ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ମିଳିଲା ସୂଚନା, ଦୁହେଁ ଅଛନ୍ତି ଏକାଠି

ବଲିଉଡ଼ ଆକ୍ଟର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଦୁଇ କଳାକାର ନିଜର ଲାଟେଷ୍ଟ ଫଟୋକୁ ସବୁବେଳେ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ଏହି ପୋଷ୍ଟରେ ଅନେକ ଲାଇକ ଏବଂ କମେଣ୍ଟ…

କମିଛି ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

କମିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୪୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୭ ଟଙ୍କା ୩୧ ପଇସା ଅଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ…

ଭାରତୀୟ ବଜାରରେ ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଭାରତୀୟ ବଜାରରେ ପୁଣି ବଢ଼ିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬, ୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୦୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦…

ଦିନ ଆରମ୍ଭରୁ ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ

ମେଷ : ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରିବେ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ବୃଷ : ଆଜି ଦିନଟି…

ରହସ୍ୟ ଘେରରେ ଏହି ସ୍ଥାନ, ବିଜୁଳି ଘର ମିରାକାଇବୋ ପାଇଛି ଗିନିଜ ବୁକରେ ସ୍ଥାନ

ବିଜ୍ଞାନ ଆଜି ଅନେକ ଆଗକୁ ବଢ଼ିଛି। କିନ୍ତୁ ଏହାପରେ ବି ଦୁନିଆରେ ଏମିତି ଅନେକ ରହସ୍ୟ ଲୁଚି ରହିଛି ଯାହାର ପ୍ରମାଣ ବିଜ୍ଞାନକୁ ଏବେ ପର୍ଯ୍ୟନ୍ତ ମିଳିନାହିଁ। ସେଭଳି ରହସ୍ୟ ଘେରରେ ଲୁଚି ରହିଛି ଆମେରିକା ଭେନେଜୁଏଲାର ଏହି ସ୍ଥାନ । ଏହି ରହସ୍ୟ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୋଣସି ପ୍ରାମାଣିକ…

ବିଦ୍ୟୁତରେ ଚାଲୁଚି ପଞ୍ଚତାରକା ହୋଟେଲ, ଏଭଳି ବିଦ୍ୟୁତ ଶକ୍ତିରେ ଚାଲୁଥିବା ଏହା ବିଶ୍ୱର ଏକମାତ୍ର ହୋଟେଲ

ପ୍ରକୃତିର ଭୟଙ୍କର ରୂପ ଆପଣ ଅନେକ ବାର ଭିଡ଼ିଓ ମାଧ୍ୟମରେ ଦେଖିଥିବେ ।  ଆଜି ପୁରା ଦୁନିଆରେ ଜଳବାୟୁରେ ଯଦି ପରିବର୍ତ୍ତନ ହେଉଛି, ତେବେ ଏଥିପାଇଁ ମନୁଷ୍ୟ ଜଗତ ହିଁ ଦାୟୀ। ଏହା ଆମେ କାହିଁକି କହୁଛୁ ଆପଣ ନିଶ୍ଚୟ ବୁଝିପାରୁଥିବେ।  ପ୍ଲାଷ୍ଟିକ ବ୍ୟବହାର ଏହାର ମୁଖ୍ୟ କାରଣ । ଜୀବ ଜଗତ ସହିତ…

ଆଫ୍ରିକାନ ଗଭର୍ଣ୍ଣମେଣ୍ଟ କମିଶନ ନାଇଜେରିଆରୁ ଡାକ୍ତର ନିରାକାରଙ୍କୁ କରାଗଲା ସମ୍ମାନିତ

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ନିରାକାର ଜେନାଙ୍କୁ ନାଇଜେରିଆରୁ ଅନ୍ତର୍ଜାତୀୟ ସମ୍ମାନ । କରୋନା ସମୟରେ ନିଜ ୟୁ-ଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଲୋକଙ୍କୁ ପ୍ରାଣୀ ଚିକିତ୍ସା ସମ୍ପର୍କରେ ଉପାଦେୟ ଉପଦେଶ ଦେଇ ସୁନାମ ଅର୍ଜନ କରିଥିଲେ ନିରାକାର । ଏଥିପାଇଁ ତାଙ୍କ…

