ରଶି ଧରି ନଦୀକୁ ଡେଉଁଥିଲେ ଯୁବତୀ, କିନ୍ତୁ ହଠାତ ରଶି ଛିଡିଗଲା ଆଉ ତାପରେ ଅବସ୍ଥା କି ସାଙ୍ଘାତିକ ହେଲା ଦେଖନ୍ତୁ ଭିଡିଓ

ଇନଷ୍ଟାଗ୍ରାମରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓ ଦେଖିବା ପରେ ଆପଣ ବି କହିବେ ‘କଣ କଲା ସେ’। ଏହି ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଦୁଇ ଜଣ ଯୁବତୀ ଛିଡା ହୋଇଛନ୍ତି। ତାଙ୍କ ଭିତରୁ ଜଣେ ଯୁବତୀ ରସିରେ ଓହଳି ହୋଇ ନଦୀରେ ପଡି ଯାଉଛନ୍ତି।

ଏହି ଭିଡିଓ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇ ଜଣ ଯୁବତୀ ଏକ ଷ୍ଟୁଲ ଉପରେ ଛିଡା ହୋଇଛନ୍ତି ଏବଂ ଗଛ ଉପରେ ଏକ ବାଡି ବାନ୍ଧି ଦେଇଛନ୍ତି, ଯାହା ସାହାଯ୍ୟରେ ସେମାନେ ଓହଳି ନଦୀକୁ ଡେଇଁବେ। କିନ୍ତୁ ପୋଖରୀକୁ ଡେଇଁବା ବେଳେ ଜଣେ ଯୁବତୀଙ୍କ ସହିତ ଘଟିଗଲା ଅଘଟଣ।


ଯୁବତୀ ଜଣଙ୍କ ବାଡି ସାହାଯ୍ୟରେ ନଦୀ ଆଡକୁ ଯାଉଥିଲେ ଠିକ୍ ଏତିକିବେଳେ ଯୁବତୀଙ୍କ ହାତରୁ ବାଡି ସ୍ଲିପ ହୋଇଗଲା। ବାଡିରେ ବନ୍ଧା ହୋଇଥିବା ରସିରେ ତାଙ୍କ ପାଦ ଛନ୍ଦି ହୋଇଗଲା ଏବଂ ବହୁତ ଭୟଙ୍କର ଅବସ୍ଥାରେ ପାଣିରେ ଯାଇ ପଡିଲେ।

ଏହି ଭିଡିଓକୁ ସେୟାର କରିବା ମାତ୍ରକେ ହିଁ ଏହାକୁ ୨.୫ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି ଏବଂ ୭୦୦ରୁ ଅଧିକ କମେଣ୍ଟ ମଧ୍ୟ ଦେଉଛନ୍ତି। ବହୁତ ଲୋକ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ଯୁବତୀ ଜଣଙ୍କ କେଉଁ ନଦୀରେ ପଡିଗଲେ।

Leave A Reply

Your email address will not be published.