Below header

ଶରୀରର ଏହିସବୁ ପରିବର୍ତ୍ତନରୁ ଜାଣନ୍ତୁ ଗର୍ଭରେ ପୁଅ ଅଛି ନା ଝିଅ !

ମା ହେବା ଠାରୁ ଅଧୁକ ଖୁସି ଦୁନିଆର ବୋଧ ହୁଏ ଆଉ କିଛି ନାହିଁ। ଏହା ଦୁନିଆର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଏବଂ ସବୁଠାରୁ ସୁନ୍ଦର ଅନୁଭବ। ଯାହା ସମସ୍ତଙ୍କ ଭାଗ୍ୟରେ ଅତି ସହଜରେ ମିଳେନାହିଁ। କିନ୍ତୁ ଯେଉଁମାନଙ୍କୁ ଏହି ଖୁସି ମିଳିଥାଏ ସେମାନେ ଏହାର ଗୋଟେ ମୁହୂର୍ତ୍ତରେ ଖୁସି ଅନୁଭବ…

କମିଲା ଡିଜେଲ ଦର, ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ ଦାମ୍‌

ସରକାରୀ ତୈଳ କମ୍ପାନୀ ଆଜି ଡିଜେଲ ଦର ରେ ପରିବର୍ତ୍ତନ କରିଛି। ଆଜି ଡିଜେଲ ଦର ୮ ପଇସା ହ୍ରାସ ପାଇଛି। କିନ୍ତୁ ପେଟ୍ରୋଲ ଦରରେ କୌଣସି ପରିର୍ତ୍ତନ କରାଯାଇନାହିଁ ଅର୍ଥାତ ପେଟ୍ରୋଲ ଦର ସ୍ଥିର ରହିଛି। ମଙ୍ଗଳବାର ଦିଲ୍ଲୀରେ ପେଟ୍ରୋଲ ଦର ୬୧.୦୬ ପଇସା ପ୍ରତି ଲିଟର ରହିଛି। ସେହିପରି ଡିଜେଲ…

ତାଙ୍କ ହାତର ଯାଦୁଗରୀ ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି କାଠରେ ତିଆରି ସବୁ କଳାକୃତି, ଉଦ୍ଦେଶ୍ୟ ସାରା ଦୁନିଆର ସ୍ଥାପତ୍ୟକୁ…

କଥାରେ ଅଛି, ସୁନା ଥିଲେ ନାକ ନାହିଁ, ନାକ ଥିଲେ ସୁନା ନାହିଁ..ବଣ ମଲ୍ଲୀ ବଣରେ ଫୁଟି ଝଡ଼ି ଯାଉଛି, କିନ୍ତୁ ତାର ସୁଗନ୍ଧ ଟିକେ କାହା ନାକରେ ବାଜିବା କଷ୍ଟକର ହୋଇଯାଉଛି। ଆଉ ଯଦି ସେହି ବଣ ମଲ୍ଲୀ କାହା ନଜରକୁ ଆସିଲା, ତେବେ ତାହା ସାରା ସଂସାରକୁ ସୁଗନ୍ଧିତ କରି ପାରୁଛି।  ଆମେ ଏଠି କୌଣସି…

୨ ମିନିଟରେ ମ୍ୟାଗି ନୁହେଁ ଝଟପଟ ବନାନ୍ତୁ ଅଦା-କଞ୍ଚାଲଙ୍କା ଚଟପଟା ଆଚାର, ଏମିତି କରନ୍ତୁ ପ୍ରସ୍ତୁତ

ଅନେକ ଥର ଏମିତି ହୋଇଥାଏ ଯେ ଆମକୁ ଖାଇବାକୁ ତ ଇଚ୍ଛା ହୋଇଥାଏ କିନ୍ତୁ ଖାଦ୍ୟ ଦେଖି ଆମ ଭୋକ ମରିଯାଇଥାଏ। ଅଧିକାଂଶ ମାମଲାରେ ଏଭଳି ସେତେବେଳେ ହୋଇଥାଏ ଯେତେବେଳେ କଖାରୁ କିମ୍ବା କିଛି ଖଟା ଜାତୀୟ ତରକାରୀ ହୋଇଥାଏ। କିନ୍ତୁ ସବୁବେଳେ ଯେ ଏହାକୁ କରିବା ଠିକ୍‌ ହେବନାହିଁ। ଏମିତିରେ ଆଜି ଆମେ…

