Below header

ଭାରତୀୟ ବଜାରରେ ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଭାରତୀୟ ବଜାରରେ ପୁଣି ବଢ଼ିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୫୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୫୪୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ…

ମହିଳାଙ୍କ ପେଟ ଜନିତ ସମସ୍ୟାକୁୁ ଦୂର କରେ ଜୁଆଣି ପାଣି, ଥରେ ଟ୍ରାୟ କରନ୍ତୁ

ଗର୍ଭବତୀ ଥିବା ସମୟରେ ଏବଂ ଗର୍ଭାବସ୍ଥା ପରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ। ଯାହା କାରଣରୁ ସେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ତେଣୁ ଏହି ସମୟରେ ତାଙ୍କର ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଆଜି ଆମେ ଏହାକୁ ନେଇ କିଛି ଖାସ ଟିପ୍ସ ଆଣିଛୁ। ଯାହାକୁ ଆପଣାଇ ଏହି ସମସ୍ୟାରୁ…

ମହାରାଷ୍ଟ୍ର: ୮ମ ପାସ ଯୁବକ ତିଆରି କଲେ ହେଲିକପ୍ଟର, ଟେଷ୍ଟିଂ ବେଳେ ଚାଲିଗଲା ଜୀବନ

ସୋସିଆଲ ମିଡିଆରେ ମହାରାଷ୍ଟ୍ରର ୨୪ ବର୍ଷର ଯୁବକଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗତ କାଲିଠୁ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ୨୪ ବର୍ଷର ଯୁବକ ନିଜ ଜ୍ଞାନ ବଳରେ ହେଲିକପ୍ଟର ତିଆରି କରିଥିଲେ। କିନ୍ତୁ ଏହାର ପରୀକ୍ଷଣ କଲାବେଳେ ଏମିତି କିଛି ଘଟିଲା ଯାହାକୁ ଦେଖିଲା ପରେ ସମସ୍ତେ…

ମଲାଇକାଙ୍କ ପରିବାରରେ ଆସିବେ ନୂଆ ସଦସ୍ୟ, ଜାଣନ୍ତୁ କ’ଣ ରହିଛି ପ୍ଲାନ

ମଲାଇକା ଅରୋଡା ବଲିଉଡ଼ ଜଗତର ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। ସବୁବେଳେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି ମଲାଇକା । ତାଙ୍କ ପୋଷ୍ଟ ଉପରେ ରହିଥାଏ ସମସ୍ତଙ୍କ ନଜର। ଫ୍ୟାସନ ସେନ୍ସଠୁ ଆରମ୍ଭ କରି ଫିଟନେସ ପର୍ଯ୍ୟନ୍ତ ସବୁଥିରେ ମଲାଇକା ରୁହନ୍ତି ଆଗରେ। ତେବେ ତାଙ୍କୁ ନେଇ ଏକ…

ଶରୀରର ଓଜନ ବଢ଼ାଇବା ପାଇଁ ନୀତିଦିନ ଖାଆନ୍ତୁ କଦଳୀ-କ୍ଷୀର, ମିଳିବ ଅନେକ ଫାଇଦା

କଦଳୀ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। କଦଳୀରେ ଅନେକ ଭିଟାମିନ ଓ ପୋଷକ ତତ୍ତ୍ୱ ଭରି ରହିଥାଏ । ଫାଇବରରେ ଭରପୂର ଥିବା କଦଳୀ କେବଳ ଶରୀରକୁ ଶକ୍ତି ପ୍ରଦାନ କରିନଥାଏ ଏହା ଶରୀରର ସମସ୍ତ ରୋଗରୁ ଆମକୁ ସୁରକ୍ଷା ଦେଇଥାଏ। କଦଳୀ ଶରୀରକୁ କ୍ୟାଲସିୟମ, ଭିଟାମିନ-ଡି ପ୍ରଦାନ କରିଥାଏ। କିନ୍ତୁ…

ରାଜ୍ୟର ୪ ପୋଲିସ ଅଧିକାରୀଙ୍କୁ ମିଳିବ “ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ମେଡାଲ”

୨୦୨୧ ବର୍ଷ ପାଇଁ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ କେନ୍ଦ୍ରରୁ ମିଳିବ ଆକର୍ଷଣୀୟ ପଦକ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତଦନ୍ତରେ ଉତ୍କର୍ଷ ପାଇଁ ପଦକ ଘୋଷଣା କରାଯାଇଛି। ମୋଟ ୧୨୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ "ଏକ୍ସିଲେନ୍ସ ଇନ…

ୟୁଜର୍ସଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ CERT-INର ସତର୍କ ବାଣୀ, ଜାଣନ୍ତୁ

ଭାରତୀୟ କମ୍ପ୍ୟୁଟର ଏମରଞ୍ଜେନସି ରେସପନ୍ସ ଟିମ ବ୍ୟାଙ୍କ ଆକାଉଣ୍ଟକୁ ନେଇ ୟୁଜର୍ସଙ୍କୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀ ବ୍ୟାଙ୍କ ଫ୍ରଡକୁ ନେଇ ଦିଆଯାଇଛି। ଦେଶରେ ହ୍ୟାକର ମାନେ ୟୁଜର୍ସଙ୍କ ବ୍ୟାଙ୍କର ସମସ୍ତ ତଥ୍ୟକୁ ଲିକ କରିବା ପାଇଁ ଫିସିଙ୍ଗ ହମଲା କରୁଛନ୍ତି। ଜାଣନ୍ତୁ ଏହା…

