କାବୁଲ ବ୍ଲାଷ୍ଟ ପରେ ISIS ଉପରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌, ମାଷ୍ଟରମାଣ୍ଡ ନିହତ

କାବୁଲ: କାବୁଲ ବିସ୍ଫୋରଣର ବଦଲା । ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ । କାବୁଲ ବ୍ଲାଷ୍ଟ ପରେ ISIS ଉପରେ ବଡ଼ ଧରଣର ହମଲା । ଆଫଗାନିସ୍ତାନରେ ISIS ଉପରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ । ଏକାଧିକ ସ୍ଥାନରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ । କାବୁଲ ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିବା…

ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବି ମିଳିବ ମଧ୍ୟାହ୍ନଭୋଜନ, ପ୍ରଥମେ କେନ୍ଦୁଝରରୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ

ଭୁବନେଶ୍ବର: ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବି ମିଳିବ ମଧ୍ୟାହ୍ନଭୋଜନ। ୨୦୨୧-୨୨ ଶିକ୍ଷାବର୍ଷରେ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରଥମେ କେନ୍ଦୁଝର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହାଦ୍ବାରା ଜିଲ୍ଲାର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଏଥିସହ…

ବଣାଇ ଅଂଚଳରେ ଗୁଜବ: ଟିକା ନନେଲେ ପଞ୍ଚାୟତରୁ ନାଁ କଟିଯିବ ବୋଲି ଚର୍ଚ୍ଚା, ଚିକିତ୍ସାଳୟରେ ଲୋକଙ୍କ ଭିଡ

ବଣାଇ (କେନ୍ଯୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ଟିକା ଗୁଜବ । ଟିକା ନନେଲେ ପଞ୍ଚାୟତରୁ ନାଁ କଟିଯିବ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଲୋକଙ୍କ ଭିଡ ଜମିଛି। ରାସନ କାର୍ଡ, ଜବକାର୍ଡ, ଭତ୍ତା ଭଳି ବିଭିନ୍ନ ସୁବିଧାରୁ ବଞ୍ଚିତ ହେବେ । ଏପରିକି ଟିକା…

ଆଜି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୨୪ ଘଣ୍ଟା ମଧ୍ୟରେ ୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର(କେନ୍ଯୁଜ୍):ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆଜି ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଓ ଉତ୍ତର ଓଡ଼ିଶାର ଅନେକ…

ଆଜି ଲୋକାର୍ପିତ ହେବ ଚତୁର୍ଥ ପର୍ଯ୍ୟାୟ ସ୍ମାର୍ଟ କ୍ଲାସ ରୁମ୍‌, ଗଞ୍ଜାମ ଗସ୍ତରେ ୨ ମନ୍ତ୍ରୀଙ୍କ ସମେତ ୧୮ ବିଧାୟକ

ଗଞ୍ଜାମ(କେନ୍ଯୁଜ୍): ଆଜି ଲୋକାର୍ପିତ ହେବ ଚତୁର୍ଥ ପର୍ଯ୍ୟାୟ ସ୍ମାର୍ଟ କ୍ଲାସ ରୁମ୍‌ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଗଞ୍ଜାମ ଗସ୍ତରେ ଯିବେ ୨ ମନ୍ତ୍ରୀଙ୍କ ସମେତ ୧୮ ବିଧାୟକ । ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇ ୫ଟି ଆନୁକୂଲ୍ୟରେ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ହଲଚଲ, ବିଜେପି ଛାଡ଼ିଲେ ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ

ବାରିପଦା(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ହଲଚଲ । ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ, ବିଜେପି ଛାଡ଼ିଲେ ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ । ମୟୂରଭଞ୍ଜ ଜିଲ୍ଲାର ୧୧ତମ ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ ପରେ ବିଜେପିର ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ ଦଳର ପ୍ରାଥମିକ ସଦସ୍ୟ…

ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ: ୱେବ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ ଗିରଫ

