Below header

ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ମୋଦୀଙ୍କ ସ୍ପେଶାଲ ଟ୍ରିଟମେଣ୍ଟ, ଜାଣନ୍ତୁ

ଜାଭେଲିନ ଥ୍ରୋରେ ଇତିହାସ ରଚିଥିବା ଗୋଲ୍ଡ ବୟ ନୀରଜ ଚୋପ୍ରାଙ୍କ ସ୍ୱାଗତ ସମ୍ବର୍ନ୍ଧନା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନୀରଜଙ୍କ ମନ ପସନ୍ଦ ଚୁରମା ଏବଂ ଗୋଲଗପ୍ପା ଖୁଆଇବାର ଯୋଜନା ରହିଛି । ଅନୁରାଗ ଠାକୁୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ…

PM Ujjwala Yojana ୨ୟ ଭାଗର ଶୁଭାରମ୍ଭ, ପୁଣି ଥରେ ବିପିଏଲ ପରିବାର ମହିଳାଙ୍କୁ ମିଳିବ LPG ଗ୍ୟାସ ସିଲିଣ୍ଡର

ପ୍ରଧାନମନ୍ତ୍ରୀ ମୋଦୀ ଗରିବଙ୍କ ସହାୟତା କରିବା ପାଇଁ ଅନେକ ଯୋଜନା କରୁଛନ୍ତି । ଏସବୁ ମଧ୍ୟରୁ ଆପଣ PM Ujjwala Yojana ନାଁ ତ ଶୁଣିଥିବେ । ଏହି ଯୋଜନା ଅନ୍ତର୍ଭୁକ୍ତ ଗରିବ ବା ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କୁ ସେ LPG ଗ୍ୟାସ ସିଲିଣ୍ଡର ଦେବାର ଯୋଜନା ରଖିଥିଲେ । ଏବେ ଏହାର ୨ୟ…

କଳାବଜାରୀର ପର୍ଦ୍ଦାଫାଶ କରିବା ପାଇଁ ଅଫିସର ହେଲେ ଚାଷୀ, ଶେଷରେ ଠକଙ୍କୁ ଧରିଲେ

ଜଣେ ଆଇଏଏସ୍ ଅଫିସର କଳାବଜାରୀକୁ ରୋକିବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଲେ । ଚାଷ କାମରେ ହେଉଥିବା ଠକାମିର ପର୍ଦ୍ଦାଫାଶ କରିବା ପାଇଁ ଅଫିସରରୁ ହେଲେ ଚାଷୀ । ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପ୍ରକୃତରେ ଦୋକାନରେ ଚାଷୀଙ୍କ ସହ ଯେଉଁଭଳି ଧୋକା ହେଉଛି , କିପରି ଠକାମିର…

ଆସୁଛି ଜିଓମିର ସବୁଠୁ ଶସ୍ତା ଫୋନ, ଫିଚର୍ସ ରହିଛି ଜବରଦସ୍ତ, ଜାଣନ୍ତୁ

ଗ୍ରାହକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖିବା ସହିତ କରୋନା ସମୟକୁ ଧ୍ୟାନରେ ରଖି ବଜାରରେ ନୂଆ ସ୍ମାର୍ଟଫୋନ ଲଞ୍ଚ ହେଉଛି । ତାହା ବି ପୁଣି ଖୁବ ଶସ୍ତାରେ । ୫ରୁ ୧୦ ହଜାର ମଧ୍ୟରେ ଆପଣ ଏବେ ବେଷ୍ଟ ସ୍ମାର୍ଟଫୋନ କିିଣିପାରିବେ । ଜିଓମି ପକ୍ଷରୁ ଏହି ଦମଦାର ଅଫର ଆରମ୍ଭ ହୋଇଛି । ଏହାସହ…

