IRCTC: ଟ୍ରେନରେ ଯାତ୍ରୀ ମାନଙ୍କୁ ମିଳିବ ଆକର୍ଷଣୀୟ ଗିଫ୍ଟ, ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛିି ଅଫର

ତେଜସ ଏକ୍ସପ୍ରେସରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ସ୍କିମ ଅଣାଯାଇଛି । IRCTC ପକ୍ଷରୁ ଯାତ୍ରୀମାନଙ୍କୁ ପ୍ରିମିୟମ ଟ୍ରେନ ପ୍ରତି ଆକର୍ଷିତ କରିବା ପାଇଁ ପ୍ରତିଥର ଭଳି ଏଥର ମଧ୍ୟ ନୂଆ ପ୍ଲାନ ରଖାଯାଇଛି । ବର୍ତ୍ତମାନ IRCTC ପକ୍ଷରୁ ଲକ୍ଷେ୍ନାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଉଥିବା…

ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ ଦାମ୍

ସ୍ଥିର ଅଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୮୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୭ ଟଙ୍କା ୪୪ ପଇସା ଅଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ…

ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ସୁନା ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୭୭୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୭୦୦ ଓ ୪୮,୭୭୦ ଟଙ୍କା ହୋଇଛି।…

ପୋଷ୍ଟ ଅଫିସରେ କେମିତି କରିବେ ପାସପୋର୍ଟ ଆବେଦନ, ଜାଣନ୍ତୁ ଷ୍ଟେପ

ପାସପୋର୍ଟ ଏକ ଜରୁରୀ ଦସ୍ତାବିଜ, ଯାହାର ବ୍ୟବହାର ଆପଣ ଖୁବ ଭଲ ଭାବେ ଜାଣିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟରୁ ପ୍ରମୁଖ, ଯାହା ବିଦେଶ ଯାତ୍ରା ସମୟରେ ଦରକାର ପଡ଼ିଥାଏ। ଅନ୍ତରାଷ୍ଟ୍ରୀୟ ଯାତ୍ରା କରିବା ପାଇଁ ହେଲେ ଆପଣଙ୍କୁ…

ବାହୁବଳୀ ଅନ୍ଦାଜରେ ନଜର ଆସିଲେ ସିଲଭର ମେଡାଲିଷ୍ଟ ରବି ଦହିଆ, ମହାଦେବଙ୍କୁ କଲେ ଜଳାଭିଷେକ

ସିଲଭର ମେଡାଲିଷ୍ଟ ରବି ଦହିଆଙ୍କ ଫଟୋ ହୋଇଛି ଭାଇରାଲ। ଅଲମ୍ପିକରେ ମେଡାଲ ଜିତିବା ପରେ ନିଜ ଖୁସ ବ୍ୟକ୍ତ କରିବା ପରେ ଭଗବାନଙ୍କ ନିକଟରେ ନତ ମସ୍ତକ ହୋଇଛନ୍ତି। ଭଗବାନଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ସେବାରେ ନିଜକୁ ନିୟୋଜିତ କଲେ ଏହି ଅଲମ୍ପିକ ଖେଳାଳୀ। ଆମ ହିନ୍ଦୁ ଧର୍ମରେ…

ଘରେ ବସି ପାଆନ୍ତୁ M-Aadhaar, E-Aadhaar ଏବଂ PVC Aadhaar Card, ଜାଣନ୍ତୁ ରେଜିଷ୍ଟ୍ରର କରିବାର ଷ୍ଟେପ

ଆଜି ଆମେ ଆଧାରକାର୍ଡକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଆପଣଙ୍କ ସାମ୍ନାକୁ ନେଇ ଆସିଛୁ। ଆଧାରକାର୍ଡର ଆବଶ୍ୟକତା ଆମ ସମସ୍ତଙ୍କୁ ତ ବେଶ ଭଲ ଭାବେ ଜଣା। ଭୋଟର ଆଇଡି ଠୁ ମଧ୍ୟ ଏବେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଅଫିସିଆଲ କାମ ହେଉ କିମ୍ବା ଅନ୍ୟ କିଛି, ଆଧାରକାର୍ଡ ବିନା ସବୁ କାମ ଏବେ…

