ଘଟଗାଁ(କେନ୍ୟୁଜ୍) : ଆଙ୍କର-କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ଥ୍ରେସର ମେସିନ ତଳେ ଚାପି ହୋଇ ବାପ ମୃତ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଥ୍ରେସର ମେସିନକୁ ଟ୍ରାକ୍ଟର ଯୋଗେ ନିଆଯାଉଥିବା ବେଳେ ମେସିନ ଟି ଓଲଟି ପଡିବାରୁ ବାପ ପୁଅ ଚାପି ହୋଇଯାଇଥିଲେ।
ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ରଙ୍ଗମାଟିଆ ଗ୍ରାମର ଦୁର୍ଗା ମୁର୍ମୁ ଓ ୮ବର୍ଷ ର ପୁଅ ମହେଶ୍ୱର ମୁର୍ମୁ । ଖବର ପାଇ ଦୈତାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି।