ହାଇଦ୍ରାବାଦରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୪.୦

ହାଇଦ୍ରାବାଦରେ ଭୂକମ୍ପ ଝଟକା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜିର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ହାଇଦ୍ରାବାଦର ଦକ୍ଷିଣରେ ସକାଳ ୫ଟା ସମୟରେ ଅନୁଭୂତ ହୋଇଥିଲା। ଏହାର ରିକ୍ଟର ସ୍କେଲରେ ତ୍ରିବତା ୪.୦ ରହିଥିବାର ସୂଚନା ମିଳିଛି। ସୂଚନା ମୁତାବକ, ଏହି ଭୂକମ୍ପ ହାଇଦ୍ରାବାଦଠୁ ୧୫୬…

କାରଗିଲ ବିଜୟ ଦିବସରେ ଶହିଦ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ “ଶେରଶାହ”ର ଟ୍ରେଲର ରିଲିଜ,…

ଶେରଶାହ ଫିଲ୍ମର ଟ୍ରେଲର ହୋଇଛି ରିଲିଜ। ଏହି ଫିଲ୍ମଟି ପରମବୀର ଚକ୍ର ବିଜେତା ଦିବଙ୍ଗତ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଆଧାରିତ। ୧୯୯୯ ମସିହାରେ କାରଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ କ୍ୟାପଟେନ ବିକ୍ରମ। ତାଙ୍କର ଏହି ବଳିଦାନର କାହାଣୀକୁ ନେଇ ଫିଲ୍ମକୁ…

ଜାଣନ୍ତୁ ଆଜି ରାଜ୍ୟର ପେଟ୍ରୋଲ-ଡିଜେଲ ଦରର ତାଜା ଅପଡେଟ

ଆଜି ସ୍ଥିର ରହିଛିି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୬୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ବଢ଼ି ୯୭ ଟଙ୍କା ୯୫ ପଇସା ରହିଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ…

ଆଜି ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଥିଲେ ଆଜି ହିଁ କିଣି ଆଣନ୍ତୁ

ଭାରତୀୟ ବଜାରରେ ଆଜି ସ୍ଥିର ରହିଛି ସୁନା ଦର । ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ଆଜି ହିଁ ଯାଇ କିଣିଆଣନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୮୭୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୭୦ ଟଙ୍କା ରହିଛି। ଓଡ଼ିଶା…

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ମହିନ୍ଦ୍ରା କମ୍ପାନୀ ଲଞ୍ଚ କଲା ନୂଆ ଲୋଗୋ

ସମୟ ସହିତ ଗାଡ଼ି ନିର୍ମାତା କମ୍ପାନୀ ନିଜ ମଡେଲରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରୁଛନ୍ତି । ଏହାଦ୍ୱାରା ଗ୍ରାହକ ଅଧିକ ଆକର୍ଷିତ ହେବେ ବୋଲି ବିଶ୍ୱାସ ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ବାହନ ନିର୍ମାତା କମ୍ପାନୀ ମହିନ୍ଦ୍ରା ନିଜର ଲୋଗୋ ଡିଜାଇନରେ ପରିବର୍ତ୍ତନ ଆଣିଛି । ନିକଟରେ…

କାର୍ ଦୁର୍ଘଟଣାରେ ଗୁରୁତର ହେଲେ ଅଭିନେତ୍ରୀ ୟଶିକା ଆନନ୍ଦ, ଘଟଣାସ୍ଥଳରେ ସାଙ୍ଗଙ୍କ ମୃତ୍ୟୁ

ଅଭିନେତ୍ରୀ ତଥା ବିଗବସ୍ ତାମିଲର ପୂର୍ବ କଣ୍ଟେଷ୍ଟଣ୍ଟ ୟଶିକା ଆନନ୍ଦଙ୍କ ସହ ହୋଇଛି ଦୁର୍ଘଟଣା । କାରରେ ଯାଉଥିବା ସମୟରେ ତାଙ୍କର ଦୁର୍ଘଟଣା ହୋଇଛି । ଏଥିରେ ସେ ଗୁରୁତର ଭାବେ ଆଘାତ ହୋଇଛନ୍ତି । ଗୁରୁତର ୟଶିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଦୁର୍ଘଟଣା ସମୟରେ ଉପସ୍ଥିତ…

ଆମ୍ବୁଲାନ୍ସକୁ ମିଳିଲା ନାହିଁ ରାସ୍ତା, ଶେଷରେ ମେଡିକାଲ କର୍ମଚାରୀଙ୍କ ଏଭଳି ଦୃଶ୍ୟ ହେଲା ଭାଇରାଲ

ଆମ ଦେଶରେ ଭିଆଇପି ମୁଭମେଣ୍ଟ ପାଇଁ ଅନେକଙ୍କ ଜୀବନ ବିପଦରେ ପଡ଼ୁଛି । ଏହାକୁ ନେଇ ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭିଆଇପି ମୁଭମେଣ୍ଟ ପାଇଁ ଫସିଲା ଆମ୍ବୁଲାନ୍ସ । ଯାହାକୁ ନେଇ ଡାକ୍ତର ଏବଂ ମେଡିକାଲ ଷ୍ଟାଫ  କିଛି  ଏମିତି କଲେ ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ…

