ଦ୍ରୁତ ଗତିରେ ଗାଡି ଚଳାଇବା ହେଲା କାଳ: ତାମିଲନାଡୁର ବିଧାୟକଙ୍କ ପୁଅ ଓ ସ୍ତ୍ରୀଙ୍କ ସମେତ ୭ ମୃତ

ବେଙ୍ଗାଲୁରୁ(କେନ୍ଯୁଜ୍): ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ତାମିଲନାଡୁର ଜଣେ ବିଧାୟକଙ୍କ ପୁଅ, ସ୍ତ୍ରୀଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଯେ ଗତ ସୋମବାର ବିଳମ୍ବିତ ରାତି ୨ଟା ୩୦ ମିନଟ୍ ସମୟରେ ତାମିଲନାଡୁର DMKର ବିଧାୟକ ଓ୍ୱାଇ ପ୍ରକାଶଙ୍କର ପୁଅ କରୁନା ସାଗର ଓ ସ୍ତ୍ରୀ ବିନ୍ଦୁ…

କୋରାପୁଟ ସ୍ଥିତ ଓଏସଏପି ୩ ବାଟାଲିୟନ ପରିସରରୁ ୭ଫୁଟ ଲମ୍ବ ଅଜଗର ଉଦ୍ଧାର

କୋରାପୁଟ(କେନ୍ଯୁଜ୍): ୭ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର। କୋରାପୁଟ ସ୍ଥିତ ଓଏସଏପି ୩ ବାଟାଲିୟନ ପରିସରରୁ ଉଦ୍ଧାର କରାଯାଇଛି। ଓଡ୍ରାଫର ନବ ନିର୍ମିତ କୋଠାର କାମ ଦେଖିବାକୁ ଯାଇଥିବାବେଳେ ଯବାନମାନେ ସାପଟିକୁ ଠାବ କରିଥିଲେ। ସ୍ନେକ ଲାଇନ୍‌ ହେଲପ୍‌ ଲାଇନ୍‌ ଆସି ସାପକୁ ଉଦ୍ଧାର କରିଛି।…

୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ

ଭୁବନେଶ୍ବର(କେନ୍ଯୁଜ୍): ୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ । 5T ଅଧିନରେ ଉତ୍କୃଷ୍ଟ ତଦନ୍ତ ପାଇଁ ମିଳିବ ଏହି ମେଡାଲ । ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନାମ ପ୍ରକାଶ କରାଯାଇଛି । ଏଥିରେ STF, EOW ଓ ବିଭିନ୍ନ ଜିଲ୍ଲା ପୋଲିସ ଅଫିସରଙ୍କ ନାଁ ସାମିଲ ରହିଛି ।…

ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ: ପୋଲିସ୍ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ରାୟଗଡ଼ା(କେନ୍ଯୁଜ୍): ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ। ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା। ରାୟଗଡ଼ା ଅମ୍ବାଦଳା ଥାନା ଟିକାରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲ୍‌ବାହିନୀ। ଗତକାଲି ରାତିରେ ୧୦ରୁ ଅଧିକ ମାଓବାଦୀ ଘରୁ ଡାକି ନେଇ…

ହାଇଓ୍ୱା ସହ ଟ୍ରକ୍ ମୁହାଁ ମୁହିଁ ଧକ୍କା, ଜଣେ ମୃତ

ରେଢାଖୋଲ(କେନ୍ଯୁଜ୍): ରେଢ଼ାଖୋଲ ଠାରୁ ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ଚାଟୁଣୀ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିା ଘଟଣାସ୍ଥଳରେ ହାଇଓ୍ୱା ଚାଳକ ମୃତ୍ୟୁବରଣ କରିଛନ୍ତି। ରେଢ଼ାଖୋଲ ପଟୁ ଏକ ଟ୍ରକ ସମ୍ବଲପୁର ଅଭିମୁଖେ…

