Below header

ସ୍ମାର୍ଟ କ୍ଲାସରୁମ୍‌ କାର୍ଯ୍ୟ ତଦାରଖ ସହ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ, ଠିକ୍ ଉତ୍ତର ପାଇଁ ଦେଲେ ଉପହାର

ଉମରକୋଟ(କେନ୍ଯୁଜ୍): ସ୍ମାର୍ଟ କ୍ଲାସରୁମ୍‌ କାର୍ଯ୍ୟ ତଦାରଖ ସହ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ। ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଝରିଗାଁ ସ୍ଥିତ ନୋଡାଲ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ । ପ୍ରଥମେ ସେଠାରେ ଚାଲିଥିବା ସ୍ମାର୍ଟ କ୍ଲାସରୁମ୍‌…

ସେପ୍ଟେମ୍ବରରେ ଅଧା ଓଡ଼ିଶାରେ ସ୍ୱାଭାବିକଠାରୁ ହେବ ଅଧିକ ବର୍ଷା! ନିଅଣ୍ଟ ପରିମାଣ ଭରଣା ହେବ

କେନ୍ଯୁଜ୍: ସେପ୍ଟେମ୍ବର ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ୧୧୦ ପ୍ରତିଶତରୁ ଅଧିକ ଦୀର୍ଘ କାଳୀନ ହାରାହାରି ବର୍ଷା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୧୯୬୧ରୁ ୨୦୧୦ ମଧ୍ୟରେ ସେପ୍ଟେମ୍ବରରେ ଦୀର୍ଘ କାଳୀନ ହାରାହାରି ବର୍ଷା ପରିମାଣ ୧୭୦ ମିଲିମିଟିର ରହୁଛି। ତେଣୁ ଚଳିତ…

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୦.୦୫ ପଇସା କମି ୧୦୨ ଟଙ୍କା ୧୮ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ଗତକାଲି ତୁଳନାରେ ସମାନ ଭାବେ ୦.୦୫ ପଇସା  କମି ୯୬ ଟଙ୍କା ୭୬ ପଇସାରେ ପହଁଚିଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ…

ପଞ୍ଚାୟତ ର୍ନିବାଚନ ପାଇଁ ବାଜିନି ବିଗୁଲ୍, ହେଲେ ସରଗରମ ହେଲାଣି ଗ୍ରାମାଞ୍ଚଳ ମାହୋଲ

କୁଚିଣ୍ଡା (କେନ୍ଯୁଜ୍): ପଞ୍ଚାୟତ ର୍ନିବାଚନ ପାଇଁ ବିଗୁଲ ବାଜିନି । ହେଲେ ସରଗରମ ହେଲାଣି ଗ୍ରାମାଞ୍ଚଳ ମାହୋଲ । କୁଚିଣ୍ଡା ର୍ନିବାଚନ ମଣ୍ଡଳୀରେ ପ୍ରସ୍ତୁତି ଆରମ୍ଭ କରିଦେଲାଣି ବିଜୁ ଜନତାଦଳ । ବାମରା ବ୍ଲକ ସେଗାପଡାଠାରେ ଜୋନ-୨ର ବିଜେଡିର ବରିଷ୍ଠ ପଦାଧିକାରୀ, କର୍ମୀ ଓ ବରିଷ୍ଠ…

ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍‌ରେ ଦେଇପାରିବେ ଯୁକ୍ତ ଦୁଇ ପରୀକ୍ଷା, ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ବର(କେନ୍ଯୁଜ୍): ଅଫଲାଇନ୍‌ରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଚଳିତ ବର୍ଷ କୋଭିଡ୍‌ ଦ୍ୱିତୀୟ ଲହର ପାଇଁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ବାତିଲ୍‌ ହୋଇଥିବାବେଳେ ବିକଳ୍ପ ମୂଲ୍ୟାୟନ ଆଧାରରେ ଫଳ ପ୍ରକାଶ ପାଇଥିଲା। ତେବେ ରେଜଲ୍ଟକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ। ତେବେ…

କଟକର ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲା: ୭ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

କଟକ(କେନ୍ଯୁଜ୍): ୭ବର୍ଷ ପରେ ଗିରଫ ହେଲା ହତ୍ୟା ଅଭିଯୁକ୍ତ ଶଙ୍କର ଓରଫ ଦୀପକ କୁମାର ନାୟକ। କଟକର ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ। ୨୦୧୪ରେ ହତ୍ୟା ପରଠାରୁ ଫେରାର ଥିଲା ଶଙ୍କର। ଦାଦାବଟି ପାଇଁ ଘଟିଥିଲା ହତ୍ୟା। ତା ଠାରୁ ଗୋଟିଏ ପିସ୍ତଲ,…

ଦ୍ରୁତ ଗତିରେ ଗାଡି ଚଳାଇବା ହେଲା କାଳ: ତାମିଲନାଡୁର ବିଧାୟକଙ୍କ ପୁଅ ଓ ସ୍ତ୍ରୀଙ୍କ ସମେତ ୭ ମୃତ

ବେଙ୍ଗାଲୁରୁ(କେନ୍ଯୁଜ୍): ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ତାମିଲନାଡୁର ଜଣେ ବିଧାୟକଙ୍କ ପୁଅ, ସ୍ତ୍ରୀଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଯେ ଗତ ସୋମବାର ବିଳମ୍ବିତ ରାତି ୨ଟା ୩୦ ମିନଟ୍ ସମୟରେ ତାମିଲନାଡୁର DMKର ବିଧାୟକ ଓ୍ୱାଇ ପ୍ରକାଶଙ୍କର ପୁଅ କରୁନା ସାଗର ଓ ସ୍ତ୍ରୀ ବିନ୍ଦୁ…

କୋରାପୁଟ ସ୍ଥିତ ଓଏସଏପି ୩ ବାଟାଲିୟନ ପରିସରରୁ ୭ଫୁଟ ଲମ୍ବ ଅଜଗର ଉଦ୍ଧାର

କୋରାପୁଟ(କେନ୍ଯୁଜ୍): ୭ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର। କୋରାପୁଟ ସ୍ଥିତ ଓଏସଏପି ୩ ବାଟାଲିୟନ ପରିସରରୁ ଉଦ୍ଧାର କରାଯାଇଛି। ଓଡ୍ରାଫର ନବ ନିର୍ମିତ କୋଠାର କାମ ଦେଖିବାକୁ ଯାଇଥିବାବେଳେ ଯବାନମାନେ ସାପଟିକୁ ଠାବ କରିଥିଲେ। ସ୍ନେକ ଲାଇନ୍‌ ହେଲପ୍‌ ଲାଇନ୍‌ ଆସି ସାପକୁ ଉଦ୍ଧାର କରିଛି।…

୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ

ଭୁବନେଶ୍ବର(କେନ୍ଯୁଜ୍): ୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ । 5T ଅଧିନରେ ଉତ୍କୃଷ୍ଟ ତଦନ୍ତ ପାଇଁ ମିଳିବ ଏହି ମେଡାଲ । ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନାମ ପ୍ରକାଶ କରାଯାଇଛି । ଏଥିରେ STF, EOW ଓ ବିଭିନ୍ନ ଜିଲ୍ଲା ପୋଲିସ ଅଫିସରଙ୍କ ନାଁ ସାମିଲ ରହିଛି ।…

ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ: ପୋଲିସ୍ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ରାୟଗଡ଼ା(କେନ୍ଯୁଜ୍): ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ। ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା। ରାୟଗଡ଼ା ଅମ୍ବାଦଳା ଥାନା ଟିକାରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲ୍‌ବାହିନୀ। ଗତକାଲି ରାତିରେ ୧୦ରୁ ଅଧିକ ମାଓବାଦୀ ଘରୁ ଡାକି ନେଇ…

ହାଇଓ୍ୱା ସହ ଟ୍ରକ୍ ମୁହାଁ ମୁହିଁ ଧକ୍କା, ଜଣେ ମୃତ

ରେଢାଖୋଲ(କେନ୍ଯୁଜ୍): ରେଢ଼ାଖୋଲ ଠାରୁ ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ଚାଟୁଣୀ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିା ଘଟଣାସ୍ଥଳରେ ହାଇଓ୍ୱା ଚାଳକ ମୃତ୍ୟୁବରଣ କରିଛନ୍ତି। ରେଢ଼ାଖୋଲ ପଟୁ ଏକ ଟ୍ରକ ସମ୍ବଲପୁର ଅଭିମୁଖେ…

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ପଣ୍ଡ: ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ୱର(କେନ୍ଯୁଜ୍): ଏସବିଆଇ ବ୍ୟାଙ୍କ୍‌ରୁ ଲୁଟ୍‌ ଉଦ୍ୟମ ପଣ୍ଡ । ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ବେଳେ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କା ଜବତ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଟଳା ଷ୍ଟେଟ୍‌ ବ୍ୟାଙ୍କକୁ ଲୁଟ୍‌ ଉଦ୍ୟମ ବେଳେ ଗିରଫ ହେଲା ଲୁଟେରା । ଗିରଫ…