ମୟୂରଭଞ୍ଜ ବେଲଡୁଙ୍ଗୁରି ଗାଁରେ ଅଭାବନୀୟ ଘଟଣା, ୫ ବର୍ଷର ପୁଅକୁ କଚାଡି ମାରିଦେଲା ବାପା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ବେଲଡୁଙ୍ଗୁରି ଗାଁରେ ୫ ବର୍ଷର ପୁଅକୁ କଚାଡି ମାରିଲା ବାପା । ଗତକାଲି ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଏଥିରେ ରାଗିଯାଇ ବାପା ଚେପ ଦେହୁରୀ ନିଜର ହିତାହିତ ଜ୍ଞାନ ହରାଇ ବସିଲା । ଯାହାପରେ ନିଜ ପୁଅକୁ କଚାଡି ମାରିଦେଇଥିଲା । ଏହି ଘଟଣାପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.