Lockdown : ଘରେ ବସି ପଢିବା ପାଇଁ ୟୁଜିସି ଜାରି କରିଛି ଅନଲାଇନ ଲିଙ୍କ, ଏଠାରେ ଦେଖନ୍ତୁ ଆଉ ଫାଇଦା ଉଠାନ୍ତୁ

ଦେଶରେ ଲକଡାଉନ ଲାଗୁ ହେବା କାରଣରୁ ଅନେକ ସ୍କୁଲ, କଲେଜ,ବିଶ୍ଵବିଦ୍ୟାଳୟ ବନ୍ଦ ରହିଛି। ଏମିତିରେ ଛାତ୍ରଛାତ୍ରୀଙ୍କର ପଢ଼ାରେ କୌଣସି କ୍ଷତି ନ ପହଂଚିବା ପାଇଁ କିଛି ଶିକ୍ଷା ସଂସ୍ଥାନ ଅନଲାଇନ ପାଠ ପଢା ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (UGC) ଘରେ ବସି ପାଠ ପଢା କରିବା ପାଇଁ ଅନଲାଇନ ଲିଙ୍କ ଜାରି କରିଛନ୍ତି। ନଅଟି ଅଲଗା ଅଲଗା ଲିଙ୍କ ଜରୀଆରେ ଆପଣ ଘରେ ବସି ପାଠ ପଢା ଜାରି ରଖିପାରିବେ।

ଏହି ଲିଙ୍କ ଦ୍ୱାରା କରିପାରିବେ ପାଠପଢ଼ା

ସ୍ୱୟଂ ଅନଲାଇନ କୋର୍ସ –  www.swayam.gov.in
ଇ -ପିଜି ପଠାଶାଳା – https://epgp.inflibnet.ac.in/
ଇ – କଣ୍ଟେଟ ଫୋର୍ସଓୟାର ଫର ନ୍ୟୁଜ – http://cec.nic.in/cec/
ସ୍ୱୟଂପ୍ରଭା – https://swayamprabha.gov.in/
ବିଦ୍ୱାନ – https://vidwan.inflibnet.ac.in/
ସିଇସି – ୟୁଜିସି, ୟୁଟ୍ୟୁବ ଚ୍ୟାନେଲ – https://www.youtube.com/user/cecedusat
ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ – https://ndl.iitkgp.ac.in/
ଶୋଧଗଙ୍ଗା – https://shodhganga.inflibnet.ac.in/
ଇ – ଶୋଧ ସିନ୍ଧୁ – https://ess.inflibnet.ac.in/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.