ଟିକେ ଆଶ୍ବସ୍ତି! ସ୍ଥିର ଅଛି ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ସ୍ଥିର ଅଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୩୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୬ ଟଙ୍କା ୯୨ ପଇସା ଅଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ…

ପୁଣି ଆଜି ବଢିଲା ସୁନା ଦାମ୍, ଜାଣନ୍ତୁ କେତେ ହେଲା ଗ୍ରାମ୍ ପ୍ରତି ଦାମ୍

ଗତକାଲି ତୁଳନାରେ ପୁଣି ବଢିଛି ସୁନା ଦର।‌ ସୁନା ଦାମ୍ ଗତକାଲି ଅପେକ୍ଷା ଆଜି ୩୯୦ ଟଙ୍କା ବଢିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୬୫୦  ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୬,୬୫୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା…

ଏଠାରେ ମାଆଙ୍କ ପ୍ରତିମାରୁ ବାହାରେ ଝାଳ, ଭାରତରେ ଥିବା ଏଭଳି ବିଚିତ୍ର ମନ୍ଦିର ସମ୍ପର୍କରେ ଜାଣନ୍ତୁ ରହସ୍ୟ

ଭଗବାନଙ୍କୁ ନେଇ ଏମିତି ଅନେକ କଥା ରହିଛି, ଯାହାକୁ ଜାଣିବା ପାଇଁ ଆମର ଇଚ୍ଛା ରହିଥାଏ। ହିନ୍ଦୁ ଧର୍ମରେ କିମ୍ବଦନ୍ତୀଙ୍କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। ଆଜି…

ଓଡ଼ିଶାରେ ଜୁଲ।ଇ ଓ ଅଗଷ୍ଟରେ କମ ବର୍ଷା: ଆଇଏମଡି ଡିଜି

(କେ ନ୍ୟୁଜ): ଓଡିଶାରେ ଜୁଲାଇ ଓ ଅଗଷ୍ଟରେ ହୋଇଛି କମ୍ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସଂଖ୍ୟା କମ୍ ଏହାର ମୁଖ୍ୟ କାରଣ। ଆଗାମୀ ୫ ଦିନରେ ବେଶି ବର୍ଷାର ଆକଳନ ନାହିଁ। ଏହାକୁ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି। ଡିଜିଙ୍କ କହିବା ଅନୁଯାୟୀ, ପ୍ରତି ବର୍ଷ ୧୩ ଓ ୧୪ଟି ଲଘୁଚାପ ସୃଷ୍ଟି…

ଅଯୋଧ୍ୟା, ବାରଣାସୀ ଓ ପ୍ରୟାଗରାଜ ବୁଲିବାର ସୁବର୍ଣ୍ଣ ସୁଯୋଗ ଆଣିଲା IRCTC, ଜାଣନ୍ତୁ କ’ଣ ରହିଛି ପ୍ୟାକେଜ

ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଂ ଟୁରିଜିମ କର୍ପୋରେସନ ଯାତ୍ରୀ ମାନଙ୍କ ପାଇଁ ଭଲ ପ୍ୟାକେଜ ଆଣିଛି। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଟୁର ପ୍ୟାକେଜ ଆଣିଛି ରେଳ ବିଭାଗ। ଏହି ପ୍ୟାକେଜରେ ୪ ରାତି ଅର୍ଥାତ ୫ଦିନ ରହିଛି । ଏହାସହ ଯାତ୍ରାରେ ୩ଟି ପ୍ରମୁଖ ସ୍ଥାନ ରହିଛି। ବନାରସ, ଅଯୋଧ୍ୟା ଓ…

ପ୍ରୋଟୋକଲ ଉଂଲଘନ କରି ଗଣମାଧ୍ୟମଙ୍କୁ ବିବୃତି ଦେବା CISF ଯବାନଙ୍କୁ ପଡିଲା ମହଙ୍ଗା, ଫୋନ ହେଲା ଜବତ

ନିକଟ ଅତୀତରେ ଏୟାରପୋର୍ଟରେ ସଲମାନ ଖାନଙ୍କୁ ଅଟକାଇଥିବା ସିଆଇଏସଏଫ୍‌ ଯବାନ ଖୁବ ଚର୍ଚ୍ଚାରେ ଆସିଥିଲେ। ଯବାନ ଜଣକ ଥିଲେ ନୟାଗଡ଼ର ସୋମନାଥ ମହାନ୍ତି। ସଲମାନ ନିଜର ଅପକମିଂ ମୁଭି ଟାଇଗର ୩ର ସୁଟିଂ ପାଇଁ ବିଦେଶକୁ ଯିବାପାଇଁ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ଚେକିଂ ସ୍ଥାନରେ…