ତେଜସ୍‌ ଏକ୍ସପ୍ରେସର ଦୁଇ ଘଣ୍ଟା ବିଳମ୍ବ ପଡ଼ିଲା ମହଙ୍ଗା, ଭରିବେ ସାଢ଼େ ଚାରି ଲକ୍ଷ ଟଙ୍କା

ଦ ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ ପକ୍ଷରୁ ନୂଆ ସୂଚନା। ଶନିବାର ଓ ରବିବାର ତେଜସ୍‌ ଏକ୍ସପ୍ରେସ ଫେରିଯିବା କାରଣରୁ ୨୦୩୫ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା। ଏଥିରେ ମୋଟ ୪.୫ ଲକ୍ଷ ଟଙ୍କାର ଟିକେଟ ବୁକ୍‌ ହୋଇଥିଲା। ଯାହାକୁ ଭରିବା ପାଇଁ ରେଳ…

ପ୍ରଦୂଷଣ ମାତ୍ରାକୁ ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ନୂଆ ପଦକ୍ଷେପ, ଖୁବଶୀଘ୍ର ଗଡ଼ିପାରେ ଇ-ଯାନ

(କେନ୍ୟୁଜ): ଖୁବଶୀଘ୍ର  ରାଜ୍ୟରେ ଗଡିପାରେ ଇଲେକଟ୍ରିକ ଭେଇକିଲ ବା ଇ-ଯାନ। ରାଜ୍ୟରେ ଇ-ଯାନ ଚଳାଚଳ ନେଇ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପ୍ରଦୂଷଣ ମାତ୍ରାକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଇ-ଯାନ ନୀତି ଆପଣାଯାଇଛି। ଦିଲ୍ଲୀ, କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ…

ମଡେଲ ଇନାୟାଙ୍କ ସହ ରାମ ଗୋପାଲ ବର୍ମାଙ୍କ ଅଶ୍ଳୀଳ ଡ୍ୟାନ୍ସ ଭିଡ଼ିଓ ଭାଇରାଲ, ଟ୍ଵିଟରରେ ରଖିଲେ ନିଜ ପ୍ରତିକ୍ରିୟା

ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ଏବେ ପୁଣି ହେଲେ ଭାଇରାଲ । କଣ୍ଟ୍ରୋଭର୍ସି ଦୁନିଆରେ ସେ ଲଗାଇଛନ୍ତି ପୁଣି ଥରେ ନିଆଁ। ଏବେ ତାଙ୍କର ନୁଆ ଡ୍ୟାନ୍ସ ଭିଡ଼ିଓ ଖୁବ ହେଉଛି ଭାଇରାଲ । କିଛି ଜଣେଇବା ଆଗରୁ ପ୍ରଥମେ ଦେଖିନିଅନ୍ତୁ ଏହି ଭାଇରାଲ ଭିଡ଼ିଓ.. I once again want to clarify…

ଛଦ୍ମ ବେଶୀ ବାବାଙ୍କର ଫଟୋ ଭାଇରାଲ, ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ବାବା ବିଜୟାନନ୍ଦ ଚୌଧୁରୀ

(କେନ୍ୟୁଜ):  ଖୋଲୁଛି ଆତ୍ମଘୋଷିତ ବାବାଙ୍କ ଗୁମର । ଓଟିଡିସି ନାଁରେ ୩ କୋଟି ଟଙ୍କା ଠକେଇ ମାମଲାରେ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କୁ ଗିରଫ କରାଯାଇଥିଲା । ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା । ଗିରଫ ପରେ ଧୀରେ ଧୀରେ ଫିଟିବାରେ ଲାଗିଛି ଅନେକ ଗୁମର । ତାଙ୍କ ନାଁରେ ଏବେ…

ଏହି ସବୁ ରାଜ୍ୟରେ ହେବ ଭାରି ବର୍ଷା, କିଛି ସ୍ଥାନରେ ଆଲର୍ଟ ଜାରୀ କଲା IMD

ଦେଶର କିଛି ସ୍ଥାନରେ ମଙ୍ଗଳବାର ଦିନ ଅର୍ଥାତ ଗତ କାଲି ଭାରି ବର୍ଷା ହୋଇଥିଲା। ଓଡ଼ିଶା ସମେତ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ଅନେକ ରାଜ୍ୟରେ ବର୍ଷା ପାଇଁ ଭାରି ସମସ୍ୟା ଦେଖାଯାଇଥିଲା। ତେବେ ଲୋକମାନଙ୍କୁ ଅସହ୍ୟ ତାତିରୁ ରକ୍ଷା ମିଳିଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା…

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ। ବୃଷ :  ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ…