ନୂଆଦିଲ୍ଲୀ : କେନ୍ଦ୍ରର କରୋନା ଚିନ୍ତା । କରୋନା ସତର୍କତା ନେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସେ ଚିଠି ଉଲ୍ଲେଖ କରିଛନ୍ତି, ଏବେ ବି ବିଶ୍ୱରେ ସପ୍ତାହକୁ ୩୫ ଲକ୍ଷ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୫ଟି ଦେଶ ଜାପାନ, ଆମେରିକା, କୋରିଆ, ବ୍ରାଜିଲ୍ ଓ ଚୀନରେ କୋଭିଡର ଚତୁର୍ଥ ଲହର ଚାଲିଛି । ନୂଆ ଭାରିଆଣ୍ଟ ଚିହ୍ନଟ ପାଇଁ ଜିନୋମ୍ ସ୍ୱିକେନ୍ସିଂ ବୃଦ୍ଧି ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।
ln view of sudden spurt of cases being witnessed in Japan,USA,Korea,Brazil & China, it’s essential to gear up whole genome sequencing of positive case samples to track variants through Indian SARS-CoV-2 Genomics Consortium(INSACOG)network, writes Union Health Secy to States & UTs pic.twitter.com/k7rxW6Qoin
— ANI (@ANI) December 20, 2022