ଭୁବନେଶ୍ବର(କେନ୍ଯୁଜ୍):ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ୱେବ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ ଗିରଫ । ମୁଖ୍ୟ ଅଭିଯୁକ୍ତ ରାଜ ନାମକ ଯୁବକ ଫେରାର ଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖରେ ଖଣି ଲିଜ୍‌ କରାଇ ଦେବାକୁ କହି ବଡବିଲ ଅଞ୍ଚଳର ଜଣେ ବ୍ୟବସାୟୀ ଓ…

ଏଣିକି ପାଠ ପଢିବେ ସୁଭଦ୍ରା, ତେରଣ୍ଟି ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଲେଖା ହେଲା ନାମ

କରଞ୍ଜିଆ(କେନ୍ଯୁଜ୍): ଆଜି ତେରଣ୍ଟି ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଲେଖା ହୋଇଛି ସୁଭଦ୍ରାଙ୍କ ନାଁ । ଏଣିକି ସୁଭଦ୍ରା ନିୟମିତ ସ୍କୁଲ୍‍ ଯିବେ ଓ ପାଠ ପଢ଼ିବେ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଛନ୍ତି । କୌଣସି ପିଲା ଅର୍ଥାଭାବରୁ ଯେଭଳି ଶିକ୍ଷାରୁ ବଞ୍ଚିତ ନ ହୁଏ ସେଥିପାଇଁ କିସ୍‍…

ଦୁର୍ଘଟଣାରେ ଯୁବକ ମୃତ, ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ବାଂଶପାଳ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ୪୯ ନଂ ଜାତୀୟ ରାଜପଥ ବାୟାକୁମୁଟିଆ ଛକରେ ଗତକାଲି ଅଜଣା ଗାଡି ଧକ୍କାରେ ବାୟାକୁମୁଟିଆ ଗ୍ରାମର ରବୀନ୍ଦ୍ର ପଧାନ ନାମକ ଜଣେ ଯୁବକଙ୍କ ମୃତ୍ଯୁ ହୋଇଥିଲା । ଯାହା ଫଳରେ ଉତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥକୁ ଅବରୋଧ…

ପୁଣି ଚିନ୍ତା ବଢାଉଛି କରୋନା: ବାଲେଶ୍ବର ଜିଲ୍ଲାରେ ୧୦ ଶିଶୁ ପଜିଟିଭ ଚିହ୍ନଟ

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲାରେ ୧୦ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ବାଲେଶ୍ଵରର ଅଭିଭାବକ ମାନଙ୍କ ପାଇଁ ଏବେ ଚିନ୍ତାଜନକ ବିଷୟ ହୋଇଛି। ଶିଶୁମାନଙ୍କ ମଧ୍ୟରେ ଜ୍ଵର ଅଧିକ ଦିନ ଧରି ରହିବା ପରେ କରୋନା ଲକ୍ଷଣ ଥିବା ଯୋଗୁଁ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ…

ଚୂଡାନ୍ତ ସ୍ଥିତିରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ

କଟକ(କେନ୍ଯୁଜ୍): ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାର ଅନ୍ତ । ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ। ପରିବାର ଅଦାଲତ କନସିଲେସନ୍‌ କେନ୍ଦ୍ରରେ ଚୂଡାନ୍ତ ସ୍ଥିତିରେ ମାମଲା ରହିଛି । ତେଣୁ ମାମଲାକୁ ଶେଷ କରିଛନ୍ତି ହାଇକୋର୍ଟ। ଧାର୍ଯ୍ୟ ସମୟରେ ମାମଲାର…

ମୟୂରଭଞ୍ଜ ମଧୁବନ ମିନି ଷ୍ଟାଡିୟମ ସମ୍ମୁଖରେ ହୁତୁ ହୁତୁ ଜଳିଗଲା କଳା ପଲସର

ମୟୂରଭଞ୍ଜ(କେନ୍ଯୁଜ୍): ହୁତୁ ହୁତୁ ଜଳିଗଲା ବାଇକ୍‌। ମୟୂରଭଞ୍ଜ ଜିଲ୍ଲା ମଧୁବନ ମିନି ଷ୍ଟାଡିୟମ ସମ୍ମୁଖରେ ଏକ କଳା ପଲସର ବାଇକ୍‌ରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ବାଇକଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା। ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ପାଖରେ ଥିବା ଦୋକାନ…