ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ସାମାନ୍ଯ କମି ୧୦୨ ଟଙ୍କା ୨୩ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୬ ଟଙ୍କା ୮୧ ପଇସା ଅଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS…

ସାରା ରାଜ୍ୟରୁ ଉଠିଲା ସପ୍ତାହାନ୍ତ ସଟଡାଉନ୍‌, ହେଲେ ଶ୍ରୀମନ୍ଦିର ପ୍ରଶାସନର SOP ଅନୁଯାୟୀ ଶନିବାର ଓ ରବିବାର ବନ୍ଦ…

ପୁରୀ(କେନ୍ଯୁଜ୍): ସାରା ରାଜ୍ୟରୁ ଉଠିଲା ସପ୍ତାହାନ୍ତ ସଟଡାଉନ୍‌ । ଭୁବନେଶ୍ୱର, କଟକ ଓ ପୁରୀ ସହରରୁ ସଟଡାଉନ୍‌ କଟକଣା ଉଠିଛି । ଏଣିକି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଶନିବାର ଏବଂ ରବିବାର ପୁରୀକୁ ଆସିପାରିବେ। ହୋଟେଲ , ରେସ୍ତୋରାଂ, ଲଜିଂ ଓ ଧର୍ମଶାଳା ଗୁଡିକ ଖୋଲାଯାଇଥିବାରୁ ପର୍ଯ୍ୟଟକଙ୍କ…

ଆଜିଠୁ ଖୋଲିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର, କେବଳ ଡବଲ ଡୋଜ୍‌ ଟିକା ନେଇଥିବା ଭକ୍ତଙ୍କୁ ପ୍ରବେଶ ଅନୁମତି

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ମିଳିଲା ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ। ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଖୋଲିଛି ମନ୍ଦିର। ଭକ୍ତମାନେ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ। କେବଳ ଆଡକଟା ପାଖରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ ସାନିଟାଇଜ୍‌ ଓ…

କଟକ: ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗର ୯ ଜଣ ଗିରଫ, ୩୨ଟି ଗାଡ଼ି ଜବତ

କଟକ(କେନ୍ଯୁଜ୍): କଟକରେ ବଡ଼ଧରଣର ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ । ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗର ୯ ଜଣ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟ ଜଣେ ନାବାଳକ ଥିବା ସୂଚନା ରହିଛି। ସେମାନଙ୍କ ନିକଟରୁ ୩୨ଟି ଗାଡ଼ି ଜବତ ହୋଇଛି। ଗୋଟିଏ ବର୍ଷ ମଧ୍ୟରେ ୧୩୬ଟି ବାଇକ୍‌ ଚୋରି ନେଇ…

ଗାଡ଼ିରେ ପ୍ରେସ୍ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବ ପୋଲିସ୍: ସିପି

କଟକ/ଭୁବନେଶ୍ୱର(କେନ୍ଯୁଜ୍): ଗଣମାଧ୍ୟମକୁ ଢାଲ କରି ବହୁ ବ୍ୟକ୍ତି କଟକ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା କଥା ସାମ୍ନାକୁ ଆସିଛି। ଏଭଳି ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ। ଗାଡ଼ିରେ ପ୍ରେସ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବ ପୋଲିସ। ଏଥିପାଇଁ…

କଦଳୀ ବୋଝେଇ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ, ୨ ଅଟକ

ଜୟପୁର(କେନ୍ଯୁଜ୍): ବାହାରେ କଦଳୀ, ଭିତରେ ଗଞ୍ଜେଇ। କଦଳୀ ବୋଝେଇ ଟ୍ରକରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ। ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଜୟପୁର ସଦର ଥାନା ପୋଲିସ। କଦଳୀ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। କୋରାପୁଟ ଘାଟିରେ ଏକ ଟ୍ରକକୁ…

ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ସରିବ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ୍‌ ଟିକା ଦିଆଯାଇସାରିଛି। ପ୍ରଥମ ଡୋଜ୍‌ ୧ କୋଟି ୬୬ଲକ୍ଷ ଓ ଦ୍ୱିତୀୟ ଡୋଜ୍‌ ୫୩ ଲକ୍ଷ ଲୋକ ନେଇ…

ମେସିନ୍ ଭଳି କାମ କରୁଛନ୍ତି ଗଣେଶ, ଦୈନିକ ରୋଜଗାର ୧୫ଶହରୁ ଅଧିକ

ମାହାଙ୍ଗା(କେନ୍ଯୁଜ୍): ମେସିନ ଭଳି କାମ କରୁଛି ମଣିଷ। ମେସିନ ଭଳି କାମ କରି ଚର୍ଚ୍ଚାରେ ଅଛନ୍ତି କଟକ ଜିଲ୍ଲା ମାହାଙ୍ଗା ହଳଦିଆ ଅଞ୍ଚଳର ଗଣେଶ ସାମଲ । ଗଣେଶଙ୍କ ବୟସ ୪୦ ହେବ। ବାହୁଙ୍ଗି ଭାରରେ ଏକା ସାଙ୍ଗରେ ୪୦ରୁ ଅଧିକ ଇଟା ବୋହି ସେ ୫ ମହଲା ଛାତ ଉପରକୁ ନେଇପାରୁଛନ୍ତି। ଏହାର ଓଜନ…

ଆଦିବାସୀ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା(କେନ୍ଯୁଜ୍): ଆଦିବାସୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା। ଆଦିବାସୀଙ୍କ ଜାହିରା ଭାଙ୍ଗିବା ବିରୋଧରେ ବନ୍ଦ ଡାକରା ଦେଇଛି ଆଦିବାସୀ ସଂଗଠନ । ଉଦଳା ବ୍ଲକ ଅଧିନ ଶିରିପୁରରେ ପଡିଆର ଉନ୍ନତିକରଣ କରିବାକୁ ଯାଇ କିଛି ଠିକାଦାର ଆଦିବାସୀଙ୍କ ଜାହିରାକୁ ଭାଙ୍ଗିଦେଇଥିବା…

ରାଜ୍ୟରେ ରହିବ କି ନାଇଟ୍‌ କର୍ଫ୍ୟୁ? ଆଜି ଆସିବ ସେପ୍ଟମ୍ବର ଗାଇଡଲାଇନ୍

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି କରୋନା ଗ୍ରାଫ୍‌। ହେଲେ ସଂପୂର୍ଣ୍ଣ ଅନଲକ୍‌ ହୋଇନାହିଁ ଓଡ଼ିଶା। ସେପଟେ ଆଜି ସରିବ ଅଗଷ୍ଟ ଅନ୍‌ଲକ ଗାଇଡଲାଇନ ଅବଧି, ଆସିବ ସେପ୍ଟମ୍ବର ଗାଇଡଲାଇନ। କଣ ରହିବ ଏହାର ରୂପରେଖ? ରାଜ୍ୟରେ ବର୍ତ୍ତମାନର କରୋନା ସ୍ଥିତି ଓ ଭବିଷ୍ୟତ ତୃତୀୟ ଲହର ଆଶଙ୍କା ଦେଖି…

ବିଲରୁ କାମ ସାରି ଫେରିବା ବାଟରେ ବଜ୍ରାଘାତରେ ଟଳିପଡିଲେ ଯୁବତୀ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କାଶୀବେଡ଼ା ଗ୍ରାମରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଚନ୍ଦ୍ରା ମୁଣ୍ଡାଙ୍କ ଝିଅ ପଦ୍ମିନୀ ମୁଣ୍ଡା ବିଲରୁ କାମ ସାରି ଫେରିବା ବାଟରେ ବଜ୍ରାଘାତ ହେବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡଥିଲେ। ତେବେ ଖବର…

ଆଜି ପରେ କଣ ହେବ ଆଫଗାନିସ୍ତାନ ଭାଗ୍ୟ? ସାରା ବିଶ୍ୱର ନଜର

ଆଫଗାନିସ୍ତାନ: ଅଗଷ୍ଟ ୩୧ ବା ଆଜି ପରେ କଣ ହେବ ଆଫଗାନିସ୍ତାନ ଭାଗ୍ୟ। ତାଲିବାନୀ ଶାସନକୁ ବିଶ୍ୱର ଅନ୍ୟ ଦେଶ ମାନ୍ୟତା ଦେବେ କି? ବରାଦର କରିବେ ରାଜ୍‌ ନା ଆଉ କିଏ ? କଣ ରହିବ ହମିଦ୍‌ କାରଜାଇ ଓ ଅବଦୁଲ୍ଲାହ ଅବଦୁଲ୍ଲାହ ଭୂମିକା ? ତାଲିବାନ ଏହି ଦୁଇ ନେତାଙ୍କ ସହ କଥା ହୋଇଥିଲା ।…