ପ୍ରଧାନମନ୍ତ୍ରୀଙ୍କ ଡୁପ୍ଲିକେଟ୍‌,ବିକୁଛନ୍ତି ଗୁପ୍‌ଚୁପ୍‌

ଅନେକ ସମୟରେ ଆପଣ ବଲିଉଡ ଷ୍ଟାର୍‌ ସଲ୍‌ମାନ ଶାହରୁଖ୍‌ , ଏବଂ ଅଜୟ ଦେବଗନ୍‌ଙ୍କ ଡୁପ୍ଲିକେଟ୍‌ ଥିବାର ଦେଖିଥିବେ । ଏହାସହ ରାଜନେତାଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତି ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଆପଣ ଯେଉଁ କଥା ସ୍ୱପ୍ନରେ କେବେ ଭାବି ନଥିବେ ଜାଣି ଆଶ୍ଚର୍ଯ୍ୟ ହେବେ । ଏଭଳି ଜଣେ…

ଚେହେରାରେ ଦ୍ରୁତ ଗତିରେ ବଢ଼ୁଛି କି କେଶ ! ଜାଣନ୍ତୁ ଏହା ପଛର କାରଣ କଣ ?

ଯୁବାବସ୍ଥାରେ, ପୁଅ କିମ୍ବା ଝିଅ ହେଉ ସମସ୍ତଙ୍କ ହରମୋନରେ ପରିବର୍ତ୍ତନ ଆସିଥାଏ । ଯୁବା ବୟସରେ, ପୁଅମାନଙ୍କର ଦାଢି ବଢ଼ିବା ଆରମ୍ଭ କରିଥାଏ । ସେହିପରି ଅନେକ ପରିବର୍ତ୍ତନ ଝିଅମାନଙ୍କ ଶରୀରରେ ମଧ୍ୟ ଦେଖାଯାଏ । ଝିଅ ଅମାନଙ୍କ ମୁହଁରେ ହାଲୁକା କେଶ ରହିବା ସାଧାରଣ କଥା, କିନ୍ତୁ ବେଳେବେଳେ…

କୋଭିଡ୍‌-୧୯ ସମୟରେ କୋଭିସିଲ୍ଡ ନେଇ ଭୟଭୀତ କି ?

ଆପଣ କୋଭିସିଲ୍ଡ ନେଇଛନ୍ତି କି ? କୋଭିଡ ମହାମାରୀ ସମୟରେ ଏହା ଥିଲା ଏକ ପ୍ରକାର ରାମବାଣ । ମହାମାରୀ ଚାଲିଥିବା ବେଳେ ବଞ୍ଚିବାର ଏକମାତ୍ର ସାହା ଭରସା ଥିଲା ଏହି ଭ୍ୟାକ୍ସିନ୍‌ । ଯେଉଁ ଭ୍ୟାକ୍ସିନ୍‌କୁ ନେଇ ଆଜି ଆସିଛି ଗୁରୁତ୍ୱପୂର୍ଣ୍ଣ କଥା । ଯାହା ଆପଣ ଜାଣିବା ନିହାତି ଦରକାର । କାରଣ…

ଏ ଗରମ ଗୁଳୁଗୁଳିରେ ଫ୍ରିଜ୍‌ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ବିପଦ ଜାଣନ୍ତୁ….

ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ତାତି । ଆକାଶରୁ ପଡ଼ୁଛି ଅଗ୍ନି ପିଣ୍ଡୁଳା । ଏହି ଡହ ଡହ ଖରାରେ ଶୁଖିଯାଉଛି ତଣ୍ଟି । ଏହାରି ଲୋକମାନେ ଥଣ୍ଡା ପାନୀୟ ପଇବାକୁ ଅଧିକ ପସନ୍ଦ କରିଥାଆନ୍ତି । କିଛି ଲୋକ ଫ୍ରିଜରୁ ଥଣ୍ଡା ପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ଜ୍ୱଳନ୍ତ ସୂର୍ଯ୍ୟରୁ ଘରକୁ…

ଗୋଟିଏ ଛାତ ତଳେ ରୁହନ୍ତି ସମସ୍ତ ଲୋକ, ଛାତ ତଳେ ରହିଛି ସବୁକିଛି

ଏମିତି ଏକ ସହର ଯେଉଁଠାରେ ସମସ୍ତ ଲୋକ ଗୋଟିଏ ଛାତ ତଳେ ବାସ କରନ୍ତି । ଏହି ଛାତ ତଳେ ରହିଛି ବିଦ୍ୟାଳୟ ଚର୍ଚ୍ଚ ସବୁକିଛି । କିନ୍ତୁ ଏଠାରେ ପହଞ୍ଚିବା ସହଜ ନୁହେଁ । ଭୂମି ତଳେ ଅବସ୍ଥିତ ସହରଗୁଡ଼ିକ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ସହର ବିଷୟରେ…

ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ମନ୍ଦିରର ଉନ୍ନତି ପାଇଁ କଲେ ଆଲୋଚନା

ବୌଦ୍ଧ (କେନ୍ୟୁଜ୍‌): ବୌଦ୍ଧ ଗସ୍ତରେ ଯାଇ ରଘୁନାଥ ମନ୍ଦିରରେ ଦର୍ଶନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ବୌଦ୍ଧ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତଙ୍କ ସହ ରଘୁନାଥ ମନ୍ଦିର ଯାଇ ପ୍ରଭୁ ରଘୁନାଥଙ୍କ ପୂଜାର୍ଚ୍ଚନା କରିବା ସହ ପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ। ପରେ ମା…

ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ, ମାରଣାସ୍ତ୍ର ଧରି କଲେ ଆକ୍ରମଣ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ । ଆଜି ସଂଧ୍ୟା ୫ଟା ରେ ୨ ଜଣ ଯୁବକ ମାରଣାସ୍ତ୍ର ସହ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଧସେଇ ପସିଥିଲେ । ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ମାଡ଼ ମାରିବା ସହ ବ୍ୟାପକ ଭଙ୍ଗରୁଜା କରିଛନ୍ତି । ଅଫିସ ଆସବାବପତ୍ର,…

ଦୀର୍ଘ ୪୦ ବର୍ଷ ହେଲା ବଞ୍ଚାଇ ରଖିଛି ବମ୍ବେ ଚକୋଲେଟ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ଗାଁ ଦାଣ୍ଡରେ ଯେତେବେଳେ ଘଣ୍ଟି ବାଜେ ଜଣା ପଡେ ବୋଧହୁଏ କୌଣସି ବିକାଳି ଆସିଛି l ଆମେ ଆମ ଛୁଆ ବେଳ ସମୟର କଥା କହିବା l ସେତେବେଳେ ପ୍ରାୟ ଅନେକ ବିକାଳି ଯାହା ଜିନିଷ ବିକ୍ରି କରିବାକୁ ଆଣନ୍ତି ଗାଁ ଦାଣ୍ଡକୁ ପ୍ରାୟ ଘଣ୍ଟି ବଜାନ୍ତି l ସେହି ଘଣ୍ଟି ଶବ୍ଦକୁ ଛୁଆ…

ମୋହନା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ, ପ୍ରବଳ ବର୍ଷା, ପବନ ସହ ବଜ୍ରପାତ

ଗଜପତି (କେନ୍ୟୁଜ୍‌): ଗଜପତି ଜ଼ିଲ୍ଲା ମୋହନା ଏବଂ ଏହାର ଆଖପାଖ ଅଞ୍ଚଳରେ ଅପରାହ୍ନରେ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା, ପବନ ସହ ବଜ୍ରପାତ ହୋଇଛି l ଫଳରେ ଚନ୍ଦ୍ରଗିରି,ଅଡବା, ମୋହନା ସମେତ ଏହାର ଆଖପାଖ ଅଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି l ବିଭିନ୍ନ ଅଞ୍ଚଳ ରେ…

ପୁଣି ଓଡ଼ିଶା ଆସିବେ ରାହୁଲ, ରାୟଗଡ଼ା ଜନସଭାରେ ଦେବେ ଯୋଗ

ରାୟଗଡ଼ା (କେନ୍ୟୁଜ୍‌): ପୁଣି ଓଡ଼ିଶା ଆସିବେ ରାହୁଲ । ମେ ୩ ତାରିଖରେ ଓଡିଶା ଗସ୍ତରେ ଆସିବେ । ରାୟଗଡ଼ାରେ ଏକ ଜନସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ରାହୁଲଙ୍କ ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଆସିବେ । ସେହିପରି ନବରଙ୍ଗପୁର…

ଭୂପିନ୍ଦର ସିଂହଙ୍କୁ ମୁଖ୍ୟ ନିର୍ବାଚନ ସଂଯୋଜକ ଦାୟିତ୍ୱ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

କଣ୍ଟାବାଞ୍ଜି (କେନ୍ୟୁଜ୍‌): କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ମୁଖ୍ୟ ନିର୍ବାଚନ ସଂଯୋଜକ ଭାବେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହଙ୍କୁ ଦାୟିତ୍ଵ ଦିଆଯାଇଛି । ଏଥର ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ଲଢୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୂପିନ୍ଦର…

ପଦ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଭରିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ପଦ୍ମପୁର(କେନ୍ୟୁଜ୍‌): ପଦ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ନାମଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ତଥା ରିଟଣ୍ଣିଂ ଅଫିସରଙ୍କ ଠାରେ ନୋମିନେସନ କରିଛନ୍ତି ବର୍ଷା । ଆଜି ସକାଳେ ବର୍ଷା ସିଂ ବରିହା, ଭାଇ ଓ ସ୍ବାମୀଙ୍କ…