ପୋଡ଼ା ଖାଦ୍ୟର କରନ୍ତୁ ଏଭଳି ଉପଯୋଗ, ରୋଷେଇ ସମସ୍ୟା ହେବ ଦୂର

ରୋଷେଇ କରିବା ସମୟରେ ଅନେକ ଥର ଖାଦ୍ୟ ପୋଡ଼ିଯାଏ। ଜାଣତରେ ହେଉ ଅବା ଅଜାଣତରେ ଏହି ସମସ୍ୟା ପାଇଁ ଗାଳି ମଧ୍ୟ ଶୁଣିବାକୁ ପଡେ। କାରଣ ପୋଡ଼ା ଖାଦ୍ୟକୁ ଆମେ ଖାଦ୍ୟ ରୂପେ ଗ୍ରହଣ କରିପାରି ନଥାଉ। ତେଣୁ ଏହା ସିଧା ଯାଇଥାଏ ଡଷ୍ଟବିନକୁ। କିନ୍ତୁ ଆମେ ଆଜି ଆପଣଙ୍କୁ ଏଥିରୁ ବଞ୍ଚିବା ପାଇଁ ଟ୍ରିକସ୍‌…

ବିଶ୍ୱର ସବୁଠୁ କମ ତାପମାନ ସହର ଋଷର “ୟାକୁସ୍କ”, ଯେଉଁଠି ଡ୍ରେସ୍ ବି ବରଫ ହୋଇଯାଏ

ଦୁନିଆରେ ଏମିତି ଅନେକ ଦେଶ ରହିଛି ଯାହାର ଜଳବାୟୁ ଭିନ୍ନ ପ୍ରକାର । କେଉଁଠି ତାପମାତ୍ରା ବେଶି ତ ଆଉ କେଉଁଠି ଏକଦମ୍ କମ୍ । ଏଭଳି ଜାଗାରେ ଲୋକଙ୍କ ବଞ୍ଚିବା ମୁସ୍କିଲ ହୋଇଯାଏ। କ'ଣ ଆପଣ ଜାଣନ୍ତି ବିଶ୍ୱର ସବୁଠୁ ଥଣ୍ଡା ବା ବରଫ ଦେଶ କାହାକୁ କୁହାଯାଏ। ଏମିତିକି ମନକୁ ଆଣ୍ଟାର୍ଟିକା ଅଞ୍ଚଳ…

ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବ Vivo Y53s , ଜାଣନ୍ତୁ ଦାମ ସହ ଦମଦାର ଫିଚର୍ସ

ଭିଭୋ ଭାରତୀୟ ବଜାରରେ ନିଜର ନୁଆ ସ୍ମାର୍ଟଫୋନ Vivo Y53s ଲଞ୍ଚ କରିବାକୁ ଯାଉଛି। ଏହାପୂର୍ବରୁ ଫୋନର ଦାମ ସମ୍ପର୍କରେ ଖବର ଲିକ ହୋଇଛି। ଏହା ଗତ ମାସରେ ଭିଏତନାମରେ ଲଞ୍ଚ ହୋଇଥିଲା। ଏହା ଟ୍ରିପଲ କ୍ୟାମେରା, MediaTek Helio G80  ପ୍ରୋସେସର, 33W ଫାଷ୍ଟ ଚାର୍ଜିଂ ସପୋର୍ଟ ଏବଂ 128GB …

ଫିଲ୍ମି ଷ୍ଟାଇଲରେ ବୁଲେଟ ପ୍ରେମ ପଡିଲା ଭାରୀ, ଶେଷରେ ଥାନା ଗଲେ ପ୍ରେମୀ ଯୁଗଳ

ବିହାରର ଗୟାରେ ପ୍ରେମୀ ଯୁଗଳଙ୍କ ଫିଲ୍ମି ଷ୍ଟାଇଲ ରୋମାନ୍ସ ହେଲା ଭାଇରାଲ। ଚଳନ୍ତା ବୁଲେଟ ଗାଡ଼ି ଉପରେ ବସି ବିନା ଦ୍ୱିଧାରେ କରୁଛନ୍ତି ପ୍ରେମ। ରାସ୍ତାରେ ଏଭଳି ଅଜବ ଦୃଶ୍ୟ ଦେଖି ସମସ୍ତଙ୍କ ହୋସ ମଧ୍ୟ ଉଡିଯାଉଛି । ନିଶ୍ଚିତ ଭାବେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱଭାବିକ।…

