ବିବାହ ପରେ ଭାଇରାଲ ହେଉଛି ରିୟା ଓ କରଣଙ୍କ ପ୍ରଥମ ଫଟୋ, ଦେଖନ୍ତୁ

ସରିଯାଇଛି ବିବାହ । ଏବେ ଫଟୋ ହେଉଛି ଭାଇରାଲ । ଅନିଲ କପୁରଙ୍କ ସାନ ଝିଅ ତଥା ପ୍ରଡ୍ୟୁସର ରିୟା କପୁର ବୟଫ୍ରେଣ୍ଡ କରଣ ବୁଲାନୀଙ୍କ ସହ ନିକଟ ଅତୀତରେ ବିବାହ କରିଛନ୍ତି । ଏବେ ଏହି କପଲଙ୍କ ଫଟୋ ଖୁବ ଭାଇରାଲ ହେଉଛି । ଫଟୋରେ ଦୁହେଁ କାର ଭିତରେ ବସିଥିବାର ଦେଖିବାକୁ ମିଳିଛି ।…

ଦିଗଜ୍ଜ ଫୁଟବଲ ଖେଳାଳି ଲିୟୋନେଲ ମେସି ହୋଟେଲର ଦିନକର ଭଡ଼ା ଦେଲେ ୧୭.୫ ଲକ୍ଷ ଟଙ୍କା, ଜାଣନ୍ତୁ

ଆର୍ଜେଣ୍ଟିନାର ଦିଗଜ୍ଜ ଫୁଟବଲର ଲିୟୋନେଲ ମେସିଙ୍କୁ କିଏ ବା ନ ଜାଣେ । ନିଜର ଜବରଦସ୍ତ ଖେଳ ପ୍ରଦର୍ଶନ ପାଇଁ ସେ ସମସ୍ତ ଖେଳ ପ୍ରେମୀଙ୍କ ମନରେ ରାଜ୍ କରନ୍ତି । ତେବେ ଏତେବଡ଼ ଖେଳାଳିଙ୍କୁ ନେଇ କିଏ ବା ଚର୍ଚ୍ଚା ନକରିବ । ତାଙ୍କର ପ୍ରତ୍ୟେକଟି କାର୍ଯ୍ୟ ଉପରେ ଥାଏ ଫ୍ୟାନ୍ସ ମାନଙ୍କ ନଜର ।…

ମଧୁମେହ ଜନିତ ମୃତ୍ୟୁକୁ ରୋକିବ ସାଇକେଲିଂ, ରିପୋର୍ଟରୁ ସୂଚନା

କିଛି ଲୋକ ସାଇକେଲ ଚଲାଇବା କଥା ଶୁଣିଲେ ମନରେ ଛୋଟ ଭାବ ମନେ କରନ୍ତି । କାରଣ ଏହା ତାଙ୍କ ସମ୍ମାନକୁ ହାନି ପହଞ୍ଚାଇବ ବୋଲି ସେମାନେ ଭାବନ୍ତି । କିନ୍ତୁ ଏହା ଶରୀର ପାଇଁ ଅନେକ ଫାଇଦା କରିଥାଏ । ସାଇକେଲିଂ କରିବା ସ୍ୱାସ୍ଥ୍ୟ ପାଇଁ ହିତକର ଏବଂ ଜରୁରୀ ମଧ୍ୟ । ସାଇକେଲିଂକୁ ନେଇ ଅନେକ ଏହାର…

ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜାରକୁ ଆସିଛି  Amazefit Bip U Pro, ଶସ୍ତା ଦାମ ସହ ରହିଛି ଦମଦାର ଫିଚର୍ସ