Adhaarକୁ ନେଇ ସବୁ କନଫ୍ୟୁଜକୁ କରନ୍ତୁ ଦୂର, ଏଠାରେ ପଚାରନ୍ତୁ ପ୍ରଶ୍ନ ଆଉ ତୁରନ୍ତ ପାଆନ୍ତୁ ଉତ୍ତର

ଆଧାର କାର୍ଡ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌। ଏହି ଗୋଟିଏ କାର୍ଡ ସ୍କୁଲରେ ପିଲାଙ୍କର ଆଡମିସନ୍‌ ଠାରୁ ନେଇ ସରକାରୀ ଯୋଜନାର ଲାଭ ନେବା ପଯ୍ୟର୍ନ୍ତ ସବୁ କାମ ପାଇଁ ଜରୁରୀ। ଆଧାରରେ ଜଣେ ନାଗରିକଙ୍କ ବାୟୋମେଟ୍ରିକ ଏବଂ ଡେମୋଗ୍ରାଫିକ ବିବରଣୀ ରହିଥାଏ। ଏଥିରେ ମୋବାଇଲ୍‌ ନମ୍ବର, ନାମ,…

ଗଜପତି ବୃନ୍ଦାବନ ପ୍ୟାଲେସ…ଏହାର ନାଁରୁ ହିଁ ଆସେ ରାଜକୀୟ ବାସ୍ନା, କିନ୍ତୁ ଏବେ ପଡିଛି ଅସୁସ୍ଥ ଅବସ୍ଥାରେ

ଗଜପତି… ଏହାର ନାଁରୁ ହିଁ ଆସେ ରାଜକୀୟ ବାସ୍ନା। କେତେ ସୁନ୍ଦର ଏହାର ନିର୍ମାଣ କେତେ ମନୋରମ ଏହାର କୀର୍ତ୍ତିରାଜୀ। ଏହାର ନିର୍ମାଣର କାରୁକାର୍ଯ୍ୟ ବହୁତ ସୁନ୍ଦର, କିନ୍ତୁ ଆଜି ପଡିଛି ଜରାଜୀର୍ଣ୍ଣ ଅବସ୍ଥାରେ। ଆଜି ଆମେ ଆପଣଙ୍କୁ ଗଜପତି ଜିଲ୍ଲାର ଐତିହାସିକ ସ୍ଥଳୀ ବୃନ୍ଦାବନ ପ୍ୟାଲେସର ଝଲକ…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଅମୃତ ସମାନ କ୍ଷୀର, ସେବନ ମାତ୍ରକେ କଣ୍ଟ୍ରୋଲରେ ରହିବ ରୋଗ

ଡାଇବେଟିସ୍‌ ବା ମଧୁମେହ ରୋଗୀଙ୍କ ପାଇଁ ସର୍କରାର ସ୍ତରକୁ ନିୟନ୍ତ୍ରଣରେ ରଖିବା ବହୁତ ବଡ ଚ୍ୟାଲେଞ୍ଚ ଠାରୁ କମ୍‌ ନୁହେଁ। ଏଥିପାଇଁ ଅଧିକାଂଶ ଲୋକ ନିଜ ଡାଏଟ ଉପରେ ପୂରା ଧ୍ୟାନ ରଖନ୍ତି ଏବଂ ସମୟ ବ୍ୟବଧାନରେ ବ୍ଲଡ ସୁଗାର ଯାଞ୍ଚ କରିଥାନ୍ତି। ଏହାସହିତ ଓ୍ଵାର୍କଆଉଟ୍‌ ମଧ୍ୟ କରନ୍ତି।…