କରୋନାରେ “ଯୋଦ୍ଧା ଆକବର”ର ଏହି ଅଭିନେତାଙ୍କ ଅବସ୍ଥା ହେଲା ଶୋଚନୀୟ, ଜାଣନ୍ତୁ

ଜିଟିଭିରେ ପ୍ରସାରିତ ହୋଇଥିବା ପପୁଲାର ଟିଭି ସିରିୟଲ "ଯୋଦ୍ଧା ଆକବର"ରେ କାମ କରିଥିବା ଏହି ଅଭିନେତାଙ୍କ ଜୀବନରେ ଆସିଛି ସମସ୍ୟାର ଝଡ଼। ଅଭିନେତାଙ୍କ ନାମ ହେଉଛି ଲୋକେନ୍ଦ୍ର ସିଂ। ଡାଇବେଟିସ ରୋଗରେ ଆକ୍ରାନ୍ତ ଥିବା ଏହି ଅଭିନେତା ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କାରଣରୁ ଅନ୍ୟାନ୍ୟ ରୋଗରେ…

ଅଗଷ୍ଟ-ସେପ୍ଟେମ୍ବରରେ ଏହି ସବୁ ରାଜ୍ୟରେ ହେବ ସାମାନ୍ୟରୁ ଅଧିକ ବର୍ଷା, IMD ପକ୍ଷରୁ ସୂଚନା

ସୋମବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀକୁ ନେଇ ଜରୁରୀ ସୂଚନା ଦିଆଯାଇଛି । ଚଳିତ ମାସ ଓ ଆସନ୍ତା ମାସ ସାମାନ୍ୟଠୁ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ପଶ୍ଚିମ…

ପ୍ୟାଚ ଟ୍ରିଟମେଣ୍ଟ ସାହାଯ୍ୟରେ ପିମ୍ପଲସ ସମସ୍ୟା ହେବ ଦୂର, ଜାଣନ୍ତୁ ଏହାକୁ ଲଗାଇବାର ବିଧି

ସୁନ୍ଦର ତ୍ୱଚା କିଏ ବା ନ ଚାହେଁ । ସଧାରଣ ଦିନ ଅପେକ୍ଷା କୌଣସି ଫେଷ୍ଟିଭାଲ କିମ୍ବା ନିଜ ପାର୍ଟନର ସହ ଦେଖା କରିବାର ପ୍ଲାନ ଥିଲେ ସମସ୍ତେ ପ୍ରଥମେ ନିଜ ତ୍ୱଚା କଥା ଭାବନ୍ତି । ଦିନକୁ ସ୍ପେଶାଲ କରିବା ପାଇଁ ଖାସ କରି ଝିଅ ମାନଙ୍କୁ ଅନେକ କିଛି ଉପାୟ ଆପଣାଇବାକୁ ପଡିଥାଏ । କିନ୍ତୁ ମୁହଁରେ…

ଶିଳ୍ପାଙ୍କୁ ସପୋର୍ଟ କଲେ ଫିଲ୍ମ ମେକର ହଂସଲ ମେହତା, ଟ୍ୱିଟ ଯୋଗେ ଦେଲେ ସୂଚନା

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ପତି ରାଜ କୁନ୍ଦ୍ରା ଉଭୟେ ଏବେ ଖୁବ ଚର୍ଚ୍ଚାରେ ରହୁଛନ୍ତି । ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ଶିଳ୍ପା ସେଟ୍ଟୀ ଏବେ ଚିନ୍ତାରେ । ରାଜ କୁନ୍ଦ୍ରାଙ୍କ ଉପରେ ଆରୋପ ଲାଗିବା ପରେ ଏହା ବହୁ ମାତ୍ରାରେ ଶିଳ୍ପା ସେଟ୍ଟୀଙ୍କ କାମକୁ…