ପଞ୍ଜଶୀର ଯବାନଙ୍କ ହମଲାରେ ୩୦୦ ତାଲିବାନୀ ମୃତ, ଅନେକ ହୋଇଛନ୍ତି ବନ୍ଦୀ

ଆଫଗାନିସ୍ତାନରେ ତାଲିବାନ ଆତଙ୍କର ଭୟାବହ ସମସ୍ତଙ୍କୁ ଡରାଇ ରଖିଛି । ଲୋକମାନେ ଭୟରେ ଦେଶ ଛାଡ଼ି ଯାଉଛନ୍ତି। ତେବେ ଆଫଗାନର ପ୍ରାୟ ସମସ୍ତ ସ୍ଥାନକୁ ତାଲିବାନ ନିଜ କବଜାକୁ ଆଣିଛି । କିନ୍ତୁ ଏବେ ବି ଏମିତି ଏକ ସ୍ଥାନ ରହିଛି ଯେଉଁଠି ତାଲିବାନ ନିଜ କାୟା ବିସ୍ତାର କରିବାରେ ସଫଳ ହୋଇନାହିଁ।…

କମିଛି ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

କମିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୩୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୬ ଟଙ୍କା ୯୨ ପଇସା ଅଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର…

ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ସୁନା ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୨୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୨୬୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୬୭୦ ଓ ୪୮,୬୫୦ ଟଙ୍କା ହୋଇଛି।…

ତାଲିବାନ କବଜାରୁ ନିଜକୁ ମୁକୁଳାଇ ଭାରତ ପହଞ୍ଚିଲେ ଆଫଗାନିସ୍ତାନ ସାଂସଦ ନରେନ୍ଦ୍ର ସିଂ ଖାଲସା, ଦେଲେ ଭାବୁକ ଭରା…

ଆଫଗାନିସ୍ତାନରେ ତାଲିବାନର କବଜା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦେଶ ଛାଡି ବିଦେଶରେ ଏବେ ନିଜ ପାଇଁ ଆଶ୍ରୟସ୍ଥଳ ଖୋଜୁଛନ୍ତି ଆଫଗାନିସ୍ତାନ ଜନବାସୀ । ଏଭଳି ଦୁର୍ଦ୍ଦଶା ଓ ଅସହାୟ ପରିସ୍ଥିତି ଦେଖି ସମସ୍ତେ ଏବେ ସ୍ତବ୍ଧ । ଆଫଗାନ ସରକାର ମଧ୍ୟ ତାଲିବାନକୁ ଡରି ଶାସନ ଗାଦିକୁ ଛାଡ଼ି…

ଭାରତରେ ଲଞ୍ଚ ହେଲା ଦମଦାର ଫିଚର୍ସ ଥିବା ୱାୟାରଲେସ ଇୟରଫୋନ, ରହିଛି ଜବରଦସ୍ତ କ୍ୱାଲିଟି

ଚୀନର କମ୍ପାନୀ ଆଙ୍କର ଇନୋଭେସନ Soundcore R500 ନେକବ୍ୟାଣ୍ଡ ଷ୍ଟାଇଲ ଇୟର ଫୋନକୁ ଭାରତରେ କରିଛି ଲଞ୍ଚ । କମ୍ପାନୀର କହିବା କଥା ଯେ, ଏହା ସିଙ୍ଗଲ ଚାର୍ଜରେ ଚାଲିବ ୨୦ ଘଣ୍ଟା । ଫାଷ୍ଟ ଚାର୍ଜିଂ ପାଇଁ ଏଥିରେ ୟୁଏସବି ଟାଇପ ସି –ପୋର୍ଟ ଦିଆଯାଇଛି । କମ୍ପାନୀ ଏହି ଇୟର ଫୋନରେ…

ମାନସିକ ଚିନ୍ତାରୁ ମୁକ୍ତି ପାଇଁ ଲଗାନ୍ତୁ ଚନ୍ଦନ ପେଷ୍ଟ, ଜାଣନ୍ତୁ ଏହାକୁ ଲଗାଇବାର ବିଧି

ବ୍ୟସ୍ତ ବହୁଳ ଜୀବନରେ ଲୋକମାନଙ୍କ ଥକାପଣ ଖବର ଅଧିକ ମାତ୍ରାରେ ସାମ୍ନାକୁ ଆସୁଛି । ଯାହା କାରଣରୁ ଅନେକ ଶାରୀରିକ ସମସ୍ୟା ଦେଖାଯାଉଛି । ଆଜି ଆମେ ଏହାର ନିରାକରଣ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ସମ୍ପର୍କରେ କହିବୁ । ଯାହାକୁ ମାନିଲେ ଆପଣଙ୍କ ପ୍ରତିଦିନର ଥକା ପଣରୁ ମୁକ୍ତି ପାଇ…