ଦୁଇଟି କେମୋଥେରାପୀ ପରେ ଏମିତି ଦେଖାଯାଉଛନ୍ତି ସଞ୍ଚୟ ଦତ୍ତ, ଫଟୋ ଦେଖି ଫ୍ୟାନ୍ସ ଦେଉଛନ୍ତି ଏଭଳି ପ୍ରତିକ୍ରିୟା

ସଞ୍ଜୟ ଦତ୍ତ ଏବେ ଫୁସଫୁସ୍‌ କ୍ୟାନସା ରୋଗରେ ପୀଡିତ। ଗତ କିଛି ଦିନ ଧରି ସେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଖବର ଜାଣିବା ପରେ ତାଙ୍କର ଫ୍ୟାନଙ୍କ ବହୁତ ମନ ଖରାପ ହୋଇଥିଲା। ସଞ୍ଜୟ ଦତ୍ତଙ୍କର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଦୁବାଇରେ ନିଜ ଫ୍ୟାମିଲୀ ସହିତ…

ଚାଷୀଙ୍କର ୟୁନିକ ଷ୍ଟାଇଲ ଚାଷ, କୃଷକଙ୍କର ଏହି ଧାନ ତଳି ରୋଉଥିବା ଦେଖି ଆପଣଙ୍କ ଆଖି ଏକଦମ୍‌ ଖୋଲା ହିଁ ଖୋଲା ରହିଯିବ

ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। ଏହି କ୍ୟାପସନ୍‌ ଲେଖି ଅଭିନେତା ଅରସଦ୍‌ ଓ୍ଵାରସି ଏକ ଭିଡିଓ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବିଶ୍ୱାସ କରନ୍ତୁ ଆପଣ ଏ ଭିଡିଓ ଦେଖିଲେ କହିବେ ପ୍ରକୃତରେ ଏମାନଙ୍କ ପାଖରେ ଏତେ ବୁଦ୍ଧି ଆସିଛୁ କେଉଁଠି। ଏହି ଭିଡିଓରେ…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।…

ପାଣି ଭଳି ବହିଗଲା ରେଡ ଓ୍ଵାଇନ୍‌, ଦୃଶ୍ୟ ଦେଖି କାନ୍ଦିବାକୁ ଲାଗିଲେ ଲୋକେ

ସମସ୍ତେ ଜାଣନ୍ତି କି ରେଡ ଓ୍ଵାଇନ କେତେ ମହଙ୍ଗା ହୋଇଥାଏ। ଏହାକୁ କେବଳ ସେହିମାନଙ୍କୁ ପିଇବାର ସୌଭାଗ୍ୟ ମିଳିଥାଏ ଯେଉଁମାନେ ଭାଗ୍ୟଶାଳୀ ଆଉ ପଇସା ବାଲା ହୋଇଥାନ୍ତି। ସାଧାରଣ ଲୋକ କେବଳ ତ ଏହାର ନାଁ ଧରିକି ରହିଯାନ୍ତି। କିନ୍ତୁ ଏବେ ସ୍ପେନରୁ ଏକ ଏମିତି ଭିଡିଓ ଆସିଛି ଯାହାକୁ ଦେଖିଲେ ଆପଣ…

ନନଭେଜରେ ଏମିତି ଷ୍ଟାଇଲରେ ଅଣ୍ଡା ଭୁଜିଆ, ସ୍ୱାଦ ଏକଦମ୍‌ ୟୁନିକ

କେବେକେବେ ଆମେ ଏକା ଭଳି ଖାଦ୍ୟ ଖାଇ ବୋର୍‌ ହୋଇଯାନ୍ତି। ଏମିତିରେ କିଛି ନୂଆ ସ୍ୱାଦ ଚାଖିବାକୁ ବହୁତ ଇଚ୍ଛା ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଆମେ ଆପଣଙ୍କୁ ଆଜି ଏକ ନୂଆ ଷ୍ଟାଇଲର ଅଣ୍ଡା ଭୁଜିଆ ନେଇ ଆସିଛୁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ…