Below header

ଅକ୍ଟୋବର ପହିଲାରୁ ଆଉ ପାଖରେ ଧରି ବୁଲିବାକୁ ପଡିବନି ଗାଡି କାଗଜପତ୍ର, ତାହେଲେ ଜାଣନ୍ତୁ କେମିତି ହେବ ଟ୍ରାଫିକ ଚେକିଂ

ପୁଣି ବଦଳିବ ଟ୍ରାଫିକ ନିୟମ। ଟ୍ରାଫିକ୍‌ ପୋଲିସକୁ ଚକମା ଦେବା ଆଉ ହେବ ନାହିଁ ସହଜ। ଏବେ ଗାଡି ଚଲାଇବା ସମୟରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଭଳି କାଗଜପତ୍ରକୁ ରଖିବାର ମଧ୍ୟ ଆବଶ୍ୟକତା ନାହିଁ। ଦେଶରେ ଅଧିକାଂଶ ଲୋକ କାର କିମ୍ବା…

ବରିଷ୍ଠ ବିଜେପି ନେତ୍ରୀ ଉମାଭାରତୀଙ୍କୁ କରୋନା

ରାଜନୀତିରେ ବି ସକ୍ରିୟ ହେଉଛି କରୋନା। ବରିଷ୍ଠ ବିଜେପି ନେତ୍ରୀ ଉମାଭାରତୀଙ୍କୁ କରୋନା। ନମୂନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି। କରୋନା ରିପୋର୍ଟ ପଜିଟିଭରେ ଆସିବା ପରେ ଉତ୍ତରାଖଣ୍ଡରେ ସଂଗରୋଧରେ ରହିଛନ୍ତି ଉମାଭାରତୀ। ଗତକାଲି କରୋନା ପରୀକ୍ଷା କରାଇଥିଲେ, ଯାହାପରେ ରିପୋର୍ଟ…

ଗ୍ୟାସ ସିଲିଣ୍ଡର ସଜାଡିବାବେଳେ ହଠାତ୍‌ ଲାଗିଲା ନିଆଁ, ମହିଳା ଶିଶୁ ସମେତ ୬ ଗୁରୁତର

ଟିକିଏ ଅସାବଧାନତା ବଡ ବିପଦ ମୁହଁକୁ। ଗ୍ୟାସ ସିଲିଣ୍ଡର ସଜାଡୁ ସଜାଡୁ ହଠାତ୍‌ ଲାଗିଲା ନିଆଁ। ଅଳ୍ପକେ ତ ବର୍ତ୍ତିଗଲେ କିନ୍ତୁ ଯନ୍ତ୍ରଣାରେ ହେଲେ ଛଟପଟ। ଖୋର୍ଦ୍ଧା ବେଗୁନିଆ ଥାନା ଗଡମାଣିତ୍ରୀ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ସୂଚନା ମୁତାବକ ଘରେ ଗ୍ୟାସ ଚୂଲା ନଜଳିବାରୁ…

ଆଜି କେତେ ରହିଛି ଆପଣଙ୍କ ସହରରେ ପେଟ୍ରୋଲ-ଡିଜେଲ ଦାମ୍‌

ଗତ ଚାରି ଦିନ ଭାରତୀୟ ତୈଳ କମ୍ପାନୀ ପକ୍ଷରୁ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୧.୦୬ ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୭୦.୯୪ ଟଙ୍କା ରହିଥିବା ଜଣାଯାଇଛି । ଯେବେକି କୋଲକାତାରେ ଏହି ମୂଲ୍ୟ ଯଥାକ୍ରମେ ୮୨.୫୯ ଟଙ୍କା…

