ଉତ୍ତର ପ୍ରଦେଶ ସମେତ ମହାରାଷ୍ଟ୍ର ଓ ପାଟନାର ଅନେକ ସ୍ଥାନ ଜଳମଗ୍ନ, ଘର ଛାଡ଼ି ଯାଉଛନ୍ତି ଲୋକ

ବର୍ଷା ଆଗମନରେ ଏବେ ସବୁଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦେଶର ଅନେକ ସ୍ଥାନରେ ବନ୍ୟା କାରଣରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସଂଘାତିକ ହେବାରେ ଲାଗିଛି । ରାଜ୍ୟର ୨୪ଟି ଜିଲ୍ଲା ବନ୍ୟା ଘେରରେ ରହିଥିବା ବେଳେ ଲୋକମାନେ ଘରୁ…

ରାଜସ୍ଥାନ: ଏଠାରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଦିନ ତିଆରି ହୁଏ ୭ ହଜାର ଶିବଲିଙ୍ଗ

ଶ୍ରାବଣ ମାସରେ ସମସ୍ତେ ଶିବଙ୍କ ଆରଧାନାରେ ନିଜକୁ ମଗ୍ନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଅନେକ ଭିଡ଼ିଓ ସାମ୍ନାକୁ ଆସୁଛି। ସେହିଭଳି ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି ସୁଦୂର ରାଜସ୍ଥାନରୁ। ଶ୍ରାବଣ ମାସରେ ରାଜସ୍ଥାନର ପାଲି ସହରରେ ଭକ୍ତ ମାନେ ଶିବଙ୍କ ପୂଜାରେ ନିଜକୁ…

ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରୀ ପାଇଁ ବାହାରିଲା ୩୪୭ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରୀ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦେଶରେ ସିିନିଅର ମ୍ୟାନେଜର, ମ୍ୟାନେଜର, ଅସିଷ୍ଟାଣ୍ଟ ମ୍ୟାନେଜର ସହ ବିଭିନ୍ନ ବିଶେଷଜ୍ଞ ଅଧିକାରୀ ପଦବୀ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ମାନେ ୧୨ ଅଗଷ୍ଟ…

ଆପତ୍ତିଜନକ ପୋଷ୍ଟ କାରଣରୁ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାଙ୍କ ଟ୍ଵିଟର ଆକାଉଣ୍ଟ ହେଲା ସସ୍ପେଣ୍ଡ

ଟ୍ଵିଟର ଇଣ୍ଡିଆ ପକ୍ଷରୁ ଗୁରୁବାର କଂଗ୍ରେସର ୨୩ ନେତାଙ୍କ ଟ୍ଵିଟର ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି। ଏହି ଲିଷ୍ଟରେ ରାହୁଲ ଗାନ୍ଧୀଙ୍କ ଟ୍ଵିଟର ଆକାଉଣ୍ଟକୁ ମଧ୍ୟ ସାମିଲ କରାଯାଇଛି। ଏହା ବ୍ୟତିତ କଂଗ୍ରେସ ପାର୍ଟିର ୭ ଆକାଉଣ୍ଟାଟଙ୍କ ଉପରେ ମଧ୍ୟ ଆକ୍ସନ ନିଆଯାଇଛି। ଯେଉଁନେତା ମାନଙ୍କ…

କରୋନାର ୩ୟ ଲହରରୁ ଶିଶୁଙ୍କ ସୁରକ୍ଷା ପାଇଁ ଗଠନ ହେବ ସ୍ପେଶାଲ ଟାସ୍କଫୋର୍ସ

କୋଭିଡ଼କୁ ନେଇ ପୁଣି ବଢ଼ୁଛି ଚିନ୍ତା। ଦେଶର ଅନେକ ରାଜ୍ୟରେ କୋଭିଡ଼କୁ ନେଇ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବେଙ୍ଗାଲୁରୁରେ ମାତ୍ର ୬ ଦିନରେ ୩୦୦ ରୁ ଅଧିକ ଶିଶୁ ସଂକ୍ରମିତ ହୋଇଛନ୍ତି। ଏହାକୁ ନେଇ ଅନ୍ୟ ରାଜ୍ୟରେ ମଧ୍ୟ ଚିନ୍ତା ବଢ଼ିଛି । କୋଭିଡ଼ର ୩ୟ ଲହରକୁ ନେଇ ରାଜ୍ୟରେ…

ସ୍ଥିର ଅଛି ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ସ୍ଥିର ଅଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୬୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୭ ଟଙ୍କା ୯୫ ପଇସା ଅଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ…

ଭାରତୀୟ ବଜାରରେ ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଭାରତୀୟ ବଜାରରେ ପୁଣି ବଢ଼ିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୫୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୫୪୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ…

ମହିଳାଙ୍କ ପେଟ ଜନିତ ସମସ୍ୟାକୁୁ ଦୂର କରେ ଜୁଆଣି ପାଣି, ଥରେ ଟ୍ରାୟ କରନ୍ତୁ

ଗର୍ଭବତୀ ଥିବା ସମୟରେ ଏବଂ ଗର୍ଭାବସ୍ଥା ପରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ। ଯାହା କାରଣରୁ ସେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ତେଣୁ ଏହି ସମୟରେ ତାଙ୍କର ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଆଜି ଆମେ ଏହାକୁ ନେଇ କିଛି ଖାସ ଟିପ୍ସ ଆଣିଛୁ। ଯାହାକୁ ଆପଣାଇ ଏହି ସମସ୍ୟାରୁ…

ମହାରାଷ୍ଟ୍ର: ୮ମ ପାସ ଯୁବକ ତିଆରି କଲେ ହେଲିକପ୍ଟର, ଟେଷ୍ଟିଂ ବେଳେ ଚାଲିଗଲା ଜୀବନ

ସୋସିଆଲ ମିଡିଆରେ ମହାରାଷ୍ଟ୍ରର ୨୪ ବର୍ଷର ଯୁବକଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗତ କାଲିଠୁ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ୨୪ ବର୍ଷର ଯୁବକ ନିଜ ଜ୍ଞାନ ବଳରେ ହେଲିକପ୍ଟର ତିଆରି କରିଥିଲେ। କିନ୍ତୁ ଏହାର ପରୀକ୍ଷଣ କଲାବେଳେ ଏମିତି କିଛି ଘଟିଲା ଯାହାକୁ ଦେଖିଲା ପରେ ସମସ୍ତେ…

ମଲାଇକାଙ୍କ ପରିବାରରେ ଆସିବେ ନୂଆ ସଦସ୍ୟ, ଜାଣନ୍ତୁ କ’ଣ ରହିଛି ପ୍ଲାନ

ମଲାଇକା ଅରୋଡା ବଲିଉଡ଼ ଜଗତର ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। ସବୁବେଳେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି ମଲାଇକା । ତାଙ୍କ ପୋଷ୍ଟ ଉପରେ ରହିଥାଏ ସମସ୍ତଙ୍କ ନଜର। ଫ୍ୟାସନ ସେନ୍ସଠୁ ଆରମ୍ଭ କରି ଫିଟନେସ ପର୍ଯ୍ୟନ୍ତ ସବୁଥିରେ ମଲାଇକା ରୁହନ୍ତି ଆଗରେ। ତେବେ ତାଙ୍କୁ ନେଇ ଏକ…

ଶରୀରର ଓଜନ ବଢ଼ାଇବା ପାଇଁ ନୀତିଦିନ ଖାଆନ୍ତୁ କଦଳୀ-କ୍ଷୀର, ମିଳିବ ଅନେକ ଫାଇଦା

କଦଳୀ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। କଦଳୀରେ ଅନେକ ଭିଟାମିନ ଓ ପୋଷକ ତତ୍ତ୍ୱ ଭରି ରହିଥାଏ । ଫାଇବରରେ ଭରପୂର ଥିବା କଦଳୀ କେବଳ ଶରୀରକୁ ଶକ୍ତି ପ୍ରଦାନ କରିନଥାଏ ଏହା ଶରୀରର ସମସ୍ତ ରୋଗରୁ ଆମକୁ ସୁରକ୍ଷା ଦେଇଥାଏ। କଦଳୀ ଶରୀରକୁ କ୍ୟାଲସିୟମ, ଭିଟାମିନ-ଡି ପ୍ରଦାନ କରିଥାଏ। କିନ୍ତୁ…

ରାଜ୍ୟର ୪ ପୋଲିସ ଅଧିକାରୀଙ୍କୁ ମିଳିବ “ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ମେଡାଲ”

୨୦୨୧ ବର୍ଷ ପାଇଁ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ କେନ୍ଦ୍ରରୁ ମିଳିବ ଆକର୍ଷଣୀୟ ପଦକ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତଦନ୍ତରେ ଉତ୍କର୍ଷ ପାଇଁ ପଦକ ଘୋଷଣା କରାଯାଇଛି। ମୋଟ ୧୨୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ "ଏକ୍ସିଲେନ୍ସ ଇନ…