Below header

CDC ରିପୋର୍ଟ ତଥ୍ୟ: ଟିକା ନେଇଥିବା ଲୋକଙ୍କ ତୁଳନାରେ ଟିକା ନେଇ ନଥିଲେ ମୃତ୍ୟୁର ରହିଛି ୧୧ ଗୁଣ ଆଶଙ୍କା

କେନ୍ଯୁଜ୍: ଟିକା ନେଇଥିବା ଲୋକଙ୍କ ତୁଳନାରେ ଟିକା ନେଇ ନଥିଲେ ମୃତ୍ୟୁର ୧୧ ଗୁଣ ଆଶଂକା ରହିଛି । ସେହିପରି ଟିକା ନେଇ ନଥିଲେ ମେଡିକାଲରେ ଭର୍ତ୍ତି ହେବାର ୧୦ ଗୁଣ ଆଶଂକା ରହିଛି । ସେଣ୍ଟ୍ରାଲ ଫର ଡିସିଜ୍‌ କଣ୍ଟ୍ରୋଲ-CDCର ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ବସନ୍ତ ଓ ଗ୍ରୀଷ୍ମ…

ଏମ ଟିଭି ସୁପର ମଡେଲରେ ଓଡ଼ିଆ ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ, ରଙ୍ଗବତୀ ଗୀତରେ ମୋହିଲେ ଜଜ୍‌ଙ୍କ ମନ

ଭୁବନେଶ୍ବର(କେନ୍ଯୁଜ୍): ଏମ ଟିଭି ସୁପର ମଡେଲ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ । ଭଲ ପ୍ରଦର୍ଶନ କରିଛନ୍ତି ୧୯ ବର୍ଷୀୟା ସ୍ୱପ୍ନା । ଏହି ସୋ’ରେ ମଲାଇକା ଆରୋରା, ଅନୁଷା ଦାଣ୍ଡେକର, ମିଲିନ୍ଦ ସୋମାନ ଅଛନ୍ତି। ସ୍ୱପ୍ନା ରଙ୍ଗବତୀ ଗୀତରେ ସମସ୍ତଙ୍କ ମନ ମୋହିଥିଲେ । ତାଙ୍କ…

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ଇଷ୍ଟ ଦେବୀଙ୍କୁ ଅର୍ପଣ କରାଯିବ ବର୍ଷର ପ୍ରଥମ ଶସ୍ୟ

ସମ୍ବଲପୁର(କେନ୍ଯୁଜ୍): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପୂରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ । ସବୁଠି ଆନନ୍ଦ ଉତ୍ସାହର ମାହୋଲ । ଇଷ୍ଟ ଦେବୀଙ୍କୁ ବର୍ଷର ପ୍ରଥମ ଶସ୍ୟ ଅର୍ପଣ କରି ନୂଆଁ ଖାଇବେ ପଶ୍ଚିମ ଓଡ଼ିଶାବାସୀ । ଘରେ ଘରେ ସାଜସଜ୍ଜା । ଇଷ୍ଟ ଦେବୀଙ୍କ ପାଖରେ ଭୋଗ ଲଗାଇବା ପରେ…

ଆସନ୍ତା ୧୧ରେ ଆସୁଛି ଏବର୍ଷର ସବୁଠୁ ବଡ ଲଘୁଚାପ ! ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଚିବ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ୧୧ରେ ଏବର୍ଷର ସବୁଠୁ ବଡ ଲଘୁଚାପ। ଆସନ୍ତା ୧୧ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଉତ୍ତର ବଙ୍ଗୋପସାଗର ତତସଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ସୃଷ୍ଟି ହେବାର ୨୪ଘଣ୍ଟା…

କଟକ କନ୍ଦରପୁରରେ ଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କୁ ଗୁଳିମାଡ

କଟକ (କେନ୍ଯୁଜ୍): କଟକ କନ୍ଦରପୁର ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡ । ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଆହତ । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ୟବସାୟୀ ଜଣଙ୍କ ଏକ ଅଟୋରେ କଟକ ଆସୁଥିଲେ । ଦୁଇ ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଗୁଳିମାଡ଼ କରିଥିବା ସୂଚନା ମିଳିଛି ।…

ଲୁଟ୍‌ କରିବା ପଡିଲା ମହଙ୍ଗା: ରାଜଧାନୀରେ ଲୁଟେରାକୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ

ଭୁବନେଶ୍ବର(କେନ୍ଯୁଜ୍): ଲୁଟେରାକୁ ନିସ୍ତୁକ ମାଡ଼ । ରାଜଧାନୀରେ ଜଣେ ଲୁଟେରାକୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ବସ୍‌ ଷ୍ଟପରେ ଅପେକ୍ଷାରତ ଯାତ୍ରୀଙ୍କ ଠାରୁ ଲୁଟ୍‌ କରିଥିଲେ ଲୁଟେରା। ଲୁଟ୍‌ର ଶିକାର ହୋଇଥିବା ରଶ୍ମିରଞ୍ଜନ ସାହୁ ତାଙ୍କ ସାଙ୍ଗଙ୍କ…

ମେଡିକାଲ୍ କର୍ମଚାରୀ ନୁହେଁ ବରଂ ସୁରକ୍ଷା କର୍ମୀ ରୋଗୀଙ୍କୁ ଦେଉଛନ୍ତି ଇଞ୍ଜେକସନ୍‌, ଭାଇରାଲ୍ ହେଉଛି ଭିଡିଓ

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ସୁରକ୍ଷା କର୍ମୀ ରୋଗୀଙ୍କୁ ଦେଉଛନ୍ତି ଇଞ୍ଜେକସନ୍‌ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମେଡିକାଲରେ ଡାକ୍ତର, ପାରା ମେଡିକାଲ କର୍ମଚାରୀ ଥିଲେ। କିଭଳି ଭାବେ ଜଣେ ସୁରକ୍ଷା କର୍ମୀ ଇଞ୍ଜେକ୍ସନ ଦେଲେ ସେ ନେଇ ଉଠିଛି…

ରିମାଣ୍ଡରେ ଆସିବେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ, ଆବେଦନ କଲା ଖୋର୍ଦ୍ଧା ପୋଲିସ୍

ଖୋର୍ଦ୍ଧା (କେନ୍ଯୁଜ୍): ରିମାଣ୍ଡରେ ଆସିବେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ । ଅଧିକ ଖୋଳତାଡ ପାଇଁ ଗୁରୁଜୀଙ୍କୁ ରିମାଣ୍ଡରେ ଆଣିବ ଖୋର୍ଦ୍ଧା ପୋଲିସ । ମାନସ ଦାସଙ୍କୁ ରିମାଣ୍ଡରେ ଆଣିବା ପାଇଁ ଖୋର୍ଦ୍ଧା SDJM କୋର୍ଟରେ ୫ ଦିନିଆ ରିମାଣ୍ଡ ଆବେଦନ କରିଛି ଖୋର୍ଦ୍ଧା ପୋଲିସ। ରିମାଣ୍ଡରେ…

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା: NHRCଙ୍କ ନିକଟରେ ତଥ୍ୟ ଦାଖଲ କଲେ ଅଭିଯୋଗକାରୀ

କେନ୍ଯୁଜ୍: ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ NHRCଙ୍କ ନିକଟରେ ତଥ୍ୟ ଦାଖଲ କଲେ ଅଭିଯୋଗକାରୀ। ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ଅତିରିକ୍ତ ତଥ୍ୟ ଦାଖଲ କରାଯାଇଛି। ୧୧ଟି ପ୍ରସଙ୍ଗରେ NHRCଙ୍କ…

ଆପଣଙ୍କ ସାହାଯ୍ଯ ଅପେକ୍ଷାରେ ତୁଷାର, ଅର୍ଥ ଅଭାବରୁ ହସ୍ପିଟାଲ୍ ବେଡରେ ଜୀବନ ସହ କରୁଛି ସଂଘର୍ଷ

କେନ୍ଯୁଜ୍ ଓଡିଶା : ହସ୍ପିଟାଲ୍ ବେଡରେ ଜୀବନ ସହ ସଂଗ୍ରାମ କରୁଛି ୧୩ ବର୍ଷର ତୁଷାର। ଭଲ ନାଁ ତୁଷାର ରଞ୍ଜନ ସା। ବରଗଡ଼ ଜିଲ୍ଲା ବିଜେପୁର , ଯୋଖିପାଲୀ ଗ୍ରାମରେ ଘର । ବାପା ଗିରିଶ ଚନ୍ଦ୍ର ସା ଜଣେ ପିଇଟି ଶିକ୍ଷକ। ବାପାଙ୍କ ସହ ସବୁଦିନେ ସ୍କୁଲ ଯିବା ଆସିବା କରୁଥିଲା ତୁଷାର। । ଶିଶୁମନ୍ଦିର…

ଆଡୋବ୍‌ ଇଣ୍ଡିଆ ଏମ୍‌ଡି ପଦରେ ଓଡ଼ିଆ ଝିଅ ପ୍ରତିଭା ମହାପାତ୍ର

କେନ୍ଯୁଜ୍: ଆଡୋବ୍‌ ଇଣ୍ଡିଆ ଏମ୍‌ଡି ପଦରେ ଓଡ଼ିଆ ଝିଅ ପ୍ରତିଭା ମହାପାତ୍ର। ଏହି ପଦରେ ଅବସ୍ଥାପିତ ହେବାରେ ପ୍ରଥମ ମହିଳା। ଆଡୋବ୍‌ରେ ଜଏନ୍‌ କରିବା ପୂର୍ବରୁ ପ୍ରତିଭା ଆଇବିଏମ୍‌ରେ କାମ କରୁଥିଲେ। ସାନ୍‌ ଜୋସ୍‌ ସ୍ଥିତ ଆଡୋବ କମ୍ପାନୀର ଭାରତରେ ଥିବା ତିନିଟି ବିଜନେସ୍‌ ୟୁନିଟ୍‌କୁ ସେ…

ପୁଣି ବଢିଲା କରୋନା ଗ୍ରାଫ: ଗତକାଲି ଠାରୁ ୧୪% ବଢିଲା ମାମଲା, ଦିନକରେ ୪୩,୨୬୩ ସଂକ୍ରମିତ

ନୂଆଦିଲ୍ଲୀ: ପୁଣି ବଢିଲା କରୋନା ଗ୍ରାଫ। ଗତକାଲି ଠାରୁ ୧୪ ପ୍ରତିଶତ ବଢିଲା କରୋନା ମାମଲା। ଦିନକରେ ସଂକ୍ରମିତ ହୋଇଛନ୍ତି ୪୩ହଜାର ୨୬୩। ୩୩୮ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ୭୦ ପ୍ରତିଶତ ମାମଲା କେବଳ କେରଳରୁ ଆସିଛି। କେରଳରେ ୩୦ହଜାର ୧୯୬ ଜଣ ସଂକ୍ରମିତ ହୋଇଛନ୍ତି। ୧୮୧ଜଣଙ୍କ…