ମୁଣ୍ଡରେ ଇଟା ବୋଝ, କାନ୍ଧରେ ଝୁଲୁଛି ପିଲା ! ଦେଖନ୍ତୁ ଏ ମା’ ତ୍ୟାଗର ଗୋଟେ ଝଲକ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଆଚ୍ଛା ଆଚ୍ଛା ଲୋକଙ୍କୁ ବି ଇମୋସନାଲ କରିଦେଉଛି। ବିଶ୍ୱାସ କରନ୍ତୁ ଆପଣ ଏ ଫଟୋ ଦେଖିଲେ ନିଶ୍ଚୟ ଭାବରେ ବୁଝିପାରିବେ ଯେ ଦୁନିଆର ମାଆର କେତେ ବଡ ତ୍ୟାଜ ରହିଛି ଆମ ଉପରେ। ଆମେ ଜାଣିଛନ୍ତି ମା’ର ସ୍ଥାନ ଅପୂରଣୀୟ। ତାର ସ୍ନେହ, ପ୍ରେମ, ମମତା ଆଗରେ…

ଆଜି ଘରେ ବନାନ୍ତୁ ଟେଷ୍ଟି କୁରକୁରା ‘ଭେଜିଟେରିୟାନ ନଗେଟ୍ସ’, ଥରେ ଖାଇଲେ ଭୁଲିପାରିବେନି ସ୍ୱାଦ

ବର୍ଷାର ଏହି ଶୀତୁଆ ଶୀତୁଆ ପାଗରେ କିଛି କୁରାକୁରା ଡିସ୍‌ ଏବଂ ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଆପଣଙ୍କ ଏହି ଇଚ୍ଛାକୁ ନଜର ରଖି ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଟେଷ୍ଟି ଭେଜିଟେରିୟାନ ନଗେଟ୍ସ। ଆସନ୍ତୁ ଜାଣିବା ଏହା ବିଷୟରେ। ଆବଶ୍ୟକ ସାମଗ୍ରୀ ପନୀର-୧କପ୍‌, ସୁଜି-୫ ଟେବୁଲ ଚାମଚ,…

ଦୀପିକା-ସାରା-ଶ୍ରଦ୍ଧାଙ୍କୁ ଚାଲିଛି ଏନସିବିର ପଚରାଉଚୁରା, ଦୀପିକାଙ୍କ ଫୋନକୁ ନେଇଯାଇଛି ଟିମ୍‌

ସୁଶାନ୍ତ ସିଂହ ରାଜପୁତ କେସରେ ଡ୍ରଗ୍ସ କନେକସନ୍‌ ସାମ୍ନାକୁ ଆସିଛି। ବଲିଉଡ୍‌ ଡ୍ରଗ୍ସ କେସରେ ଆଜି ଏକ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଦିନ। ଯାହାପରେ ଅନେକ ବଡ ବଡ ହସ୍ତିୟାଁଙ୍କୁ ଏନସିବି ଅଫିସରେ ହାଜର ହେବାକୁ ପଡୁଛି। ଏବେ ଶ୍ରଦ୍ଧାଙ୍କୁ ଏନସିବି ଅଫିସରେ ପଚରାଉଚୁରା ଚାଲୁଥିବାବେଳେ ଏହାରି…

ବଲିଉଡ୍‌ ଡ୍ରଗ୍ସ ମାମଲା : NCB ଅଫିସରେ ପହଁଚିଲେ ଶ୍ରଦ୍ଧା କପୁର, ଦୀପିକାଙ୍କୁ ଜାରୀ ରହିଛି ପଚରାଉଚୁରା

ବଲିଉଡ୍‌ ଡ୍ରଗ୍ସ କେସରେ ଆଜି ଏକ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଦିନ। ଆକ୍ଟ୍ରେସ ଦୀପିକା ପାଦୁକୋନଙ୍କୁ ଏନସିବି ଶନିବାର ସକାଳ ୧୦ ଟାରେ ଡକାଇଥିଲା। ଯାହାପରେ ଦୀପିକା ଏନସିବି ଗେଷ୍ଟହାଉସରେ ପହଁଚିସାରିଛନ୍ତି। ଦୀପିକାଙ୍କୁ କେପିଏସ୍‌ ମଲହୋତ୍ରା ଲିଡରସିପରେ ପଚରାଉଚୁରା କରାଯାଉଛି। ସେହିପରି…

ବହୁତ ଶସ୍ତାରେ ଧରନ୍ତୁ OnePlusର ଏହି ୪ କ୍ୟାମେରାର ସୁନ୍ଦର ସ୍ମାର୍ଟଫୋନ୍‌, ଫଟୋ ଉଠିବ ଏକଦମ୍‌ କାଚ

ଓ୍ଵାନପ୍ଲସର ସବୁଠାରୁ ବଢ଼ିଆ ଏବଂ ଦମଦାର ସ୍ମାର୍ଟଫୋନ ଏବେ ଶସ୍ତାରେ କିଣିବାର ସୁଯୋଗ ଆସିଛି। ଆପଣ ବି ଯଦି ଓ୍ଵାନପ୍ଲସ ଧରିବାର ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସୁଯୋଗକୁ ଯମା ବି ହାତଛଡା କରନ୍ତୁନାହିଁ। କମ୍‌ ମୂଲ୍ୟରେ ବଢ଼ିଆ ଫିଚର୍ସ ସହିତ ଦମଦାର ବ୍ୟାଟେରୀ କ୍ୱାଲିଟୀ ପାଇବେ ଏହି ଫୋନରେ।…

୩୯ ବର୍ଷୀୟ ଧୋନି ପବନରେ ଡେଇଁ ଧରିଲେ ଅଦ୍ଭୁତ କ୍ୟାଚ, ଯିଏ ଦେଖୁଛି ସିଏ ହେଉଛି ଆଶ୍ଚର୍ଯ୍ୟ

ମହେନ୍ଦ୍ର ସିଂହ ଧୋନିଙ୍କୁ ୩୯ ବର୍ଷ ହୋଇଥିଲେ ସୁଦ୍ଧା କିମ୍ବା ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନିଅନ୍ତୁ କିନ୍ତୁ ଫିଟନେସ୍‌ ମାମଲାରେ ଏବେ ବି ଯୁବାଙ୍କୁ କଡା ଟକ୍କର ଦେବାରେ ସେ ମାହିର। ଏହାର ସବୁଠାରୁ ବଡ ଉଦାହରଣ ଶୁକ୍ରବାର ହୋଇଥିବା ଆଇପିଏଲର ସପ୍ତମ ମ୍ୟାଚରେ ଦେଖିବାକୁ ମିଳିଲା।…

ଆଉ କିଛି ଦିନ ପରେ ଆରମ୍ଭ ହେବ ‘Bigg Boss 14’, ଆସନ୍ତୁ ତାପୂର୍ବରୁ ଦେଖିନେବା ଏଥର ବିବି ହାଉସ୍‌ କେମିତି ହେବ

କୋଭିଡ୍‌-୧୯ ଦୁନିଆକୁ ପୂରାପୁରି ବଦଳାଇ ଦେଇଛି। ଏହି ପରିବର୍ତ୍ତନ ବିଗବସ୍‌ ଘରେ ବି ଦେଖିବାକୁ ମିଳିବ। ବିଗବସ୍‌-୧୪ ଏବେ ନ୍ୟୁ ନର୍ମାଲରେ ଅଛି। ନିକଟରେ ସଲମାନ୍‌ ଖାନ୍‌ ଭିଡିଓ କନଫେରେନ୍ସିଂ ଜରିଆରେ ଶୋ ବିଷୟରେ କହିଛନ୍ତି। ଏଥର ଶୋରେ ଅନେକ ଏମିତି କିଛି ହେବାକୁ ଯାଉଛି ଯାହା ପୂର୍ବରୁ…

ଘରେ ବନାନ୍ତୁ ଟେଷ୍ଟି ସାଉଥ୍‌ ଇଣ୍ଡିଆନ୍‌ ସ୍ପେଶାଲ ‘ନଡିଆ ଚଟଣୀ’, ପ୍ରସ୍ତୁତ କରିବା ପୂରା ସହଜ

ଆପଣ ଘରେ ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲ ନଡିଆ ଚଟଣୀ ବନାଇବାକୁ ଚାହୁଁଛନ୍ତି କି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକଦମ୍‌ ସହଜ ଉପାୟରେ ପ୍ରସ୍ତୁତ ହେଉଥିବା ନଡିଆ ଚଟଣୀ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ ଅଧା ଫାଳ ନଡିଆ,ଅଧା କପ୍‌ ଧନିଆ ପତ୍ର,…