ନିଜ ଇନକମ୍ ଖବର ପ୍ରସାରିତ ହେବା ପରେ ରିପୋଟର୍ସଙ୍କ ଉପରେ ବର୍ଷିଲେ ଅର୍ଜୁନ

ବଲିଉଡ଼ ଅଭିନେତା ଅର୍ଜୁନ କପୁରଙ୍କ ସହ ମଲାଇକା ଅରୋରାଙ୍କ ରିଲେନସିପକୁ ନେଇ ଖବର ରହିଥାଏ ସବୁବେଳେ ଚର୍ଚ୍ଚାରେ । ଅଭିନେତା ଅର୍ଜୁନ ନିଜ କଥାକୁ ସର୍ବଦା ଖୁଲମଖୁଲା ରଖନ୍ତି । ଏହାରି ମଧ୍ୟରେ କିଛି ଏମିତି ଘଟଣା ଘଟିଯାଇଛି ଯାହାଦ୍ୱାରା ସେ ରିପୋଟର୍ସଙ୍କ ଉପରେ ରାଗ ବର୍ଷା କରିଛନ୍ତି । ନିକଟ…

ଶରୀରର ଚର୍ବିକୁ କମାଇବା ପାଇଁ ଆପଣାନ୍ତୁ ଏହିସବୁ ଆୟୁର୍ବେଦ ଟିପ୍ସ

ଓଜନ ସହିତ ଶରୀରରେ ଥିବା ଚର୍ବି ଅଂଶକୁ କମାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣାନ୍ତି । ତେବେ ପେଟର ଚର୍ବି ଅଂଶକୁ କମାଇବା ବହୁତ କଷ୍ଟ ହୋଇଥାଏ । ଯଦି ଏହା କମିଯାଏ ତେବେ ଏହାକୁ ମେନଟେନ ରଖିବା କଷ୍ଟ ହୋଇଥାଏ । ତେବେ ଏହାରି ମଧ୍ୟରେ ଆୟୁର୍ବେଦର କମାଲ ଏଠି କାମ ଦେଇଥାଏ । ଏକ୍ସପର୍ଟଙ୍କ…

ରିଭର୍ସ ଗିୟରରେ ଚାଲିବ Ola Electric  ସ୍କୁଟର, ମାତ୍ର ୪୯୯ ଟଙ୍କାରେ କରନ୍ତୁ ବୁକିଂ

ଭାରତୀୟ ବଜାରରେ ଅଗଷ୍ଟ ୧୫ରେ Ola Electric ସ୍କୁଟର ଲଞ୍ଚ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି କମ୍ପାନୀର ସିଇଓ ଭବିଶ ଅଗ୍ରୱାଲ । ସ୍କଟରକୁ ନେଇ ସେ ସମସ୍ତ ତଥ୍ୟ ଦେଉଛନ୍ତି । ଏବେ ଟ୍ୱିଟ ଯୋଗେ ନୂଆ ଖବର ସାମ୍ନାକୁ ଆସିଛି । ତେବେ ଏହି ସ୍କୁଟରରେ ଅନେକ ଖାସ ଫିଚର୍ସ ରଖାଯାଇଛି । ଏହା…

ଟୋକିଓ ଅଲମ୍ପିକରେ ଦମଦାର ପ୍ରଦର୍ଶନ କରି ଭାରତକୁ ଗର୍ବିତ କଲେ ଏହି ଖେଳାଳି

ଟୋକିଓ ଅଲମ୍ପିକ ୨୦୨୦ରେ ଗତ କାଲି ଆଥଲେଟ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ହାସଲ କରି ସାରା ଦେଶକୁ ଗର୍ବିତ କରିଛନ୍ତି । ନୀରଜଙ୍କ ଏହି ଶାନଦାର ପ୍ରଦର୍ଶନରେ ପୁରା ଦେଶ ଗୌରବାନ୍ୱିତ ହୋଇଛି ।ତେବେ ଏହାରି ମଧ୍ୟରେ ନୀରଜଙ୍କ ଉପରେ ଗିଫ୍ଟର ବର୍ଷା ଆରମ୍ଭ ହୋଇଛି । କୋଟିରୁ ଢ଼େର ଅଧିକ ଅର୍ଥ ରାଶି…

Vultur ଆପ Android ୟୁଜର୍ସଙ୍କ ସ୍କ୍ରିନ ରେକର୍ଡ କରି ସମସ୍ତ ଡାଟାକୁ କରୁଛି ଲିକ୍‌

ଯଦି ଆପଣ ମଧ୍ୟ ଆଣ୍ଡ୍ରଏଡ ୟୁଜର ହୋଇଥାନ୍ତି ତେବେ ହୋଇଯାନ୍ତୁ ସାବଧାନ । ସିକ୍ୟୁରିଟି ଏକ୍ସପର୍ଟଙ୍କ ପକ୍ଷରୁ ଏକ ନୂଆ ସୂଚନା ଜାରୀ କରାଯାଇଛି । ଏକ ସାଂଘାତିକ ମାଲୱେୟାର ଆପଣଙ୍କ ଡିଭାଇସକୁ ହ୍ୟାକ କରିବାର ସମ୍ଭବନା ରହିଛି । ଏହାର ନାମ Vultur । ଏହା ଡିଭାଇସର ସ୍କ୍ରିନରେ ଆସୁଥିବା ସମସ୍ତ…

ଲମ୍ବା ସମୟ ଧରି ବଟର ରଖିବାର ଜାଣନ୍ତୁ ସହଜ ଟିପ୍ସ

ଦେଶୀ ଖାଦ୍ୟ ଶରୀର ପାଇଁ ଖୁବ ଉତ୍ତମ ହୋଇଥାଏ । କିନ୍ତୁ ଗାଁ ଅପେକ୍ଷା ସହରମାନଙ୍କରେ ଏହି ଖାଦ୍ୟର ଅଭାବ ଦେଖାଯାଏ । ହାଇବ୍ରିଡ ଖାଦ୍ୟ ସହ ସବୁ ଖାଦ୍ୟ ଏବେ ନକଲି ଭାବେ ମିଳୁଛି । ଯାହା ଶରୀରକୁ ହାନି ପହଞ୍ଚଏ । ତେବେ ଏସବୁ ମଧ୍ୟରେ ଆମେ ଖାଦ୍ୟରେ ତେଲ ଅଧିକ ମାତ୍ରାରେ ବ୍ୟବହାର କରିଥାଉ ।…

ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ସମସ୍ତ ଆର୍ଟିଷ୍ଟଙ୍କୁ ନ୍ୟାୟ ଦେବା ପାଇଁ ଶର୍ଲିନଙ୍କ ଇଚ୍ଛା

ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫୀ ମୁଭିରେ ସଂପୃକ୍ତ ଥିବା ସମସ୍ତ ସେଲିବ୍ରେଟିଙ୍କୁ ପୋଲିସ ପଚରାଉଚରା କରୁଛି । ଘଟଣାର ସତ୍ୟତା ବାହାର କରିବା ପାଇଁ ମୁମ୍ବାଇ ପୋଲିସ ଯଥା ସମ୍ଭବ ଚେଷ୍ଟା ଚଲାଇଛି । ଏହି କେସରେ ଓଡ଼ିଶାର କିଛି କଳାକାର ସାମିଲ ଥିବା ବେଳେ ଅନେକ ବଲିଉଡ଼ ଅଭିନେତ୍ରୀ ମଧ୍ୟ…

ରେଳ ଧାରଣାକୁ ଖସି ପଡିଲେ ହ୍ୱିଲ ଚେୟାରରେ ବସିଥିବା ଏହି ବ୍ୟକ୍ତି, ଜାଣନ୍ତୁ ତାପର ଘଟଣା

ନ୍ୟୁୟର୍କର ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓ ସମ୍ପର୍କରେ ଆମେ ଆପଣଙ୍କୁ କହୁଛୁ ସେଥିରେ ଜଣେ ହ୍ୱିଲ ଚେୟାରରେ ବସିଥିବା ବ୍ୟକ୍ତି ଅଚାନକ ରେଳ ଧାରଣା ଉପରୁ ଖସି ପଡିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ଡେଇଁ ପଡ଼ି ତାଙ୍କୁ ସେହି ଧାରଣା ଉପରୁ…