ସଙ୍ଗମସ୍ଥଳ ପ୍ରୟାଗରାଜରେ ଆସିଛି ଭୟଙ୍କର ବନ୍ୟା, ପାଣି ଘେରରେ ଫସିଛନ୍ତିି ଅନେକ ଲୋକ

ପ୍ରାକୃତିକ ବିପର୍ଯ୍ୟୟର ପୁଣି ଏକ କରାଳ ରୂପ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଭୟଙ୍କର ବନ୍ୟା ସାରା ଅଞ୍ଚଳକୁ ସମସ୍ୟାରେ ପକାଇଛି। ଗଙ୍ଗା, ଯମୁନାର ସଙ୍ଗମସ୍ଥଳୀ ପ୍ରୟାଗରାଜରେ ଅଚାନକ ବନ୍ୟା ଆସିବା ଫଳରେ ଲୋକମାନଙ୍କ ଜୀବନ ଓ ଜୀବିକା ବାଧା ପ୍ରାପ୍ତ ହୋଇଛି। ଗଙ୍ଗାରେ…

ପରୀକ୍ଷାରେ ନୂଆ ନିୟମ ଲାଗୁ କରିବ ବୋର୍ଡ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଦେବେ ଏଭଳି ପରୀକ୍ଷା

ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷାରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ । କରୋନାକୁ ଧ୍ୟାନରେ ରଖି ଚଳିତ ଶିକ୍ଷା ବର୍ଷ ବୋର୍ଡ ସ୍କିମ ଅଫ ଏକ୍ସେସମେଣ୍ଟ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ତେବେ କେବଳ ଦଶମ ନୁହେଁ ବରଂ ନବମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହେବ। ଏଥର ମୋଟ ୬ଟି…

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ବଦଳିଲା Logo, ଦେଖନ୍ତୁ ଏହାର ପ୍ରଥମ ଝଲକ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଦୀର୍ଘ ୨୧ ବର୍ଷ ପରେ ନେଇଛି ଏକ ବଡ଼ ନିଷ୍ପତ୍ତି । କମ୍ପାନୀ ତରଫରୁ ନୂଆ ଲୋଗୋ ଲିକ କରାଯାଇଛି। ଯାହା କମ୍ପାନୀର ଆଗାମୀ ମଡେଲରେ ଦେଖିବାକୁ ମିଳିବ। ଏନେଇ କମ୍ପାନୀ ପକ୍ଷରୁ ଢ଼େର ଉତ୍ସାହ ଦେଖିବାକୁ ମିଳିଛି। କମ୍ପାନୀର ନୂଆ ଲୋଗୋ ସହିତ ବ୍ରାଣ୍ଡର ମେକ…

ସାମସଙ୍ଗର ୨ଟି ସ୍ମାର୍ଟଫୋନର ରହିଛି ଜବରଦସ୍ତ ଫିଚର୍ସ

ସାମସଙ୍ଗ ତରଫରୁ ଆଜି ସନ୍ଧ୍ୟାରେ Galaxy Unpacked  ଆୟୋଜିତ ହୋଇଛି। ଏହି ସମୟରେ କମ୍ପାନୀ ତରଫରୁ ଦୁଇଟି ଫୋଲଡେବଲ୍‌ ଫୋନ Galaxy Z Flip 3 ଏବଂ Galaxy Z Fold 3 ଲଞ୍ଚ ହୋଇଛି। ଏହା ସହିତ କମ୍ପାନୀ ନିଜର ନୂଆ ଫ୍ଲାଗସିପ ସ୍ମାର୍ଟଓ୍ଵାଚ ଏବଂ ଓ୍ଵାୟାରଲେସ ଇୟରବଡସକୁ ମଧ୍ୟ ଲଞ୍ଚ କରିଛି।…

“ଦ କପିଲ ଶର୍ମା ସୋ”ର ଶୁଭାରମ୍ଭ, ନୂଆ ସେଟର ଦେଖନ୍ତୁ ପ୍ରଥମ ଝଲକ

ଲୋକପ୍ରିୟ କମେଡି ସୋ "ଦ କପିଲ ଶର୍ମା ସୋ" ର ଅପକମିଙ୍ଗ ପାର୍ଟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହାକୁ ନେଇ ସୂଚନା ଦେଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଲୋକଙ୍କୁ ପୁଣି ଥରେ ମନୋରଞ୍ଜନ କରିବା ପାଇଁ ପରଦା ଆଗକୁ ଆସିବେ କପିଲ ଓ ତାଙ୍କ ଟିମ୍‌। ଲମ୍ବା ସମୟ ପରେ ଦର୍ଶକଙ୍କ ଅପେକ୍ଷାର…