ପ୍ରାଇଭେସି ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶ, ଶୀଘ୍ର କରନ୍ତୁ ସ୍ମାର୍ଟଫୋନ ଅପଡେଟ

ଭାରତ ସରକାର ସମସ୍ତ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି । ଆପଲ ଆଇଫୋନ, ଆଣ୍ଡ୍ରଏଡ, ୱିଣ୍ଡୋଜ ଡିଭାଇସ ୟୂଜର୍ସଙ୍କ ପାଇଁ ଆଲର୍ଟ ଜାରି କରିଛନ୍ତି । ନୋଡାଲ ସାଇବର ସୁରକ୍ଷା ଏଜେନ୍ସି , CERT-In ଆପଲ ସଫ୍ଟୋୱେୟାର ଇକୋ ସିଷ୍ଟମ , ୱିଣ୍ଡୋଜ ଅପରେଟିଂ ସିଷ୍ଟମ ଏବଂ ଗୁଗଲ…

୧୦%ରୁ ଅଧିକ କରୋନା ମାମଲା ଥିବା ଜିଲ୍ଲାରେ ଲାଗିବ କଡ଼ା ନିୟମ, କେନ୍ଦ୍ରର ନିର୍ଦ୍ଦେଶ

ଦେଶରେ କରୋନାର ୨ୟ ଲହରରେ ଅନେକ ଲୋକ ମୃତ୍ୟୁ ବରଣ କରିବା ପରେ ସରକାର ଅଧିକ ସତର୍କ ହୋଇଯାଇଛନ୍ତି । ବାରମ୍ବାର ସମସ୍ତଙ୍କୁ ସାବଧାନତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଏହାଦ୍ୱାରା ହିଁ ୩ୟ ଲହରକୁ ରୋକାଯାଇପାରିବ । ଏହାକୁ ନେଇ କେନ୍ଦ୍ର ସରକାର ଗତ କାଲି ଅର୍ଥାତ ଶନିବାର ରାଜ୍ୟ ସହ…

କାହିଁକି ପାଳନ କରାଯାଏ ବନ୍ଧୁତା ଦିବସ, ଜାଣନ୍ତୁ ଆଜି ଏହାର ଇତିହାସ

ଆଜି ଦେଶ ପାଳୁଛି ବନ୍ଧୁତା ଦିବସ । ବନ୍ଧୁତାର ମହତ୍ୱକୁ ମନେ ପକାଇ ଏହି ଦିନରେ ସମସ୍ତେ ନିଜ ବନ୍ଧୁ ମାନଙ୍କୁ ଦିବସର ଶୁଭେଚ୍ଛା ଜଣାଉଛନ୍ତି । ବନ୍ଧୁତା ଏମିତି ଏକ ସମ୍ପର୍କ, ଯାହା ବିନା ଜୀବନ ଅଧୁରା । ଏହା ଏମିତି ଏକ ସମ୍ପର୍କ ଯେଉଁଠି କୌଣସି ସର୍ତ୍ତ ନଥାଏ । ତେବେ ସବୁ ଦିବସ ପାଳନ କରିବାର…

ଜାଣନ୍ତୁ ଆଜି ରାଜ୍ୟର ପେଟ୍ରୋଲ-ଡିଜେଲ ଦରର ତାଜା ଅପଡେଟ

ଆଜି ସ୍ଥିର ରହିଛିି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୬୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ବଢ଼ି ୯୭ ଟଙ୍କା ୯୫ ପଇସା ରହିଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ ଝଗଝ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ…