ଟୋକିଓ ପାରା ଅଲିମ୍ପିକ୍ସ: ମହିଳା ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ଷ୍ଟାଣ୍ଡିଙ୍ଗ SH1ରେ ଅବନୀ ଲଖେରାଙ୍କୁ ଗୋଲ୍ଡ

ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ । ମହିଳା ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ଷ୍ଟାଣ୍ଡିଙ୍ଗ SH1ରେ ଭାରତକୁ ଗୋଲ୍ଡ ଦେଇଛନ୍ତି ଅବନୀ ଲଖେରା । ଫାଇନାଲରେ ମୋଟ୍‌ ୨୪୯.୬ ପଏଣ୍ଟ ସହ ଅବନୀ ଏହି କୀର୍ତ୍ତିମାନ କଚିଛନ୍ତି । ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ଏହା…

ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ସୁନା ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୦ ଟଙ୍କା ବଢି ୪୬,୬୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୬୬୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୮୬୦…

ସେପ୍ଟେମ୍ବରରେ କ’ଣ ରହିବ ଅନ୍‌ଲକ ରୂପରେଖ? ଆଜି,କାଲି ଭିତରେ ଆସିପାରେ ନୂଆ ଗାଇଡଲାଇନ୍

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ଦିନକ ପରେ ସରିବ ଅଗଷ୍ଟ କଟକଣା। ସେପ୍ଟେମ୍ବରରେ କଣ ରହିବ ଅନ୍‌ଲକ ରୂପରେଖ ଏହା ଉପରେ ନଜର ରହିଛି। ସାରା ରାଜ୍ୟରୁ ହଟିବ କି ନାଇଟ କର୍ଫ୍ୟୁ। ଭୁବନେଶ୍ୱର, କଟକ ଓ ପୁରୀରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ହଟିବ କି ନାହିଁ ତା ଉପରେ ମଧ୍ୟ ନଜର ରହିଛି। ଅଗଷ୍ଟ…

ଜାଣନ୍ତୁ ଆଜିର ପେଟ୍ରୋଲ୍ ଓ ଡିଜେଲ୍ ଦର

ଜାଣନ୍ତୁ ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୬୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୬ ଟଙ୍କା ୮୯ ପଇସା ଅଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ…

ରାଜଧାନୀରେ ଗଡିଲା ମୁଣ୍ଡ: ସାମାନ୍ୟ ବଚସାକୁ କେନ୍ଦ୍ର କରି ମୋବାଇଲ୍ ଦୋକାନୀଙ୍କୁ ହତ୍ୟା

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ଗଡିଲା ମୁଣ୍ଡ। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଖଣ୍ଡିଗିରି ଥାନା ରଘୁନାଥନଗର ମନ୍ଦିର ନିକଟରେ ହୋଇଛି ହତ୍ୟାକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଜଣେ ମୋବାଇଲ ଦୋକାନୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଉଛନ୍ତି ସନାତନ…

ଆଜି ପବିତ୍ର ଜନ୍ମାଷ୍ଟମୀ: ଶ୍ରୀମନ୍ଦିରକୁ ଅନ୍ଧକାର କରାଯାଇ ପାଳନ ହେବ ଗୁପ୍ତନୀତି

ପୁରୀ(କେନ୍ଯୁଜ୍): ଆଜି ପବିତ୍ର ଜନ୍ମାଷ୍ଟମୀ। ହିନ୍ଦୁ ପରମ୍ପରାରେ ଜନ୍ମାଷ୍ଟମୀର ଅନେକ ମହତ୍ତ୍ୱ ରହିଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ବାଳଗୋପାଳ ରୂପକୁ ପୂଜା ଆରାଧନା କରାଯାଇଥାଏ। ଅନେକ ଲୋକ ନିଷ୍ଠାର ସହ…

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବୋଲେରୋ : ୭ଆହତ, ୫ଜଣ ଗୁରୁତର

କୋରାପୁଟ(କେନ୍ଯୁଜ୍): ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ବାଣୁଆଗୁଡା ଗାଁର । ଜୟପୁରରୁ ଦଶମନ୍ତପୁର ଫେରୁଥିବା ବେଳେ ଆମ୍ବିଳି ଆମ୍ବଗୁଡା ନିକଟରେ ଘଟିଛି…

ଷ୍ଟିଲ ସିଟି ରାଉରକେଲାରେ ଫୁଟିଲା ଗୁଳି, ସଂଘବଦ୍ଧ ଆକ୍ରମଣ ପରେ ଯୁବକଙ୍କୁ ଗୁଳି ମାଡ଼ କରି ଅଭିଯୁକ୍ତ ଫେରାର୍

ରାଉରକେଲା(କେନ୍ଯୁଜ୍): ଷ୍ଟିଲ ସିଟି ରାଉରକେଲାରେ ଫୁଟିଲା ଗୁଳି । ରାତି ପ୍ରାୟ ୯ଟା ବେଳେ ବନ୍ଧମୁଣ୍ଡା ରେଳବାଇ ହାଇସ୍କୁଲ ପଡ଼ିଆରେ ସଂଘବଦ୍ଧ ଆକ୍ରମଣ ପରେ ଯୁବକଙ୍କୁ ଗୁଳି ମାଡ଼ କରି ଅଭିଯୁକ୍ତ ଫେରାର । ଆହତଙ୍କ ବାମ ଆଣ୍ଠୁରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ପ୍ରଥମେ ରାଉରକେଲା…

STF ହାତରେ ବ୍ରାଉନସୁଗର ବେପାରୀ: ବାଲେଶ୍ୱରରୁ ବେପାରୀ ଏସ୍‌.କେ.ରାଜୁକୁ ଗିରଫ

ବାଲେଶ୍ୱର(କେନ୍ଯୁଜ୍): STF ହାତରେ ବ୍ରାଉନସୁଗର ବେପାରୀ । ୨ କେଜି ୪୦୨ ଗ୍ରାମର ଧଳାଜହର ଜବତ । ବାଲେଶ୍ୱରରୁ ବ୍ରାଉନସୁଗର ବେପାରୀ ଏସ୍‌.କେ.ରାଜୁକୁ ଗିରଫ କରିଛି ଏସଟିଏଫ୍‌ । ଗତ ୧୬ ତାରିଖରେ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିଲା । ଅଢେଇ କୋଟିର ବ୍ରାଉନସୁଗର ଜବତ ସହ ଜଳେଶ୍ୱରରୁ…

ଅଭିନେତା ବବି ମିଶ୍ରଙ୍କ ନାରେ ଥାନାରେ ଅଭିଯୋଗ କଲେ ପଡୋଶୀ, ମଦ ପିଇ ହେଉଛନ୍ତି ଉତ୍ପାତ!

ଭୁବନେଶ୍ବର(କେନ୍ଯୁଜ୍): ଅଭିନେତା ବବି ମିଶ୍ରଙ୍କ ନାରେ ଥାନାରେ ଅଭିଯୋଗ । ଅଭିଯୋଗ ପରେ ଥାନାକୁ ଡାକି ପଚରା ଉଚରା କରୁଛି ନୟାପଲ୍ଲୀ ଥାନା ପୋଲିସ୍ । ସୂଚନା ଅନୁଯାୟୀ, ମଦ ପିଇ ପଡୋଶୀଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରୁଥିବା ନେଇ ଅଭିଯୋଗ ହୋଇଛି  । ଏନେଇ ନୟାପଲ୍ଲୀ ଥାନାରେ…

ଆଜିଠୁ ତିନିଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ, ମଙ୍ଗଳବାରରୁ ପୁଣି ସର୍ବସାଧାରଣ ଦର୍ଶନ

ପୁରୀ(କେନ୍ଯୁଜ୍): ଆଜିଠୁ ତିନିଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ। ଶନିବାର ଓ ରବିବାର ସଟ୍‌ଡାଉନ୍‌ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ସେପଟେ ଅଗଷ୍ଟ ୩୦ ଜନ୍ମାଷ୍ଟମୀରେ ଭକ୍ତଙ୍କ ଭିଡ଼ରୁ ସଂକ୍ରମଣ ଆଶଙ୍କା ଥିବାରୁ ଏହି ଦିନ ମଧ୍ଯ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯିବ। ଏନେଇ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୯ ନୂଆ ସଂକ୍ରମିତ ଚିହ୍ନଟ, ୬୮ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୯ ନୂଆ ସଂକ୍ରମିତ ଚିହ୍ନଟ। ଏମାନଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୫ ଜଣ । ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ୧୦୦ ତଳେ…