କଟକର ଏକ ଘରୋଇ ନର୍ସିଂହୋମ୍‌ରେ ରୋଗୀ ମୃତ୍ୟୁକୁ ଉତ୍ତେଜନା, ଚିକିତ୍ସାରେ ଅବେହେଳା ଅଭିଯୋଗ

କଟକ(କେନ୍ଯୁଜ୍) : ରୋଗୀ ମୃତ୍ୟୁକୁ ଉତ୍ତେଜନା। କଟକର ଏକ ଘରୋଇ ନର୍ସିଂହୋମ୍‌ରେ ରୋଗ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ରୋଗୀଙ୍କ ସମ୍ପର୍କୀୟମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଚିକିତ୍ସାରେ ଅବେହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ଉତ୍ତେଜନାକୁ ଦେଖି ନର୍ସିଂହୋମ୍‌ ପରିସରରେ ପୋଲିସ ମୁତୟନ କରାଯାଇଛି।

 

 

Leave A Reply

Your email address will not be published.