ଦୀପିକା ଓ ପ୍ରିୟଙ୍କାଙ୍କ ପରେ ଏବେ ବରୁଣ ଧାଓ୍ଵନଙ୍କ ପାଳି , ନଭେମ୍ବରରେ କରିବେ ବିବାହ

ଦୀପିକା ପାଦୁକୋନ୍‌ ଓ ପ୍ରିୟଙ୍କା ଚୌପ୍ରାଙ୍କ ପରେ ଏବେ ବଲିଉଡ ଅଭିନେତା ବରୁଣ ଧାଓ୍ଵନ୍‌ ବିବାହ କରିବା ନେଇ ଚର୍ଚ୍ଚା ହେଉଛି । ଅନେକ ଦିନ ହେବ ସେ ନତାଶା ଦଲାଲଙ୍କୁ ଡେଟ୍‌ କରୁଛନ୍ତି । ଶୁଣିବାକୁ ମିଳୁଛି ବରୁଣ ନଭେମ୍ବରରେ ବିବାହ କରିବେ । ଦୁହେଁ ବିବାହ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ନତାଶା ସପିଙ୍ଗ୍‌ ଆରମ୍ଭ କରିଦେଇଛନ୍ତି । ବିବାହର ସବୁ ଆରେଞ୍ଜମେଣ୍ଟ୍‌ ସେ ନିଜେ ବୁଝୁଛନ୍ତି । ପାର୍ଟି ହେଉ କି ଫଙ୍କସନ୍‌ ସବୁଠି ଏକାଠି ଦେଖିବାକୁ ମିଳନ୍ତି ବରୁଣ ଓ ନତାଶା । ସେମାନଙ୍କ ଫଟୋ ସବୁ ସୋସିଆଲ ମିଡିଆରେ ବି ଭାଇରାଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.