ଟାଇଗର-୩ରେ ସଲମାନଙ୍କ ଫଟୋ ହେଲା ଭାଇରାଲ, ଦେଖନ୍ତୁ ଭାଇରାଲ ଫଟୋ

ବଲିଉଡ଼ ଅଭିନେତା ସଲମାନ ଖାନ ଏବେ ତାଙ୍କର ଅପକମିଂ ମୁଭିକୁ ନେଇ ରହୁଛନ୍ତି ବ୍ୟସ୍ତ । ଆଗକୁ ତାଙ୍କର ଟାଇଗର ଫ୍ରାଞ୍ଚାଇଜର ୩ୟ ଭାଗ ରିଲିଜ ହେବାକୁ ଯାଉଛି ।ସୁଟିଂକୁ ନେଇ ଭାଇଜାନ ବ୍ୟସ୍ତ ରହୁଥିବା ବେଳେ ଏବେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି । ଦେଖନ୍ତୁ ଥରେ ସେହି ଫଟୋ । ଭାଇଜାନ ଏବେ ଫିଲ୍ମ…

ଏହିସବୁ ଗଛ ପାଖକୁ ଯିବା ମାତ୍ରେ ହୋଇଯାଏ ବ୍ୟକ୍ତିର ମୃତ୍ୟୁ, ଜାଣନ୍ତୁ ଏହାର ନାମ

ଆମେ ସମସ୍ତେ ଗଛକୁ ଲୋକଙ୍କ ଜୀବନ ଜିଇଁବାର ମାଧ୍ୟମ ବୋଲି ମାନିଥାଉ । କିନ୍ତୁ ଦୁନିଆରେ ଏମିତିି ଅନେକ ଗଛଲତା ରହିଛନ୍ତି ଯେଉଁମାନେ ଲୋକଙ୍କ ଜୀବନ ନେବାରେ ଟିକେ ମାତ୍ର ବିଳମ୍ବ କରନ୍ତି ନାହିଁ । ଅର୍ଥାତ ଲୋକଙ୍କ ମୃତ୍ୟୁ ପାଇଁ ଏହି ଗଛଲତା ଦାୟୀ ହୋଇଥାନ୍ତି । ଆଜି ଆମେ ସେହି ସମ୍ପର୍କରେ…

ଆଜିର ପବିତ୍ର ଦିନରେ ଆକାଶରେ ଦେଖାଯିବ “ବ୍ଲୁମୁନ”, ଜାଣନ୍ତୁ ଏହାର କାରଣ

ଆଜି ପବିତ୍ର ରକ୍ଷା ବନ୍ଧନ । ସାରା ଦେଶରେ ଆଜି ଏହି ପବିତ୍ର ଦିବସକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି । ଏହିଦିନ ଆକାଶରେ ପୂର୍ଣ୍ଣ ଚନ୍ଦ୍ରମା ଦେଖାଯାଏ । ଅନ୍ତରୀକ୍ଷରେ ଏହାକୁ ନେଇ ଅଜବ ଘଟଣା ହେବାର ଶୁଣିବାକୁ ମିଳିଛି । ଆମେରିକା ଆଷ୍ଟ୍ରୋନୋମିକାଲ ସୋସାଇଟି ଅନୁଯାୟୀ ଆଜି ରବିବାର ଆକାଶରେ…

ଲାକ୍ଟୋଜ ଇନଟଲେରାନ୍ସ ସମସ୍ୟାକୁ ଦୂର କରେ ଏହି ସବୁ ଖାଦ୍ୟ, ମାନନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଥାଏ । ଏହା ଗୁରୁତ୍ୱପୂର୍ଣ୍ଣ ମିନେରାଲ୍ସ ଭିତରୁ ଏକ । ଏହା ଆମ ଶରୀର ହାଡ଼କୁ ଶକ୍ତ କରିଥାଏ । ଏହାସହ ଦାନ୍ତ ମଧ୍ୟ ମଜବୁତ ରହିଥାଏ । କେବଳ ଏତିକି ନୁହେଁ ବରଂ ଏହା ଆମ ଶରୀରର ବ୍ଲଡ କ୍ଲଟିଂ ଏବଂ ମାଂସପେଶୀ ଜନିତ ସମସ୍ୟାକୁ ରୋକିବାରେ…

ସୋ’କୁ ଫେରିଲେ ଶିଳ୍ପା, ଦେଲେ ରାଣୀ ଝାନ୍ସୀ ବାଈଙ୍କ ତ୍ୟାଗର ବାର୍ତ୍ତା

ଫେରିଛନ୍ତି ଶିଳ୍ପା ସେଟ୍ଟୀ । ଆପଣ ଭାବୁଥିବେ ଏମିତି ଆମେ କାହିଁକି କହୁଛୁ । କିନ୍ତୁ ଆମ କହିବାର କାରଣ ହେଉଛି, ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିବା ପରେ ଶିଳ୍ପା ଜଜ୍ ଥିବା ରିଆଲିଟି ସୋ' ସୁପର ଡାନ୍ସରରୁ  ଉଭାନ ହୋଇଯାଇଥିଲେ । ମିଡିଆ ଆଗରେ ରହିଥିବା ଏହି…

ଦୁନିଆର ସବୁଠୁ ରହସ୍ୟମୟ ସ୍ଥାନ, ଯେଉଁଠି କେବଳ ଝିଅ ମାନଙ୍କୁ ଦିଆଯାଏ ବଳି

ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି ରହସ୍ୟ ସମ୍ପର୍କରେ କହିବୁ , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଏକ ସହର ବିଷୟରେ କହିବୁ ଯାହାକୁ ନେଇ ରହିଛି ଅନେକ ରହସ୍ୟ । ଭୂପୁଷ୍ଠରୁ ଏହା ପାଖାପାଖି ୮୦୦୦ କିଲୋମିଟର ଉପରେ ରହିଛି । କୁହାଯାଏ ଦୁନିଆର ୭ଟି ଅଜୁବା ମଧ୍ୟରେ ଏହା ସାମିଲ ଅଛି…

୯୦ ଦିନ ପରେ ଆପଣଙ୍କ ହ୍ୱାଟସଆପ ଚାଟ୍ ହେବ ଅଟୋ ଡିଲେଟ

ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ୱାଟସଆପ ଗତ ବର୍ଷ ନଭେମ୍ବରରେ ଡିସଅପିୟରିଂ ମେସେଜ ଫିଚର୍ସ ୟୁଜର୍ସଙ୍କ ପାଇଁ ଆଣିଥିଲା । ଏହି ଫିଚର୍ସରେ ମେସେଜ ରିଡ୍ ହେବାର ନିର୍ଦ୍ଦିଷ୍ଟ ସମୟ ପରେ ଅଟୋମେଟିକ ଡିଲେଟ ହୋଇଯାଏ । ହ୍ୱାଟସଆପ ୭ ଦିନ ପର୍ଯ୍ୟନ୍ତ ମେସେଜ ରଖିବାର ଅପସନ ରଖିଥିଲା । ୭ଦିନ ପରେ ଏହି…

DCGI ପକ୍ଷରୁ ୩ଟି ଡୋଜର ସ୍ୱଦେଶୀ ଭ୍ୟାକସିନ “ଜାଇଡସ କାଡିଲା”କୁ ମିଳିଲା ଅନୁମତି

କରୋନା ଭାଇରସକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । କୋଭାକ୍ସିନଠୁ ଆରମ୍ଭ କରି ଜନସନ ଆଣ୍ଡ ଜନସନ ଭଳି ଭ୍ୟାକସିନ ଲୋକଙ୍କ ସୁରକ୍ଷା ପାଇଁ ବାହାର କରାଯାଇଛି । ଏବେ ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଜାଇଡସ କାଡିଲା ଟୀକାର ବ୍ୟବହାରକୁ…

ଆଜି ମଧ୍ୟ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ହେଲା ?

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୨ ଟଙ୍କା ୯୮ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୭ ଟଙ୍କା ୨୭ ପଇସା ଅଛି। ପ୍ରତିଦିନର ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ ଝଗଝ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ…

ଭାରତୀୟ ବଜାରରେ କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଭାରତୀୟ ବଜାରରେ କମିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୬୪୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ…

ଇଣ୍ଡୋନେସିଆର ଏହି ମନ୍ଦିରରେ ରହିଛି ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ

ଆପଣ ସମସ୍ତେ ସମୁଦ୍ର ମନ୍ଥନ କଥା ତ ବହୁବାର ଶୁଣିଥିବେ। ଏହାକୁ ନେଇ ଅନେକ ପୌରାଣିକ ଗାଥା ମଧ୍ୟ ରହିଛି। ଯାହା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରେ। ହିନ୍ଦୁ ଧର୍ମରେ ଏହାକୁ ନେଇ ଅନେକ ମାନ୍ୟତା ରହିଛି। କୁହାଯାଏ ଯେ, ସମୁଦ୍ର ମନ୍ଥନର ପୂରା ପ୍ରକି୍ରୟା ସୃଷ୍‌ଟି ସଂରଚନା ପାଇଁ ହୋଇଥିଲା…

ଲିଭରକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଦ୍ୟରେ ସାମିଲ କରନ୍ତୁ ଜାଇତ୍ରୀ

ଘର ତିଆରି ତରକାରୀକୁ ସ୍ୱାଦିଷ୍ଟ କରାଇଥାଏ ଗୋଟା ମସାଲା। ଆଜି କାଲି ବ୍ୟସ୍ତ ବହୁଳ ଜୀବନରେ ଗୋଟାମସଲାକୁ ବାଟି ତାକୁ ବ୍ୟବହାର କରିବାପାଇଁ କାହାରି ପାଖେ ସମୟ ନାହିଁ। ତେଣୁ ପ୍ରାୟ ସମସ୍ତେ ବଜାରରୁ ପ୍ୟାକେଟ କିଣି ଆଣିଥାନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ନୁହେଁ। ଏହା ବଦଳରେ ଆପଣ…