Below header

ପ୍ରାଇଭେସି ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶ, ଶୀଘ୍ର କରନ୍ତୁ ସ୍ମାର୍ଟଫୋନ ଅପଡେଟ

ଭାରତ ସରକାର ସମସ୍ତ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି । ଆପଲ ଆଇଫୋନ, ଆଣ୍ଡ୍ରଏଡ, ୱିଣ୍ଡୋଜ ଡିଭାଇସ ୟୂଜର୍ସଙ୍କ ପାଇଁ ଆଲର୍ଟ ଜାରି କରିଛନ୍ତି । ନୋଡାଲ ସାଇବର ସୁରକ୍ଷା ଏଜେନ୍ସି , CERT-In ଆପଲ ସଫ୍ଟୋୱେୟାର ଇକୋ ସିଷ୍ଟମ , ୱିଣ୍ଡୋଜ ଅପରେଟିଂ ସିଷ୍ଟମ ଏବଂ ଗୁଗଲ…

୧୦%ରୁ ଅଧିକ କରୋନା ମାମଲା ଥିବା ଜିଲ୍ଲାରେ ଲାଗିବ କଡ଼ା ନିୟମ, କେନ୍ଦ୍ରର ନିର୍ଦ୍ଦେଶ

ଦେଶରେ କରୋନାର ୨ୟ ଲହରରେ ଅନେକ ଲୋକ ମୃତ୍ୟୁ ବରଣ କରିବା ପରେ ସରକାର ଅଧିକ ସତର୍କ ହୋଇଯାଇଛନ୍ତି । ବାରମ୍ବାର ସମସ୍ତଙ୍କୁ ସାବଧାନତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଏହାଦ୍ୱାରା ହିଁ ୩ୟ ଲହରକୁ ରୋକାଯାଇପାରିବ । ଏହାକୁ ନେଇ କେନ୍ଦ୍ର ସରକାର ଗତ କାଲି ଅର୍ଥାତ ଶନିବାର ରାଜ୍ୟ ସହ…

କାହିଁକି ପାଳନ କରାଯାଏ ବନ୍ଧୁତା ଦିବସ, ଜାଣନ୍ତୁ ଆଜି ଏହାର ଇତିହାସ

ଆଜି ଦେଶ ପାଳୁଛି ବନ୍ଧୁତା ଦିବସ । ବନ୍ଧୁତାର ମହତ୍ୱକୁ ମନେ ପକାଇ ଏହି ଦିନରେ ସମସ୍ତେ ନିଜ ବନ୍ଧୁ ମାନଙ୍କୁ ଦିବସର ଶୁଭେଚ୍ଛା ଜଣାଉଛନ୍ତି । ବନ୍ଧୁତା ଏମିତି ଏକ ସମ୍ପର୍କ, ଯାହା ବିନା ଜୀବନ ଅଧୁରା । ଏହା ଏମିତି ଏକ ସମ୍ପର୍କ ଯେଉଁଠି କୌଣସି ସର୍ତ୍ତ ନଥାଏ । ତେବେ ସବୁ ଦିବସ ପାଳନ କରିବାର…

ଜାଣନ୍ତୁ ଆଜି ରାଜ୍ୟର ପେଟ୍ରୋଲ-ଡିଜେଲ ଦରର ତାଜା ଅପଡେଟ

ଆଜି ସ୍ଥିର ରହିଛିି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୬୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ବଢ଼ି ୯୭ ଟଙ୍କା ୯୫ ପଇସା ରହିଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ ଝଗଝ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ…

ଜାଣନ୍ତୁ ଆଜିର ସୁନା-ରୂପା ଦରର ତାଜା ଅପଡେଟ

ଆଜି ଭାରତୀୟ ବଜାରରେ ସ୍ଥିର ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୩୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୩୯୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦…

ଆର୍ଟିଫିସିଆଲ ବର୍ଷା ଓ ଇନ୍ଦ୍ରଧନୁରେ ଫଟୋ ସୁଟ କରି ଭାଇରାଲ ହେଲେ ଯୋଡି

ଆଜିକାଲି ବିବାହ ସମୟରେ ପ୍ରି ଫଟୋସୁଟ ଏବଂ ପୋଷ୍ଟ ଫଟୋସୁଟ ବହୁମାତ୍ରାରେ ଡିମାଣ୍ଡରେ ରହିଛି । ଏହାକୁ ନେଇ ଏକ ଅଜବ ଘଟଣା ବ୍ରିଟେନରେ ଦେଖିବାକୁ ମିଳିଛି । ବ୍ରିଟେନର ଏକ ଯୋଡ଼ି ନିଜର ୱେଡିଂ ଫଟୋ ସୁଟ କରିଛନ୍ତି । କିନ୍ତୁୂ ସମସ୍ତଙ୍କଠୁ ଭିନ୍ନ କରିବା ପାଇଁ ଏମିତି ଉପାୟ ଆପଣାଇଛନ୍ତି ।…

