଲାନର ଖାସିୟତ୍ ହେଉଛି ଏଥିରେ ଅନଲିମିଟେଡ କଲ୍ ଭଳି ଫାଇଦା ରହିଛି।

ଏହି ପ୍ଲାନର ବୈଧତା ୨ ଦିନର ଅଟେ। ଏୟାରଟେଲର ଗ୍ରାହକ ମାତ୍ର ୧୯ ଟଙ୍କା ରିଚାର୍ଜ କରାଇ ଦୁଇ ଦିନ ପର୍ଯ୍ୟନ୍ତ ମାଗଣାରେ କଥା ହୋଇପାରିବେ। ଅନ୍ୟପଟେ ଇଣ୍ଟରନେଟ୍ ଡାଟା ବିଷୟରେ କହିବା ତ ଗ୍ରାହକଙ୍କୁ ଏଥିରେ ୨୦୦MB ଡାଟା ମିଳିବ। ଏହି ପ୍ଲାନରେ ଫ୍ରି SMS ସୁବିଧା କିନ୍ତୁ ଆପଣ ପାଇପାରିବେନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.