Below header

ପୃଥିବୀ ପାଖ ଦେଇ ଗତି କରିବ ୩ ବିଶାଳକାୟ ଆଷ୍ଟ୍ରଏଡ଼, ନାସାର ତୀକ୍ଷ୍ଣ ନଜର

ନୂଆଦିଲ୍ଲୀ: ପୃଥିବୀ ପାଖ ଦେଇ ଗତି କରିବ ୩ ବିଶାଳକାୟ ଆଷ୍ଟ୍ରଏଡ଼। ଚଳିତ ମାସରେ ପୃଥିବୀର ଖୁବ୍‌ ନିକଟ ଦେଇ ଗତି କରିବ ୩ ଆଷ୍ଟ୍ରଏଡ଼ । ଏହା ଉପରେ ନାସାର ତୀକ୍ଷ୍ଣ ନଜର ରଖିଛି। 2010RJ53 ନାମକ ଏକ ଆଷ୍ଟ୍ରଏଡ଼ ଆଜି ପୃଥବୀ ନିକଟତର ହେବ। ପୃଥିବୀ ଠାରୁ ୩ଲକ୍ଷ ୬୬ହଜାର କିଲୋମିଟର ଦୂରରେ ଗତି…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୧ କରୋନା ପଜିଟିଭ୍‌ ଚିହ୍ନଟ, ୧୮ ବର୍ଷରୁ କମ୍ ବର୍ଗରେ ୧୧୭ଜଣ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭ୍‌ ହାର ରହିଛି ୧.୧୮ ପ୍ରତିଶତ । ଚିନ୍ତା ବଢାଉଛନ୍ତି ୦ରୁ ୧୮ ବର୍ଷ ବର୍ଗୀୟ । ୭୭୧ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୧୭ ଜଣ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୨୭…

ଆଫଗାନିସ୍ତାନକୁ କ୍ରିକେଟ ଅଷ୍ଟ୍ରେଲିଆର ଧମକ, ମହିଳା କ୍ରିକେଟ୍‌କୁ ଅନୁମତି ନ ଦେଲେ ମ୍ୟାଚ୍‌ ରଦ୍ଦ

କେନ୍ଯୁଜ୍: ମହିଳା କ୍ରିକେଟ୍‌କୁ ଅନୁମତି ନ ଦେଲେ ମ୍ୟାଚ୍‌ ରଦ୍ଦ । ମହିଳାଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ନଦେଲେ ଆଫଗାନିସ୍ତାନ ସହ ଟେଷ୍ଟ ମ୍ୟାଚ୍‌ ଖେଳିବନି ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ । ଏଭଳି ନିଷ୍ପତ୍ତି ନେଇଛି କ୍ରିକେଟ ଅଷ୍ଟ୍ରେଲିଆ । ନଭେମ୍ବରରେ ଆଫଗାନିସ୍ତାନ ସହ…

ଆଜି ପୁଣି କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ପୁଣି କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୧୨୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୧୨୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…

ବନ୍ଧୁକ ମୁନରେ ବ୍ଯବସାୟୀଙ୍କ ଘରୁ ୨୦ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୫ ଲକ୍ଷ ଲୁଟ୍

ରାଉଲକେଲା(କେନ୍ଯୁଜ୍): ବନ୍ଧୁକ ମୁନରେ ଲୁଟ୍‌ । ୨୦ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୫ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମାର୍କେଟରେ ଥିବା ଶ୍ରୀବସ୍ତ୍ରମ ଦୋକାନ ମାଲିକ କମଳ ଅଗ୍ରୱାଲଙ୍କ ଘରେ ଲୁଟ୍‌ ହୋଇଛି। ଗତକାଲି ରାତି ୩ଟାରେ ଘର ପଛପଟ କବାଟ ଭାଙ୍ଗି…

ମାସ୍କ ପିନ୍ଧି ନ ଥିବାରୁ ଅବସରପ୍ରାପ୍ତ ଯବାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ୍, ଭାଇରାଲ୍ ହେଉଛି ଭିଡିଓ

କେନ୍ଦ୍ରାପଡା (କେନ୍ଯୁଜ୍): ଅବସରପ୍ରାପ୍ତ ଯବାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ । କେନ୍ଦ୍ରାପଡା ସହର ତିନିମୁହାଣୀ ଠାରେ ଟାଉନ ଥାନା ପକ୍ଷରୁ ମାସ୍କ ଚେକିଂ ହେଉଥିଲା। କଲେଜ ଛକରେ ଅବସରପ୍ରାପ୍ତ ଯବାନ ପରିବାର ସହ ଫେରୁଥିଲେ । ଠିକ୍‌ ଭାବରେ ମାସ୍କ ପିନ୍ଧି ନ ଥିବାରୁ ପୋଲିସ ଫାଇନ କାଟିଥିଲା ।…

ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୯୮ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୯ ପଇସା କମି ୯୬ ଟଙ୍କା ୫୫ ପଇସା ଅଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ…

ଏସିଏଫ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ସୋର(କେନ୍ଯୁଜ୍): ଏସିଏଫ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଖଇରା ବନ୍ଦ । ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ । ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦାବି ହୋଇଛି । ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୫୯…

୧୦ ମାସ ପୁଅର ଗଳା ଚିପିବା ପରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ, ତାପରେ କଲା ଆତ୍ମହତ୍ୟା

ବ୍ରହ୍ମପୁର (କେନ୍ଯୁଜ୍): ସ୍ତ୍ରୀ, ପୁଅକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା । ବ୍ରହ୍ମପୁର ଚମାଖଣ୍ଡି ଥାନା କୋଟବଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ୧୦ ମାସ ପୁଅର ଗଳା ଚିପିବା ପରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ । ଉଭୟଙ୍କୁ ହତ୍ୟା ପରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ।…

୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଆସିଲା BJPର ପ୍ରଭାରୀ ତାଲିକା, ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପି ଦାୟିତ୍ୱ

ନୂଆଦିଲ୍ଲୀ(କେନ୍ଯୁଜ୍): ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପିର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଏ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଘୋଷଣା କରିଛନ୍ତି । ସେହିପରି…

ବଢିଲା ଶ୍ରୀଜୀଉଙ୍କ ଦର୍ଶନ ଅବଧି: ସକାଳ ୭ଟାରୁ ରାତି ୯ଟା ଯାଏ ମିଳିବ ଦର୍ଶନ, ଶନିବାର ବି ଖୋଲା

ପୁରୀ(କେନ୍ଯୁଜ୍): ଏଣିକି ଭକ୍ତଙ୍କ ପାଇଁ ଶନିବାର ଖୋଲାରହିବ ଶ୍ରୀମନ୍ଦିର। ସାନିଟାଇଜ୍‌ ପାଇଁ କେବଳ ରବିବାର ବନ୍ଦ ରଖାଯିବ। ଏହାସହ ବଢିଛି ଶ୍ରୀଜୀଉଙ୍କ ଦର୍ଶନ ଅବଧି । ସକାଳ ୭ଟାରୁ ରାତି ୯ଟା ଯାଏ ମିଳିବ ଦର୍ଶନ । ପୂର୍ବରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ଥିଲା । ଶ୍ରୀମନ୍ଦିର…