ଶ୍ରାବଣ ମାସରେ ବ୍ରତ କରୁଥିଲେ ପିଅନ୍ତୁ ଏହି ୫ଟି ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କସ୍‌

୨୫ ଜୁଲାଇଠୁ ଅର୍ଥାତ ଆଜିଠୁ ଶ୍ରାବଣ ମାସ ଆରମ୍ଭ ହୋଇଛି। ଏହି ସମୟରେ ଅନେକ ଲୋକ ଭଗବାନ ଶିବଙ୍କ ପାଇଁ ବ୍ରତ ରଖିନ୍ତି । ବିଶ୍ୱାସ ରହିଛି ଯେ, ଶ୍ରାବଣ ମାସର ସୋମବାର ବ୍ରତ ରଖିବା ଦ୍ୱାରା ବ୍ୟକ୍ତିର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଏହି ବ୍ରତ ଧାରଣ କରିବା ସମୟରେ ଖାଇବା ପିଇବା…

ମୁମ୍ବାଇ କ୍ରାଇମବ୍ରାଞ୍ଚ: ରାଜ କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ଗୁପ୍ତ ଅଲମାରୀ

ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ ପୋଲିସ ତଦନ୍ତକୁ ଅଧିକ ଶକ୍ତ କରିଦେଇଛନ୍ତି । ଏବେ କ୍ରାଇମବ୍ରାଞ୍ଚକୁ ରାଜ କୁନ୍ଦ୍ରାଙ୍କ ଅଫିସରୁ ଏକ ସିକ୍ରେଟ ବା ଗୁପ୍ତ ଅଲମାରୀ ପାଇଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ରାଜ କୁନ୍ଦ୍ରାଙ୍କ ଅଫିସକୁ କ୍ରାଇମବ୍ରାଞ୍ଚ…

ଦୁନିଆରେ ସବୁଠୁ ଅଧିକ ଡାଉନଲୋଡ ହୋଇଥିବା ଏହି ଆପ, ୟୁଜର୍ସଙ୍କୁ ଦେଇଛି ରୋଜଗାର

ଗୁଗଲର ଭିଡ଼ିଓ ଷ୍ଟ୍ରିମିଂ ଆପ ୟୁଟ୍ୟୁବକୁ ଗୁଗଲ ପ୍ଲେଷ୍ଟୋରରେ ୧୦ ବିଲିୟନ ବା ୧୦ କୋଟିରୁ ଅଧିକ ଡାଉନଲୋଡ କରାଯାଇଛି । ସବୁଠୁ ବଡ଼ କଥା ହେଉଛି ଏହା ଦୁନିଆର ମୋଟ ଜନସଂଖ୍ୟାକୁ ମଧ୍ୟ ପାର କରିଛି । ରିପୋର୍ଟ ଅନୁଯାୟୀ, ଏବେ ଦୁନିଆର ମୋଟ ଜନସଂଖ୍ୟା ୭୮୮ କୋଟି । ତେବେ ଏହି ଲିଷ୍ଟ କେବଳ ଗୁଗଲ…

ମଙ୍ଗଳଙ୍କ ଗୋଚର ଗତିରେ ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ଶୁଭ ପ୍ରଭାବ

ଧରଣୀ ଗର୍ଭ ସମ୍ଭୂତଂ ବିଦ୍ୟୁତକାଂତି ସମପ୍ରଭମ୍ । କୁମାରଂ ଶକ୍ତି ହସ୍ତଂ ତଂ ମଙ୍ଗଳଂ ପ୍ରଣମାମ୍ୟହମ୍ । । ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଉର୍ଜା, ଭୂମି, ଶକ୍ତି, ସାହସ, ପରାକ୍ରମ ସୌର୍ଯ୍ୟ, ପରିବର୍ତ୍ତନ ତଥା ଗତିଶୀଳକୁ ବୁଝାଏ । ମଙ୍ଗଳ ଗ୍ରହଙ୍କ ଶୁଭ ପ୍ରଭାବରେ ବ୍ୟକ୍ତିର ଜୀବନରେ ଅନେକ…

କ୍ରୋଧ-ହିଂସାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପ୍ରତିଦିନ ସେବନ କରନ୍ତୁ ଶାକାହାରୀ ଭୋଜନ

କୁହାଯାଏ ମଣିଷର ବ୍ୟବହାର ସେ ସେବନ କରୁଥିବା ଖାଦ୍ୟରୁ ଜଣାପଡେ । ଅର୍ଥାତ ଆମେ ଯେଉଁଭଳି ଖାଦ୍ୟ ଖାଇଥାଉ ସେଭଳି ଆଚରଣ ମଧ୍ୟ ହୋଇଥାଏ । କିଛି କୁହନ୍ତି, ଯଦି କାହାକୁ ଖୁସି କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ତାଙ୍କର ମନ ପସନ୍ଦ ଖାଦ୍ୟ ଦେଇ ଖୁସି କରାନ୍ତୁ । କାରଣ ମନକୁ ଜିତିବାର ରାସ୍ତା…