ଦୁନିଆର ପ୍ରଥମ ଦାମୀ ଭୂତଳ ହୋଟେଲ, ଉପଭୋଗର ରହିଛି ସମସ୍ତ ବ୍ୟବସ୍ଥା

ସାରା ଦୁନିଆରେ ଲୋକମାନେ ହୋଟେଲ ତଥା ରେସ୍ତୋରାଁକୁ ତାହାର ଉଚ୍ଚତାକୁ ନେଇ ଜାଣିଥାନ୍ତି। କିନ୍ତୁ ଆମେ ଆପଣଙ୍କୁ ଆଜି ଅଣ୍ଡରଗ୍ରାଉଣ୍ଡ ହୋଟେଲ ସମ୍ପର୍କରେ କହିବୁ। ଏହା ତାହାର ହାଇଟ ନୁହେଁ ବରଂ ଗଭୀରତାକୁ ନେଇ ବିଶ୍ୱ ପ୍ରସିଦ୍ଧ। ଏହି ହୋଟେଲ ଚୀନର ସଂଘାଇରେ ଅବସ୍ଥିତ । ସଂଘାଇର ଏହି…

ମଲ୍ଲି ଫୁଲ ଚାଷ କରି ମହିଳା ରୋଜଗାର କଲେ ୮୫ ହଜାର ଟଙ୍କା

ମନରେ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ମାଙ୍ଗାଲୋରର ଏହି ଜସ୍ମିନ ଲେଡି। ମହିଳାଙ୍କ କାମ ତାଙ୍କୁ ଏହି ପରିଚୟ ଦେଇଛି। ମହିଳା ଜଣକ ପେଶାରେ ଜଣେ ଆଡେଭୋକେଟ୍। କିନ୍ତୁ ନିଶା ତାଙ୍କର ଫୁଲ ଚାଷ କରିବା । ଛାତ ଉପରେ ଅର୍ଗାନିକ ଫାର୍ମିଂ କରି ରୋଜଗାର…

ତାଲିବାନର ଆତଙ୍କୀ ହମଲା ପରେ ଆଫଗାନିସ୍ତାନ କ୍ରିକେଟରଙ୍କ IPL ଅଂଶ ଗ୍ରହଣକୁ ନେଇ ଉଠିଲା ପ୍ରଶ୍ନ

ଆଫଗାନିସ୍ତାନର ପରିସ୍ଥିତିକୁ ଦେଖି ଅନେକ ପ୍ରଶ୍ନ ଉଠୁଛି। ଆଗକୁ ହେବାକୁ ଥିବା କ୍ରିକେଟ ମ୍ୟାଚରେ ଆଫଗାନିସ୍ତାନର ଖେଳାଳି ଭାଗ ନେବେ କି ନାହିଁ ସେ ନେଇ ଏବେ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି। ଆଫଗାନିସ୍ତାନର ଖେଳାଳି ରାସିଦ ଖାନ ଏବଂ ମହମ୍ମଦ ନବୀ ୧୯ ସେପ୍ଟେମ୍ବରରେ ୟୁନାଇଟେଡ ଆରବ ଅମୀରାତରେ…

କାବୁଲ ଏୟାରପୋର୍ଟରୁ ସମସ୍ତ ବାଣିଜ୍ୟିକ ବିମାନ ଚଳପ୍ରଚଳ କରାଗଲା ବନ୍ଦ

ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଅନ୍ୟ ଦେଶକୁ ଚିନ୍ତାରେ ପକାଇଛି। ଲୋକମାନେ ଭୟରେ ଦେଶ ଛାଡି ଯାଉଛନ୍ତି। ଏହାର ଅନେକ ଭିଡ଼ିଓ ମଧ୍ୟ ଭାଇରାଲ ହେଲାଣି। ସେଥିପାଇଁ କାବୁଲରୁ ସମସ୍ତ ବାଣିଜ୍ୟିକ ବିମାନ ଚଳପ୍ରଚଳ ବନ୍ଦ କରାଯାଇଛି । ତେବେ ଏହାରି ମଧ୍ୟରେ ଭାରତ ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ…

୨୪ବର୍ଷ ଯୁବକଙ୍କ ପ୍ରେମରେ ପଡିଲେ ୬୧ ବର୍ଷର ବୃଦ୍ଧା, ଶୀଘ୍ର କରିବେ ବିବାହ

ପ୍ରେମ ପାଇଁ କୌଣସି ବୟସ ସୀମା ନଥାଏ । ଏହା ଆପଣ ଅନେକ ବାର ଶୁଣିଥିବେ । ଉଦାହରଣ ମଧ୍ୟ ଦେଖିଥିବେ । ଏଭଳି ଏକ ଖବର ଆସିଛି ସୁଦୂର ଆମେରିକାରୁ । ଏଠାରେ ଜଣେ ମହିଳା(ବୃଦ୍ଧା) ପଡ଼ିଯାଇଛନ୍ତି ୨୪ ବର୍ଷିୟ ଯୁବକଙ୍କ ପ୍ରେମରେ । କଥାଟା ଶୁଣି ଅଜବ ଲାଗୁଛି ନା । କିନ୍ତୁ ଏ ଘଟଣା ସତରେ ଘଟିଛି । ୧୭…