ଭାରତୀୟ କୋଭାକ୍ସିନ ଜରିଆରେ ଦେଶ ହେବ କରୋନା ମୁକ୍ତ, ଏମ୍ସରେ ଆରମ୍ଭ ହୋଇଛି ଟ୍ରାୟଲ

ଆସନ୍ତା ଅଗଷ୍ଟ ୧୫ ତାରିଖରେ କରୋନା ମହାମାରୀକୁ ଦେଶରୁ ସମ୍ପୂୂର୍ଣ୍ଣ ରୂପେ ହଟାଇବାର ଚାଲିଛି ଯୋଜନା । ଭାରତର ସ୍ୱତନ୍ତ୍ରତା ଦିବସରେ କରୋନାର ଦେଶୀ ଭ୍ୟାକସିନ କୋଭାକ୍ସିନ ଲଞ୍ଚ ହେବାକୁ ଯାଉଛି । ଏହି ଭ୍ୟାକସିନ ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ ବାୟୋଟେକ ପ୍ରସ୍ତୁତ କରିଛି । ଭାରତ…

ବ୍ଲଡ ପ୍ରେସର ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାକୁ ଦୂର କରେ କୁଟୁ ଅଟା ବା Buckwheat

ରୁଟି ସମସ୍ତଙ୍କ ପସନ୍ଦ । ସମସ୍ତଙ୍କ ଘରେ ଅଟାର ସେଥିପାଇଁ ବ୍ୟବହାର ଅଧିକ ହୋଇଥାଏ । ଅଟାରୁ ଅନେକ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଏହି ଲିଷ୍ଟରେ ଗହମରୁ ପ୍ରସ୍ତୁତ ଅଟା ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଏହାଛଡା ଅନ୍ୟ ସମୟରେ ମଇଦାକୁ ମଧ୍ୟ ଆମେ ବ୍ୟବହାର କରିଥାଏ । କିନ୍ତୁ ଏସବୁ ମଧ୍ୟରେ…

ଭାରତ ବିରୁଦ୍ଧରେ ଘରୋଇ ଟେଷ୍ଟ ସିରିଜ ସହ ଆସନ୍ତା ୱାଲର୍ଡ କପରେ ନଜର ଆସିବେନି ବେନ

ଇଂଲଣ୍ଡ କ୍ରିକେଟର ବେନ ଷ୍ଟୋକ୍ସ କ୍ରିକେଟରୁ ବ୍ରେକ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅନିଶ୍ଚିତକାଳ ପର୍ଯ୍ୟନ୍ତ ବେନ କ୍ରିକେଟରୁ ନେଇଛନ୍ତି ବ୍ରେକ । ଏହା କାରଣରୁ ଆସନ୍ତା ମାସରେ ହେବାକୁ ଥିବା ଘରୋଇ ଟେଷ୍ଟ ମ୍ୟାଚରେ ସେ ଅଂଶଗ୍ରହଣ କରିବେ ନାହିଁ । କେବଳ ଏତିକି ନୁହେଁ ବରଂ କିଛି ମାସ…

ଆପତ୍ତିଜନକ କଣ୍ଟେଟକୁ ରୋକିବା ପାଇଁ ଡେଟିଂ ଆପ୍ସ ଉପରେ ଗୁଗଲର କଡ଼ା ରୋକ

ଗୁଗଲ ପକ୍ଷରୁ ନିଆଗଲା ବଡ଼ ନିଷ୍ପତ୍ତି । ଗୁଗଲ ପ୍ଲେ ଷ୍ଟୋରରୁ ନିଜ ଡେଟିଂ ଆପକୁ ହଟାଇବା ପାଇଁ ଯୋଜନା କରିଛି । ଏହାକୁ ନେଇ ସେ ଅନେକ ଡେଟିଂ ଆପ୍ସ ମଧ୍ୟ ଡିଲେଟ କରିବା ଆରମ୍ଭ କରିଛି । ଗୁଗଲର ଏହି ଡେଟିଂ ଆପକୁ ଅନେକ ଯୁବପିଢ଼ି ବ୍ୟବହାର କରୁଥିଲେ । ସେହି ଆପର ନାମ Sugar Dating ବା Sugar…

କରୋନାର ୪ର୍ଥ ଲହରରୁ ସୁରକ୍ଷିତ ରହିବା ପାଇଁ WHO ଦେଲା ବଡ଼ ଚେତାବନୀ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ଆସିଛି ଏକ ବଡ଼ ସୂଚନା । ଡେଲଟା ଭାରିଏଣ୍ଟକୁ ନେଇ ସାରା ଦୁନିଆକୁ ଚେତାବନୀ ଦେଇଛି WHO । କୋଭିଡ ୧୯ର ଡେଲଟା ଭାରିଏଣ୍ଟକୁ ନେଇ ସମସ୍ତେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଖାମଖିଆଲି ମନୋଭାବ ସାରା ବିଶ୍ୱକୁ ଭୋଗିବାକୁ…

ସୁନା ଦରରେ ଲାଗୁନି ବ୍ରେକ, ଜାଣନ୍ତୁ ଆଜି କେତେ ରହିଛି ଗ୍ରାମ ପ୍ରତି ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବୃଦ୍ଧି ପାଇ ୪୭,୩୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୦ ଟଙ୍କା ବୃଦ୍ଧି ପାଇ ୪୮,୩୯୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦…