ଚାରି ଧାମରେ କରିପାରିବେ ନାହିଁ ରିଲ୍ସ ଓ ଭିଡିଓ, ମେ’ ୩୧ ଯାଏଁ VIP ଦର୍ଶନ ବନ୍ଦ
ଉତ୍ତରାଖଣ୍ଡର ଚାରି ଧାମରେ ଆଉ କେହି ଭିଡିଓଗ୍ରାଫି ଏବଂ ରିଲ୍ସ କରିପାରିବେ ନାହିଁ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଚାରି ଧାମ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀର ମନ୍ଦିର ପରିସରଠାରୁ ୫୦ ମିଟର ମଧ୍ୟରେ ସୋସିଆଲ ମିଡିଆ ପାଇଁ ରିଲ୍ସ କିମ୍ବା ଭିଡିଓଗ୍ରାଫି କରିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି ।
ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁଡ଼ି ଗୁରୁବାର ଏହି…
Read More...