ଡିଜିଟାଲ ଯୁଗରେ ସ୍ମାର୍ଟୱାଚର କ୍ରେଜ ବଢ଼ିବାରେ ଲାଗିଛି । ଏବେ ଫୋନଠୁ ଆରମ୍ଭ କରି ସବୁକିଛି  କାମ ଡିଜିଟାଲ ହେଉଛି । ଅଫିସ କାମଠୁ ଆରମ୍ଭ କରି ଘର କାମ ପର୍ଯ୍ୟନ୍ତ ଡିଜିଟାଲି ସମ୍ଭବ ହୋଇପାରୁଛି । ତେବେ ଫୋନ ପରେ ଏବେ ସ୍ମାର୍ଟୱାଚ ସମସ୍ତଙ୍କୁ ଏବେ ପାଗଳ କରିଛି । ଉଚିତ ଦାମରେ ଏବେ…

ଜଲାଲାବାଦରେ ତାଲିବାନର କବ୍‌ଜା ପରେ ରାଜଧାନୀ କାବୁଲ ପୂର୍ବ ଭାଗରୁ ହେଲା ବିଚ୍ଛେଦ

ଆଫଗାନିସ୍ତାନରେ ତାଲିବାନର କବଜାକୁ ନେଇ ବଢ଼ୁଛି ଚିନ୍ତା । ତାଲିବାନର ଆତଙ୍କ ଭୟ ଏବେ ପୁରା ଆଫଗାନିସ୍ତାନରେ ଖେଳିଯାଇଛି । ସୂଚନା ମୁତାବକ ଏବେ ତାଲିବାନ ଜଲାଲାବାଦକୁ ନିଜ କବଜାକୁ ଆଣିଛି । । ଏହା କରିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲ ଦେଶର ପୂର୍ବ ଭାଗର ସମ୍ପର୍କରୁ ବାଦ୍ ପଡ଼ିଛି ।…

ଆଜିର ଦିନରେ କେବଳ ଭାରତ ନୁହେଁ ବରଂ ଆହୁରି ୪ଟି ଦେଶ ପାଇଥିଲେ ସ୍ୱାଧୀନତା, ଜାଣନ୍ତୁ

ଆଜି ଅଗଷ୍ଟ ୧୫। ଭାରତବର୍ଷରେ ଏହି ତାରିଖକୁ ଥାଏ ସମସ୍ତଙ୍କ ଅପେକ୍ଷା । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଖୁବ ସ୍ମରଣୀୟ ଦିବସ । କାରଣ ଏହିଦିନ ଇଂରେଜ ମାନଙ୍କ କବଳରୁ ଆମ ଦେଶ ସ୍ୱାଧୀନ ହୋଇଥିଲା । ୧୯୪୭ ମସିହାର ଏହିଦିନ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାଧୀନତା ଦେଇଥିଲା । ଦେଶ ମାତୃକାର ଏହି…

ପାଣିକଖାରୁରୁ ପ୍ରସ୍ତୁତ “ପେଠା ମିଠାଇ” ଶରୀର ପାଇଁ ହୋଇଥାଏ ଖୁବ ଲାଭଦାୟକ

ଯଦି ଆପଣ ମିଠା ଖାଇବାକୁ ପସନ୍ଦ କରନ୍ତି ତେବେ ଆମେ ଆଜି ଏହାକୁ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ଟିପ୍ସ କହିବୁ । ଯାହାକୁ ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ପେଠା ଶବ୍ଦ ଆପଣ ବହୁତ ବାର ଶୁଣିଥିବେ । କିନ୍ତୁ ଏହା ଆମ ରାଜ୍ୟ ଅର୍ଥାତ ଓଡ଼ିଶାରେ ପ୍ରସ୍ତୁତ କରାଯାଇନଥାଏ । ବିଶେଷ କରି…

ବର୍ଷର ସବୁଠୁ ସ୍ଲିମ ସ୍ମାର୍ଟଫୋନ, 8GB RAM ଓ 128 GB କ୍ୟାମେରା ସହ ରହିଛି ଶସ୍ତା ଦାମ

ଜିଓମି ସ୍ମାର୍ଟଫୋନର ପୁପଲାରିଟି ଏବେ ଖୁବ ଅଧିକ । ଲୋକମାନେ ଶସ୍ତା ଦାମରେ ଭଲ ଫୋନ କିଣିବାକୁ ଯାଉଥିଲେ ପ୍ରଥମେ ନଜର ଜିଓମି ସେଟ ଉପରେ ହିଁ ପଡିଥାଏ । ତେବେ କମ୍ପାନୀ ଏହାର ପୁପଲାରିଟିକୁ ଧ୍ୟାନରେ ରଖି ଏବେ ଏକ ସୁନ୍ଦର ଫୋନ ବଜାରକୁ ଆଣିଛି । ଏହି ଫୋନର ଓଜନ କମ ଥିବା ବେଳେ ଏହାର ଫିଚର୍ସ…

Airtel , JioFiber ଏବଂ TataSkyରେ ଶସ୍ତା ଦାମରେ ପାଇପାରିବେ ଅନଲିମିଟେଡ ଇଣ୍ଟରନେଟ ସୁବିଧା ସହ ଫ୍ରି ସବସ୍କ୍ରିପସନ,…

ଡିଜିଟାଲ ଯୁଗରେ ଆଜିକାଲି ସବୁକିଛି ଟେକ୍ନୋଲୋଜି ଆଧାରରେ ଚାଲିଛି । ଅନେକ କାମ ଘରେ ବସି କରି ହେଉଛି । କେବଳ ଅଫିସ କାମ ନୁହେଁ ବରଂ ଆପଣ ଅନାଲାଇନ ସାହାଯ୍ୟରେ ସପିଂଠୁ ଆରମ୍ଭ କରି ଖାଦ୍ୟ ପାର୍ସଲ ଘର ପାଇଁ ମାର୍କେଟିଂ ମଧ୍ୟ କରିପାରୁଛନ୍ତି । କିନ୍ତୁ କିଛି ସମୟରେ ନେଟ ପାଇଁ ଅନେକ ସମସ୍ୟାର…

ଉତ୍ତର ପ୍ରଦେଶ ସମେତ ମହାରାଷ୍ଟ୍ର ଓ ପାଟନାର ଅନେକ ସ୍ଥାନ ଜଳମଗ୍ନ, ଘର ଛାଡ଼ି ଯାଉଛନ୍ତି ଲୋକ

ବର୍ଷା ଆଗମନରେ ଏବେ ସବୁଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦେଶର ଅନେକ ସ୍ଥାନରେ ବନ୍ୟା କାରଣରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସଂଘାତିକ ହେବାରେ ଲାଗିଛି । ରାଜ୍ୟର ୨୪ଟି ଜିଲ୍ଲା ବନ୍ୟା ଘେରରେ ରହିଥିବା ବେଳେ ଲୋକମାନେ ଘରୁ…

ରାଜସ୍ଥାନ: ଏଠାରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଦିନ ତିଆରି ହୁଏ ୭ ହଜାର ଶିବଲିଙ୍ଗ

ଶ୍ରାବଣ ମାସରେ ସମସ୍ତେ ଶିବଙ୍କ ଆରଧାନାରେ ନିଜକୁ ମଗ୍ନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଅନେକ ଭିଡ଼ିଓ ସାମ୍ନାକୁ ଆସୁଛି। ସେହିଭଳି ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି ସୁଦୂର ରାଜସ୍ଥାନରୁ। ଶ୍ରାବଣ ମାସରେ ରାଜସ୍ଥାନର ପାଲି ସହରରେ ଭକ୍ତ ମାନେ ଶିବଙ୍କ ପୂଜାରେ ନିଜକୁ…

ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରୀ ପାଇଁ ବାହାରିଲା ୩୪୭ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରୀ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦେଶରେ ସିିନିଅର ମ୍ୟାନେଜର, ମ୍ୟାନେଜର, ଅସିଷ୍ଟାଣ୍ଟ ମ୍ୟାନେଜର ସହ ବିଭିନ୍ନ ବିଶେଷଜ୍ଞ ଅଧିକାରୀ ପଦବୀ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ମାନେ ୧୨ ଅଗଷ୍ଟ…