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ପଣ୍ଡ: ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ୱର(କେନ୍ଯୁଜ୍): ଏସବିଆଇ ବ୍ୟାଙ୍କ୍‌ରୁ ଲୁଟ୍‌ ଉଦ୍ୟମ ପଣ୍ଡ । ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ବେଳେ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କା ଜବତ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଟଳା ଷ୍ଟେଟ୍‌ ବ୍ୟାଙ୍କକୁ ଲୁଟ୍‌ ଉଦ୍ୟମ ବେଳେ ଗିରଫ ହେଲା ଲୁଟେରା । ଗିରଫ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୧୯ କରୋନା ପଜିଟିଭ୍‌ ଚିହ୍ନଟ, ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୨୫ ଜଣ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ୭୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭ ହାର ରହିଛି ୧.୧୧ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍‌ କେସରେ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ୍‌…

ମହାରାଷ୍ଟ୍ର ଜଲଗାଓଁରେ ଭୟଙ୍କର ବନ୍ୟା: ଜଣଙ୍କର ମୃତ୍ୟୁ, ଭାସିଗଲେ ୧୫ ଜଣ

ମହାରାଷ୍ଟ୍ର: ମହାରାଷ୍ଟ୍ର ଜଲଗାଓଁରେ ଭୟଙ୍କର ବନ୍ୟା ସ୍ଥିତି । ପ୍ରବଳ ବର୍ଷାରେ ଆକସ୍ମିକ ବନ୍ୟା ଆସି ବିପର୍ଯ୍ୟାୟ ସୃଷ୍ଟି କରିଛି । ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଲୋକ ଭାସି ଯାଇଛନ୍ତି । ସେମାନଙ୍କର କିଛି ଖୋଜ ଖବର ମିଳିନି । ସେହିପରି ୭୦୦ ରୁ ୮୦୦ ଗୃହପାଳିତ ପଶୁ…

ଭୁବନେଶ୍ୱର:ଜୁଆ ଖେଳ ଚାଲିଥିବାବେଳେ କଲ୍ୟାଣ ମଣ୍ଡପରେ ରାତିଅଧିଆ ଚଢାଉ, ୧୨ଜୁଆଡି ଗିରଫ

ଭୁବନେଶ୍ୱର (କେନ୍ଯୁଜ୍): କଲ୍ୟାଣ ମଣ୍ଡପରେ ରାତି ଅଧରେ ଚଢାଉ। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟିରେ ଜୁଆ ଖେଳ ଚାଲିଥିବାବେଳେ ପୋଲିସର ଚଢାଉ। ୧୨ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ୨ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଏହାସହ ୩ଟି ବାଇକ୍‌, ଗୋଟିଏ ଅଟୋ ଓ…

ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୨୦ ଟଙ୍କା କମି ୪୬,୩୮୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୨୦ ଟଙ୍କା କମି ୪୭,୩୮୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ…

ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟରେ ଅଗ୍ନିକାଣ୍ଡ, ୫ଟି ଦୋକାନ ଜଳିପୋଡି ପାଉଁଶ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟରେ ଅଗ୍ନିକାଣ୍ଡ। ନିଆଁ ଲାଗି ୫ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…

୩୧ କୋଟି ଟଙ୍କା ଠକେଇ ମାମଲା: ୨ ଜଣଙ୍କୁ ୫ ବର୍ଷ କାରାଦଣ୍ଡାଦେଶ, ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ସୈନିକ ୱେଲଫେୟାର ଅର୍ଗାନାଇଜେସନର ୩୧ କୋଟି ଟଙ୍କା ଠକେଇ ମାମଲାରେ ୨ ଜଣଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ହୋଇଛି । ସେମାନଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ସୁଲଭ ଦରରେ ଘର କରାଇ ଦେବେ କହି ୫୩୨ ଜଣଙ୍କ ଠାରୁ ୩୧ କୋଟିରୁ ଅଧିକ ଠକିଥିଲେ…